ବନ୍ଧୁଗଣ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କର ଫୋନ ବହୁତ ପ୍ରିୟ ହୋଇଗଲାଣି । କାରଣ ଆଜିକାଲି ତ ଅଧିକାଂଶ ଲୋକଙ୍କର ଫୋନ ବିନା ଖାଇବା ହିଁ ହଜମ ହେଉନି କହିଲେ ଚଳେ । କାରଣ ଫୋନର ଇଣ୍ଟରନେଟ୍ ମାଧ୍ୟମରେ ସବୁ ଛୋଟ ବଡ କଥା ଆମେ ଆତି ସହଜରେ ଜାଣିପାରୁଛେ । ଇଣ୍ଟରନେଟ ଆଜିର ଯୁବ ପିଢିଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି । ସେ ରାତି ହେଉ ବା ଦିନ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ସବୁବେଳେ ଇଣ୍ଟରନେଟ ବ୍ୟବହାର କରିଥାଏ ।
ତେବେ ସୂଚନା ଅନୁଯାଇ ଭାରତରେ 60 ରୁ 70 ପ୍ରତିଶତ ଝିଅ ଏବେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଝିଅମାନେ ଇଣ୍ଟରନେଟର ଅଧିକ ବ୍ୟବହାର କ’ଣ ପାଇଁ କରନ୍ତି ? ଆଜି ଆମେ ଏ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଜାହା ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ । କହିବାକୁ ପୁଅ ମାନଙ୍କ ତୁଳନାରେ ଝିଅ ମାନେ ଇଣ୍ଟର୍ନେଟର ବହୁତ ବ୍ୟବହାର କରିଥାନ୍ତି ।
କାରଣ ଇଣ୍ଟରନେଟ ଦ୍ଵାରା ସେମାନେ ବହୁତ କିଛି କଥା ଜାଣିପାରିଥାନ୍ତି । ବିଶେଷ କରି ଝିଅ ମାନଙ୍କର ଅଧିକ ଇଣ୍ଟରନେଟ ତ ତାଙ୍କର ବିଉଟି ରିଲେଟେଡ଼ ତଥ୍ୟ ସର୍ଚ କରିବାରେ ଯାଇଥାଏ । କାରଣ ସାଧାରଣତଃ ଝିଅ ମାନେ ସୁନ୍ଦର ଦେଖାଯିବାକୁ ଇଛା କରିଥାନ୍ତି । ଯେତେ ସୁନ୍ଦର ସେମାନେ ହେଲେ ବି ଅଧିକରୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ସେମାନେ ଇଣ୍ଟରନେଟରୁ ବିଉଟି ରିଲେଟେଡ଼ ଟିପ୍ସ ଜାଣିବା ପାଇଁ ଫୋନ ବ୍ୟବହାର କରିଥାନ୍ତି ।
ଗୁଗୁଲର ସର୍ଚ ଅନୁଯାୟୀ ବିୟୁଟି ଟିପ୍ସ ପରେ, ଝିଅମାନେ ଅଧିକ ସର୍ଚ କରୁଥବା ଜିନିଷଟି ହେଉଠି ମେହେନ୍ଦି ଡିଜାଇନ । ଆମେ ଏଠାରେ କହି ରଖିବା ପାଇଁ ଚାହିଁବୁ । ଯେ ଝିଅମାନେ ନିଜକୁ ହେଉ ଅବା ଘରକୁ ସୁନ୍ଦର କରି ରଖିବାକୁ ଏତେ ଅଧିକ ଭଲ ପାଇଥାନ୍ତି ।
ଯେ ସେମାନେ ଇଣ୍ଟରନେଟ ମାଧ୍ୟମରେ ସୁନ୍ଦର ସୁନ୍ଦର ଡିଜାଇନ ସବୁ ସର୍ଚ କରିବାରେ ବହୁତ ଅଧିକ ସମୟ ନିଜର ଦିଅନ୍ତି । ଝିଅମାନେ ଅନଲାଇନ ସପିଙ୍ଗ ସାଇଟକୁ ଯାଇ ବିଭିନ୍ନ ଡିଜାଇନର ନୁଆ ଡ୍ରେସ ସହିତ, ନୂଆ ନୂଆ ଜିନିଷ ଅନଲାଇନରୁ ସପିଙ୍ଗ କରିବାକୁ ପସନ୍ଦ କରିଥାନ୍ତି । ତେବେ କେବଳ ସେତିକି ନୁହେଁ ବଂର ଏହା ଜଣା ପଡିଛି, ଯେ ଇଣ୍ଟରନେଟରେ 5 % ଝିଅ ସେ-କ୍ସ ରିଲେଟେଡ଼ ତଥ୍ୟ ମଧ୍ୟ ସର୍ଚ କରିଥାନ୍ତି ।
ତେବେ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲିବେ ନାହିଁ ।