ମଙ୍ଗଳବାର ଦିନ ଏହି ଉପାୟ କଲେ, ରାତାରାତି ବଦଳିବ ଆପଣଙ୍କ ଭାଗ୍ୟ ! Astrology

ବନ୍ଧୁଗଣ ସପ୍ତାହର ପ୍ରତେକ ଦିନର ଅଲଗା ଅଲଗା ମହତ୍ଵ ରହିଥାଏ । ମଙ୍ଗଳବାର ଦିନ ସଙ୍କଟ ମୋଚନ ହନୁମାନଙ୍କୁ ସମର୍ପିତ ଅଟେ । ଭକ୍ତ ମାନେ ଶ୍ରଦ୍ଧା ସହକାରେ ଡାକିଲେ ଭଗବାନ ହନୁମାନ ତତ୍କାଳ ନିଜ ଭକ୍ତଙ୍କୁ ଉଧାର କରିଥାନ୍ତି । ଏଥିପାଇଁ ତାଙ୍କୁ ସଂକଟମୋଚନ ହନୁମାନଙ୍କୁ କୁହାଯାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ପ୍ରଭୁ ହନୁମାନଙ୍କୁ କ’ଣ ଅର୍ପଣ କରିଲେ ସବୁ ମନସ୍କାମନା ପୂରଣ ହେବା ସହ ଧନର ବର୍ଷା ହୋଇଥାଏ ।

୧- ହନୁମାନ ପ୍ରଭୁଙ୍କୁ ମଙ୍ଗଳବାର ଦିନ ପାନ ପତ୍ର ଚଢାନ୍ତୁ । ଯଦି ଆପଣଙ୍କ ଜୀବନରେ ବହୁତ ବଡ ସଙ୍କଟ ଅଛି, ବହୁତ ସମସ୍ୟାର ରହୁଛନ୍ତି ସେଥିପାଇଁ ମଙ୍ଗଳର ଦିନ ପ୍ରଭୁ ହନୁମାନଙ୍କୁ ବିଡା ପାନ ଅର୍ପଣ କରନ୍ତୁ । ଯେବେ ଆପଣ ପାନ ଅର୍ପଣ କରିବେ ସେହି ସମୟରେ ପ୍ରଭୁ ରାମଙ୍କ ନାମ ୧୦୮ ଥର ଜପ କରିବେ । ଏହା ଦ୍ଵାରା ଆପଣଙ୍କର ସବୁ ସମସ୍ଯା ଦୂର ହେବା ସହ ବାଧା ସଙ୍କଟ ଦୂର ହେବ ।

୨- ହନୁମାନ ପ୍ରଭୁଙ୍କୁ ଲବଙ୍ଗ, ଗୁଜୁରାତି ଓ ଗୁଆ ବହୁତ ପସନ୍ଦ ଅଟେ । ଶନିବାର ଦିନ ଏହା ଚଢାଇଲେ ଶନି କଷ୍ଟ ଓ ମଙ୍ଗଳବାର ଦିନ ଚଢାଇଲେ ମଙ୍ଗଳ ଦୋଷ ଦୂର ହୋଇଥାଏ । ରାଶି ତେଲ ଦୀପରେ ଲବଙ୍ଗ ପକାଇ ଆଳତି କରିଲେ ତତ୍କାଳ ସବୁ ସଙ୍କଟ ହରଣ କରିଥାନ୍ତି ପ୍ରଭୁ ହନୁମାନ ।

୩- ଗରିବରୁ ମୁକ୍ତି ପାଇବାକୁ ଗୋଟେ ନଡିଆ ଉପରେ ସିନ୍ଦୁର ଲଗାଇ ନାଲି ସୂତାରେ ବାନ୍ଧି ପ୍ରହୁ ହନୁମାନ ଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ଵାରା ଗରିବୀ ଦୂର ହୋଇଥାଏ । ଏହି ଉପାୟ ୧୧ ଟି ମଙ୍ଗଳବାର ଦିନ କରନ୍ତୁ । ଯଦି ଏହି ନଡିଆକୁ ନାଲି କପଡାରେ ଗୁଡାଇ ଘର ଆଗରେ ବାନ୍ଧି ଦିଅନ୍ତି ତେବେ ଘରକୁ ନେଗେଟିଭ ଊର୍ଜା ପ୍ରବେଶ କରିପାରିବ ନାହି । କାହାର ନଜର ଲାଗିନ ଥାଏ ।

୪- ହନୁମାନ ମହାରାଜଙ୍କୁ ଗୁଡ ଓ ଚଣାର ପ୍ରସାଦ ଚଢାଇବା ବହୁତ ଶୁଭ ଏହବ ସହ ମଙ୍ଗଳ ଦୋଷ ଦୂର ହୋଇଥାଏ । ପ୍ରତେକ ମଙ୍ଗଳବାର ଓ ଶନିବାର ଦିନ ଗୁଡ ଓ ଚଣା ଭୋଗ ଲଗାଇଲେ ଗରିବୀ ଦୂର, କୋର୍ଟ କଚେରୀ ମାମଲା ଦୂର ହୋଇଥାଏ ।

୫- ଯଦି ହନୁମାନ ମହାରାଜାଙ୍କୁ ରୁଟି ବା ମିଠା ରୁଟି ଭୋଗ ଲଗାଇବେ ଯାହା ଗୁଡରେ ବନା ଯାଇଥାଏ ତେବେ ଯେତେ ସମସ୍ଯା ଥାଏ ଯେମିତିକି ଲମ୍ବା ସମୟରୁ ଚାକିରି ମିଳୁ ନାହି, କୋର୍ଟ କଚେରୀ ମାମଲାରେ ସଫଳତା ମିଳିଥାଏ ।

୬- ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ଦିନ କାଜୁ, କିସମିସ, ବାଦାମ, ନଡିଆ, ମଖନ ଆଦି ପଞ୍ଚାମୃତ ପ୍ରସାଦ ଚଢାଇବେ ତେବେ ହନୁମାନ ଜୀ ବହୁତ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କୁ ସିଦ୍ଧି ପ୍ରଦାନ କରିବା ସହ ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବା ସହ କମେଣ୍ଟରେ ଜୟ ବଜରଙ୍ଗିବାଲୀ ଲେଖିକି ନିଶ୍ଚୟ ଜଣାନ୍ତୁ ।