ବିଲେଇ ଘରେ ପିଲା ଜନ୍ମ କରିବା କ’ଣ ଦେଇଥାଏ ସଂକେତ ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ପଡିବେ – Vastu tips

ବନ୍ଧୁଗଣ ସଂସାରରେ ରହିଥିବା ପଶୁପକ୍ଷୀଙ୍କୁ ଆଦର ଯତ୍ନ କରିବା ଉଚିତ । କାରଣ ବହୁତ ଲୋକ ପଶୁପକ୍ଷୀଙ୍କ ପ୍ରତି ନିର୍ଦ୍ଧୟ ହୋଇଯାଇ ସେମାନଙ୍କ ଉପରେ ଅତ୍ୟାଚାର କରିଥାନ୍ତି । ହେଲେ ପଶୁପକ୍ଷୀଙ୍କର ମଧ୍ୟ ମନୁଷ୍ୟ ମାନଙ୍କ ଜୀବନରେ ମହତ୍ଵ ରହିଛି । ତେବେ ଏହି କଥା କହିବାର କାରଣ ହେଉଛି । ବହୁତ ଲୋକଙ୍କ ମନରେ ମନରେ ପ୍ରଶ୍ନ ରହିଥାଏ ? ଯେ ଘରେ ବିଲେଇ ଛୁଆ ଜନ୍ମ ଦେଲେ କ’ଣ ହୋଇଥାଏ ? ତେବେ ଘରେ ବିଲେଇ ଛୁଆ ଜନ୍ମ ଦେବାର ଅର୍ଥ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଯେଉଁ ଘରେ ବିଲେଇ ପ୍ରସବ କରିଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ମାନାଯାଇଥାଏ । ସେହି ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହେବା ସହ ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ମଧ୍ୟ ଆସିଥାଏ । ଯେଉଁ ଘରେ ବିଲେଇ ଛୁଆ ଜନ୍ମ କରିଥାଏ ସେହି ଘରକୁ ସୁଖ ଶାନ୍ତି ଖୁବ ଆସିଥାଏ । ହେଲେ ଶାସ୍ତ୍ର ଅନୁଯାୟୀ କହିବା ପାଇଁ ଗଲେ ବିଲେଇକୁ ଘରେ ପାଳିବା ଅଶୁଭ ବୋଲି କୁହାଯାଏ ।

ଯେଉଁ ଘରେ ବିଲେଇ କାନ୍ଦିଥାଏ ତାହା ବହୁତ ଅଶୁଭ ହୋଇଥାଏ । ତେଣୁ ଏହି କାରଣ ପାଇଁ ବିଲେଇକୁ ପାଳିବା ଶାସ୍ତ୍ର ଅନୁଯାୟୀ ଅଶୁଭ ବୋଲି କୁହାଯାଏ । ଯେଉଁ ଘରେ ବିଲେଇ କାନ୍ଦିଥାଏ ସେହି ଘରେ କାହାର ନା କାହାର ଅକାଳ ମୃତ୍ୟୁ ନିଶ୍ଚୟ ହୋଇଥାଏ । ହେଲେ ବିଲେଇ ଯଦି କାହା ଘରେ ଛୁଆ ଜନ୍ମ କରିଥାଏ । ତେବେ ତାହାକୁ କିନ୍ତୁ ଶୁଭ ବୋଲି ମାନାଯାଇଥାଏ । ବିଲେଇ ଘରେ ପାଳିବା ଯଦିଓ ଅଶୁଭ ନୁହେଁ।

ହେଲେ ଘର ପ୍ରତି ଆସୁଥିବା ବିପଦକୁ ବିଲେଇ ମାନେ ଆଗୁଆ ଜାଣିଦେଇଥାନ୍ତି । ତେଣୁ ସେମାନେ କିଛି ନା କିଛି ମାଧ୍ୟମରେ ତାହାକୁ ଜଣାଇବାକୁ ଚେଷ୍ଟା କରିଥାନ୍ତି । ତେଣୁ ଯଦି ଘରେ ବିଲେଇ ରଖି ପାଳୁଥାନ୍ତି । ତେବେ ଆପଣଙ୍କୁ ସତର୍କର ସହ ବିଲେଇ ଘରେ ପାଳିବାକୁ ପଡିବ ।

ହେଲେ ଶାସ୍ତ୍ରର ମାନ୍ୟତା ଅନୁସାରେ ଘରେ ବିଲେଇ ଛୁଆ ଦେବାକୁ ଶୁଭ ବୋଲି କୁହାଯାଇଥାଏ । ବିଲେଇ ଯେଉଁ ଘରେ ଛୁଆ ଜନ୍ମ କରିଥାନ୍ତି ସେହି ଘରୁ ଦୁଃଖ ହରଣ ହେବା ସହ ଧନ ସମ୍ପତ୍ତି ମଧ୍ୟ ଭରପୁର ପ୍ରାପ୍ତ ହୋଇଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଏବଂ ନୂଆ ନୂଆ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ