ବନ୍ଧୁଗଣ ଜୀବନରେ ସଫଳତା ପଛଏ ତ ଅନେକ ଲୋକ ଗୋଡାଇଥାନ୍ତି । ହେଲେ ବହୁତ ପରିଶ୍ରମ କରି ସୁଦ୍ଧା ଅନେକଙ୍କୁ ସଫଳତା ପ୍ରାପ୍ତ ହୋଇନଥାଏ । ହେଲେ ଯଦି ଆପଣ ନିଜର କର୍ମ କରିଚାଲିବା ସହ ନିଜ ଭାଗ୍ୟ ଉପରେ ଭରଷା ରଖିବେ । ତେବେ ଆପଣଙ୍କୁ ମଧ୍ୟ ଖୁବ ଶୀଘ୍ର ସଫଳତା ପ୍ରାପ୍ତ ହେବ । ଯଦି ଆପଣ ନିଜର ଭାଗ୍ୟକୁ ଶକ୍ତିଶାଳୀ ବନାଇବାକୁ ଚାହୁଁଛନ୍ତି । ତେବେ ପ୍ରତି ରବିବାର ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଅର୍ପଣ କରିବା ସହ ଯଦି ଆପଣ ନିଜ ରାଶି ଅନୁଯାଇ ଏହି ମନ୍ତ୍ରର ଜପ କରନ୍ତି । ତେବେ ଆପଣଙ୍କ ଶୋଇ ରହିଥିବା ଭାଗ୍ୟର ମଧ୍ୟ ଉଦୟ ହେବ ।
1- ମେଷ ରାଶିର ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଅଚିନ୍ତ୍ୟାୟ ନମଃ ମନ୍ତ୍ର ଜପ କରିବା ଦ୍ଵାରା ଧନ ସମ୍ବନ୍ଧିତ ସମସ୍ଯା ଦୂର ହୋଇଥାଏ ।
2- ବୃଷ ରାଶି ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଅରୁଣାୟ ନମଃ ମନ୍ତ୍ର ଜପ କଲେ ଚାକିରିରେ ଉନ୍ନତି ମିଳିଥାଏ ।
3- ମିଥୁନ ରାଶି ଲୋକଙ୍କୁ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଆଦି ଭୂତାୟ ନମଃ ମନ୍ତ୍ର ଜପ କରିବା ଉଚିତ ଏହା ଦ୍ଵାରା ଘରେ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ ।
4- କର୍କଟ ରାଶି ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ବସୁପ୍ରଦାୟ ନମଃ ମନ୍ତ୍ର ଜପ କରିବା ଦ୍ଵାରା ସବୁ ପ୍ରକାର କଷ୍ଟ ଦୂର ହୋଇଥାଏ ।
5- ସିଂହ ରାଶି ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଭାନବେ ନମଃ ମନ୍ତ୍ର ଜପ କରିବା ଦ୍ଵାରା ଭଗବାନ ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ମନୋକାମନା ପୂରଣ ହୋଇଥାଏ ।
6- କନ୍ୟା ରାଶି ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଓଁ ଶାନ୍ତାୟ ନମଃ ମନ୍ତ୍ର ଜପ କରନ୍ତୁ ମନ ଇଛା ଫଳ ପ୍ରାପ୍ତ ହବ ।
7- ତୁଳା ରାଶିର ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଇନ୍ଦ୍ରାୟ ନମଃ ମନ୍ତ୍ର ଜପ କରିବା ଦ୍ଵାରା ସବୁ ପ୍ରକାର ଅସୁବିଧା ସମାପ୍ତ ହୋଇଥାଏ ।
8- ବିଛା ରାଶି ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଆଦିୟାୟ ନମଃ ମନ୍ତ୍ର ଜପ କରିବା ଉଚିତ । ଯାହାଫଳରେ ଭଗବାନ ଆପଣଙ୍କ ସବୁ ମନୋକାମନା ପୂରଣ କରିବେ । 9- ଧନୁ ରାଶି ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଶର୍ବାୟ ନମଃ ମନ୍ତ୍ର ଜପ କରିବା ଉଚିତ ଏହା ଦ୍ଵାରା ମଙ୍ଗଳ ହୋଇଥାଏ ।
10- ମକର ରାଶି ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ସହସ୍ତ୍ର କିରଣାୟ ନମଃ ମନ୍ତ୍ର ଜପ ଦ୍ଵାରା ଗ୍ରହ କ୍ଲେଶ ସମାପ୍ତ ହୋଇଥାଏ ।
11- କୁମ୍ଭ ରାଶି ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ବ୍ରମହଣେ ଦିବାକର ନମଃ ମନ୍ତ୍ର ଜପ କରିବା ଉଚିତ ଏହା ଦ୍ଵାରା ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ ଅସୁବିଧା ଦୂର ହୋଇଥାଏ ।
12- ମୀନ ରାଶିର ଲୋକ ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ 108 ଥର ଓଁ ଜୟିନେ ନମଃ ମନ୍ତ୍ର ଜପ କରିବା ଉଚିତ ଏହା ଦ୍ଵାରା ଜଟିଳ ସମସ୍ଯା ମଧ୍ୟ ଖୁବ ଶୀଘ୍ର ସମାପ୍ତ ହୋଇଥାଏ ।
ଏହି ଲେଖାଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ