ପିରିୟଡ୍ସରେ ମହିଳା ମାନଙ୍କ ଏହି ଭୁଲ ତାଙ୍କୁ କରିଥାଏ ନିଃସନ୍ତାନ ! ଝିଅ ମାନେ ନିଶ୍ଚୟ ଜାଣନ୍ତୁ… (Health tips)

ବନ୍ଧୁଗଣ ପିରିୟଡ୍ସ ମହିଳାଙ୍କ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଯାହାକି ପ୍ରତି ମାସରେ ହୋଇଥାଏ । ଏହା କିଛି ଅଶୁଭ କି ଅଶୁଦ୍ଧ ନୁହେଁ । ଏହା ସବୁ ମହିଳାଙ୍କ ଠାରେ ହୋଇଥାଏ । ମହିଳାଙ୍କର ପିରିୟଡ୍ସ ସମୟରେ ତାଙ୍କ ବଡିରୁ ଏକ୍ସଟ୍ରା ହିଟ ବାହାର କରିବାର ଏହା ଗୋଟିଏ ମାଧ୍ୟମ ହୋଇଥାଏ । ଏଥିସହ ଶରୀରରେ ଥିବା କିଛି ଟକ୍ଷିକ ପଦାର୍ଥ ଏହି ପ୍ରକ୍ରିୟାରେ ଶରୀରରୁ ବାହାରକୁ ଚାଲି ଆସିଥାଏ । ତେବେ ଅନେକ ଜାଗାରେ ମହିଳାଙ୍କର ପିରିୟଡ୍ସ ହେଲେ ତାଙ୍କୁ ସେଠାରେ ବହୁତ ଅଶୁଦ୍ଧ ବୋଲି ମାନାଯାଇଥାଏ ।

ସେହି ସମୟରେ ତାଙ୍କ ଉପରେ ବହୁତ ସାରା କଟକଣା ମଧ୍ୟ ରହିଥାଏ । ପିରିୟଡ୍ସ ହେବା ମାତ୍ରେ ସଙ୍ଗେ ସଙ୍ଗେ ମୁଣ୍ଡ ଧୋଇ ସ୍ନାନ କରିବାକୁ ମଧ୍ୟ କୁହାଯାଇଥାଏ । ତେବେ ଯେତେବେଳେ କୌଣସି ମହିଳାଙ୍କର ପିରିୟଡ୍ସ ହେଉଛି । ସେମାନେ ସ୍ବଚ୍ଛତା ଦ୍ରୁଷ୍ଟିରୁ ନିଜ ଶରୀରକୁ ପରିଷ୍କାର କରି ରଖିବା ଉଚିତ । ହେଲେ ପିରିଅଡ ସମୟରେ ଯେତେବେଳେ ମହିଳା ତାର କେଶ ଧୋଇଥାଏ ସେତେବେଳେ କ’ଣ ସବୁ ହୋଇଥାଏ ଆସନ୍ତୁ ଜାଣିବା ।

ପିରିୟଡ୍ସରେ ଯେତେବେଳେ ଶରୀରରୁ ଅଧିକ ଫ୍ଲୋ ହେଉଛି ସେହି ସମୟରେ କେଶ ଧୋଇଲେ ଶରୀର ଥଣ୍ଡା ହୋଇଥାଏ । ଆଉ କାଉନ୍ଟାର ପ୍ରୋଡକ୍ଟବିଟି ଲୋ ହୋଇଥାଏ । ଯାହା ଶରୀରରୁ ହିଟ ରିଲିଜ ହୋଇଥାଏ ତାହା ସେଇଠି ରହିଜାଇଥାଏ । ଯଦି ଶରୀର ଥଣ୍ଡା ହୋଇଥାଏ ତେବେ ଶରୀରର ମାସିକ ଧର୍ମ ସହ ଜଡିତ କିଛି ପ୍ରକ୍ରିୟା ବାଧିତ ହୋଇଥାଏ ।

ଯଦିଓ ସବୁ ମହିଳାଙ୍କ ଠାରେ ଏହି ପ୍ରୋବ୍ଲେମ ହୋଇନଥାଏ ହେଲେ ଅନେକ ମହିଳାଙ୍କ ଠାରେ ଏହା ହୋଇଥାଏ । ବହୁତ ମହିଳାଙ୍କର ପିରିୟଡ୍ସରେ ମୁଣ୍ଡ ଧୋଇଲେ ତାଙ୍କର କ୍ଳୋଟ ବନିଥାଏ ନହେଲେ ବ୍ଲଡ ଫ୍ଲୋ କମିଯାଇଥାଏ । ଯେଉଁ କାରଣ ଯୋଗୁ ଭଲ ଭାବେ ପିରିୟଡ୍ସ ପ୍ରକ୍ରିୟାଟି ହୋଇପାରିନଥାଏ । ଏହି କାରଣ ଆଗକୁ ଯାଇ ପିସିଓଡି ଓ ଶିଷ୍ଟ ଭଳି ପ୍ରୋବ୍ଲେମ ହୋଇପାରେ । ଏହାଛଡା ଅନେକ ପ୍ରକାର ଇନଫର୍ଟି ଇସୁ ହୋଇଥାଏ ।

ସେଥିପାଇଁ ପିରିୟଡ୍ସ ହୋଇଥିବା ସମୟରେ ସେହି ପ୍ରକ୍ରିୟାରେ ଯେପରି କିଛି ବାଧା ନଆସୁ ସେଥିପ୍ରତି ମହିଳାଙ୍କୁ ବିଶେଷ ଭାବେ ଧ୍ୟାନ ଦେବା ଉଚିତ । ତେଣୁ ପିରିୟଡ୍ସ ହେବାର 3 ଦିନ ପର୍ଯ୍ୟନ୍ତ କେଶ ଧୋଇବା ଅନୁଚିତ । ପିରିୟଡ୍ସର ଚତୁର୍ଥ କିମ୍ବା ପଞ୍ଚମ ଦିନ କେଶ ଧୋଇବା ଉଚିତ । କାରଣ ପିରିୟଡ୍ସର ତୃତୀୟ ଦିନ ପର ଠାରୁ ପିରିୟଡ୍ସ ଫ୍ଲୋ କମ୍ ରହିଥାଏ ।

ଆଶା କରୁଛୁ । ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ