ଝିଅର ଶୋଇବା ଘରେ ବାପା ଲଗାଇଲା କ୍ୟାମେରା – ଆଉ ତା ପରେ ଯାହା ହେଲା …

ଝିଅର ଶୋଇବା ଘରେ ବାପା ଲଗାଇଲା କ୍ୟାମେରା – ଆଉ ତା ପରେ …

ବେଳେ ବେଳେ ସାଙ୍ଗମାନେ କିଛି ଏଭଳି କଥା ଶୁଣିବାକୁ ମିଳେ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ କିଛି ସେହି ଭଳି ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଚମକି ପଡିବେ । ଆପଣ ସମସ୍ତେ ତ ଯାନୀ ଥିବେ ଯେତେବଳେ ବ୍ୟକ୍ତି ଶୋଇଥାଏ, ସେତେବେଳେ ସେମାନଙ୍କୁ ଜଣା ନ ଥାଏ ପ୍ରକୃତରେ କଣ ସବୁ ଘଟୁଛି । ଆଉ ଯଦି ଆପଣ ନିଜ ରୂମ୍ ରେ ଏକା ଶୋଊଛନ୍ତି ତେବେ ଆପଣଙ୍କୁ ଏହା ବି ଜଣା ପଡି ନଥାଏ ଯେ ଆପଣଙ୍କ ସହ ସାରା ରାତି କଣ ହେଉଅଛି ।

କିଛି ଲୋକ ଥାନ୍ତି ଯେଉଁମାନେ ସାରା ରାତି କଡା ଲେଉଟାଉ ଥାନ୍ତି । ଏବଂ କିଛି ଲୋକ ତ ନିଦରେ ଗପୁ ଥାନ୍ତି । କିଛି ଲୋକ ନିଦରେ ଚାଲିବା ଆରମ୍ଭ କରି ଦେଇ ଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଗୋଟେ ଝିଅ ବିଷୟରେ କହିବାକୁ ଯାଉଛୁ ଯାହା ସହ ରାତିରେ ବହୁତ କିଛି ଘଟଣା ଘଟେ । କାହିଁକି ନା ଯେବେ ବି ସିଏ ସକାଳୁ ଉଠେ ସେତେବେଳେ ତାର ଶରୀରରେ ନୂଆ ନୂଆ ଦାଗ ବା ଖଣ୍ଡିଆ ହୋଇଥାଏ ।

ପ୍ରଥମେ ଏହା କେବେ କେବେ ହେଉଥିଲା ସେଥିପାଇଁ ସେହି ଝିଅର ବାପା ଓ ମା ସେହି ବିଷୟରେ ଏତେ ଧ୍ୟାନ ଦେଇ ନଥିଲେ । ଏବଂ ସେହି ସବୁ ଦାଗ ବା ଖଣ୍ଡିଆ ବହୁତ ଛୋଟ ମୋଟ ହିନ ହୋଇଥାଏ । କିନ୍ତୁ ସମୟ ଅନୁସାରେ ସେ ସବୁ ଅଧିକ ହେବାକୁ ଲାଗିଲା । ଏବଂ ପୁରା ଶରୀରରେ ସେହି ସବୁ ଦେଖା ଯିବାକୁ ଲାଗିଲା ।

ଏହି କାରଣରୁ ତାଙ୍କ ପରିବାରରେ ସମସ୍ତେ ଚିନ୍ତାରେ ପଡିଗଲେ । ଠାରେ ସେହି ଝିଅର ସ୍କୁଲ ତରଫରୁ ପିକ୍ନିକ ରେ ଯାଇଥିଲେ, ଏବଂ ଶେଠୀ ସେ ସାର୍ଟ ଡ୍ରେସ ପିନ୍ଧିଥିଲା । ଏବଂ ସେତେବେଳେ ସାଙ୍ଗ ମାନେ ତାକୁ ସେହି ଦାଗ ବିଷୟରେ ପଚାରିଲେ, ଓ ସେହି ଟୂର ସମୟରେ ମଧ୍ୟ ତାର ସେହି ଦାଗ ବାହାରୁଥିଲା । ମା ଓ ବାପା ଭାବିଲେ କି ଝିଅର Iron ର ଭାଗ କମି ଯାଇଛି ବୋଲି ଏବଂ ଡକ୍ଟର ଦେଖାଇବା ପାଇଁ ଭାବିଲେ ।

କିନ୍ତୁ ତା ଆଗରୁ ସେଠିକାର ଗୋଟେ NGO କୁ ସେହି ବିଷୟରେ ଜଣା ପଡିଥିଲା, ଓ ସେମାନେ ଭାବିଲେ କି ତାର ମା ବାପା ତାକୁ ମାରୁଛନ୍ତି ବୋଲି । ଏବଂ ସବୁ ପ୍ରମାଣ ମଧ୍ୟ ସେମାଙ୍କ ବିପକ୍ଷରେ ହିଁ ଥିଲା । କିନ୍ତୁ ସେ ଝିଅ କହିଥିଲା କି ତାକୁ କେହି ମରନ୍ତିନୀ, ଯେବେ ସିଏ ସକାଳୁ ଉଠେ ଏହି ଦାଗ ହୋଇଯାଇଥାଏ ।

ଏହା ପରେ ତାର ବାପା ତା ଶୋଇବା ଘରେ ଏକ କ୍ୟାମେରା ଲାଗିଦେଲେ । ଯେଉଁଥିରୁ ଜଣା ପଡିଲା କି ସେହି ଝିଅ ରାତିରେ ଶୋଇବା ବଦଳରେ ପବନରେ ଉଡୁଛି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହିଗଲେ କି ବିନା କୌଣସି ସହରାରେ ସେ ପବନରେ କେମିତି ଉଡୁଛି? ଏହି ଦେଖି ଘର ଲୋକ ଦରିଗଲେ ଓ ଡକ୍ଟର ଦେଖାଇ ଥିଲେ, ସେ କହିଥିଲେ ଏହା କୌଣସି ରୋଗ ନୁହେଁ ବରଂ ଏକ ଖରାପ ଆତ୍ମାର ପ୍ରଭାବ ।