ମେଷ ରାଶି : ଯାତ୍ରା କରିବା ପାଇଁ ଆଜି ଦିନଟି ଭଲ ରହିବ ନାହି । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଜୀବନ ସାଥିଙ୍କୁ କୌଣସି କାର୍ଯ୍ୟ ସଫଳତା ମିଳିବା କାରଣରୁ ଘର ଖୁସିରେ ମାହୋଲ ରହିବ । କୌଣସି ନୂଆ ପ୍ରୋଜେକ୍ଟ ରେ କାମ କରିବା ପାଇଁ ଆପଣଙ୍କୁ ବହୁତ କିଛି ଶିକ୍ଷା ଲାଭ କରିବେ । ପାର୍ଟନର ଙ୍କ ତରଫରୁ ଆପଣଙ୍କୁ ଶୁଭ ଖବର ପ୍ରାପ୍ତ ହେବ । ସମ୍ପର୍କ ଓ କାମ ମଧ୍ୟରେ ତାଳମେଳ ଠିକ ରହିବ । ଅଚାନକ ଧନ ଲାଭ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।
ବୃଷ ରାଶି : ନୂଆ ଅବସର ମିଳିପାରେ । ଶିକ୍ଷା ରେ ପ୍ରଗତି ହେବ । ଆପଣ ରୋମାଣ୍ଟିକ ମୁଡ ରେ ରହିବେ । ଲାଭ ର ଅବସର ପାଇବେ । କୌଣସି କମ୍ପାନୀ ରେ ଚାକିରି ପାଇଁ ଅଫର ମିଳିପାରେ । ଆଜି କୌଣସି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଆପଣଙ୍କୁ କୌଣସି ମାମଲା ରେ ବଡ ନିସ୍ପତି ଗ୍ରହଣ କରିବେ । ସମୟର ଅନୁକୂଳ ରହିବ । ଆୟ କରିବାର ନୂଆ ସ୍ରୋତ ପାଇବେ । ଆଜି କୌଣସି କାରଣରୁ ମତଭେଦ ହୋଇପାରେ ।
ମିଥୁନ ରାଶି : ଆଜି ଆପଣ କୌଣସି କାମରେ ରିସ୍କ ନେବେ । ଅଧିକାରି ମାନେ ଆପଣଙ୍କର ସହଯୋଗ କରିବେ । ସ୍ୱାସ୍ଥ୍ୟ ଭଲ ରହିବା ସହ ଦାଂପତ୍ଯ ଜୀବନରେ ସୁଖ ମିଳିବ । ସମୟର ଲାଭ ଉଠାଇବେ । ପ୍ରେମୀ ଙ୍କୁ ଆପଣ ମନ କଥା କହିବେ । ନବ ଦମ୍ପତି ଙ୍କ ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ଜରୁରୀ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ ଆଗରେ ରହିବେ ।
କର୍କଟ ରାଶି : ଆର୍ଥିକ ସ୍ଥିତି ର ବେହତର କରିବା ପାଇଁ ପ୍ରୟାସ କରିବେ । ଲାଭପ୍ରଦ ଫାଇଦା ପାଇବେ । ସାମାଜିକ ପ୍ରତିଷ୍ଠା ବହଡିବ । କାର୍ଯ୍ୟ ସ୍ଥଳରେ ଆଶାନୁକୁଳ ମାହୋଲ ରହିବ । ଶୁଭ ସମାଚାର ସଂଚାର କାରଣରୁ ସନ୍ତାନ ସୁଖ ଲାଭ ହେବ । ବେହତର ସହଯୋଗ ପ୍ରାପ୍ତି ହୋଇପାରେ । ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିସ୍ପତି ସଫଳ ରହିବ । ବ୍ୟବସାୟରେ ସଫଳତା ଲାଭ ହେବ । ଅଚାନକ ଧନ ଲାଭ ହେବ ।
ସିଂହ ରାଶି : ଆଜି ଚାକିରି ଓ ବେପାର କ୍ଷେତ୍ର ରେ ଭଲ ପରିଣାମ ଦେଖିବାକୁ ମିଳିବ । ସମସ୍ତଙ୍କ ଉପରେ ଆମବିଶ୍ଵାସ ରଖନ୍ତୁ ନାହି । ସାମାଜିକ ମାନ ସମାନ ବୃଦ୍ଧି ହେବ । ବେହତର ପ୍ରୟୋଗ ପାଇଁ ଆପଣ ସକ୍ଷମ ହେବେ । ପରିବାର ରେ ଚାଲିଥିବା ସମୟର ନିବାରଣ ହେବ । ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ । ପ୍ରେମ ଜୀବନରେ ସମୟ ଭଲ ବ୍ଯତୀତ ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ ।
କନ୍ୟା ରାଶି : କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜର ଭଲ ପ୍ରଦର୍ଶନ କରିବେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । କୌଣସି ଜରୁରୀ ନିସ୍ପତି ଗ୍ରହଣ କରିବା ପାଇଁ ଚିନ୍ତା କରିବେ । କାରୋବାର ପାଇଁ ଶୁଭ ସମୟ ରହିବ । ଯୁବକ ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରାପ୍ତ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଲାଭ ହେବ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରାପ୍ତ ହେବ । ଅଚାନକ ଧନ ଲାଭ ହେବ । ପ୍ରେମ ଜୀବନରେ ସମୟ ଭଲ ବ୍ଯତୀତ ହେବ ।
ତୁଳା ରାଶି : ବିଜେନ୍ସ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଆଜି କୌଣସି ଆବଶ୍ୟକ କାମରେ ଆପଣଙ୍କର ବିଳମ୍ବ ହୋଇପାରେ । ମାନସିକ ଚିନ୍ତା ଦୂର ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ଆୟ ରେ ସ୍ରୋତ ପ୍ରଶସ୍ତ ହେବ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହିବାର ଅବସର ପାଇବେ । ଆପଣଙ୍କ ଦ୍ଵାରା ନିଆ ଯାଇଥିବା ପ୍ରତେକ ଟି ନିସ୍ପତି ସଠିକ ରହିବ । ଆପଣଙ୍କର ଚାକିରି କ୍ଷେତ୍ରର ପଦ ଉନ୍ନତି ହୋଇପାରେ ।
ବିଛା ରାଶି : ଆଜି ଦିନରେ ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ନେଇ କରି ଆସିବ । କାର୍ଯ୍ୟ ସ୍ଥଳରେ ନୂଆ ଦାୟିତ୍ଵ ମିଳିପାରେ । ବ୍ୟାକିଙ୍ଗ କ୍ଷେତ୍ର ରେ ଯୋଡି ହୋଇଥିବା ଯୁବକଙ୍କ ପାଇଁ ସମୟ ଭଲ ରହିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ମାନେ ସଫଳ ହେବେ । ପରୀକ୍ଷା ରେ ସଫଳ ହେବେ ।
ଧନୁ ରାଶି : ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଆପଣଙ୍କର ଦୂର ହେବ । କାର୍ଯ୍ୟ ସ୍ଥଳରେ ଆପଣ ସଫଳ ହେବେ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସାମାଜିକ ରୂପରେ ମାନ ସମାନ ପ୍ରାପ୍ତ ହେବ । ବ୍ୟବସାୟ ରେ ହାନି ହେବାର ଯୋଗ ରହିଛି । ଆପଣଙ୍କର ମାନସିକ ଚାପ ଦୂର ହେବ । ଧନ ଲାଭର ଯୋଗ ରହିଛି । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । ଯାହା ଦାବର ସେମାନଙ୍କୁ ଫାଇଦା ମିଳିପାରେ । ପୂଜା ପାଠ ରେ ଧ୍ୟାନ ଦେବେ ।
ମକର ରାଶି : ଆଜି ଆପଣଙ୍କର ଦିନ ଟି ଅନୁକୂଳ ରହିବ । ଚାକିରି କ୍ଷେତ୍ରରେ ଆପଣ ମାନ ସମାନ ପ୍ରାପ୍ତ କରିବେ । ଅଚାନକ ଧନ ଲାଭ ହେବ । ଅଟକି ରହିଥିବା କାମ ପୂରଣ ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ସହକର୍ମୀ ମାନଙ୍କ ସହଯୋଗ ପାଇବେ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
କୁମ୍ଭ ରାଶି : ଆଜି ଚାକିରି ସହ ଜଡିତ କୌଣସି ଶୁଭ ଖବର ପ୍ରାପ୍ତ ହେବ । ଆୟ ରେ ବୃଦ୍ଧି ହେବ । ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରି ପାଇବେ । ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିସ୍ପତି ଠିକ ସାବ୍ୟସ୍ତ ହେବ । ଜୀବନରେ କିଛି ନୂଆ କରିବା ପାଇଁ ଚିନ୍ତା କରିବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ପ୍ରେମ ସମ୍ପର୍କରେ ସମୟ ଭଲ ରହିବ । ଆପଣ ମନ କଥା ସାଥି ଙ୍କୁ କହିବାର ଅବସର ପାଇବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ ।
ମୀନ ରାଶି : ଆପଣଙ୍କର ଦକ୍ଷତା ଅନୁଯାୟୀ ଆପଣ ଭଲ ପ୍ରଦର୍ସନ କରିବେ । ଆପଣଙ୍କ ମନରେ ସାକାରାତ୍ମକ ବିଚାର ଆସିବ । ବେପାରୀ ମାନଙ୍କ ପାଇଁ ସମୟ ଭଲ ରହିବ । ଯେଉଁ ଲୋକ ମାନେ ବିବାହିତା ସେମାନଙ୍କ ପାଇଁ ଶୁଭ ସମୟର ଆଗମନ ହେବାକୁ ଯାଉଛି । ମହିଳା ମାନେ ଘର କାମରେ ବ୍ୟସ୍ତ ରେ ରହିବେ । ଧର୍ମ କର୍ମ ରେ ବ୍ୟସ୍ତରେ ରହିବେ । ରଚନାତ୍ମକ କ୍ଷେତ୍ର ରେ ରୁଚି ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।