ସ୍ଵାମୀଙ୍କ ଉପରେ ସବୁବେଳେ ରାଗିକି ରହିଥାନ୍ତି ଏହି 2 ନାମର ମହିଳା !

ସ୍ଵାମୀଙ୍କ ଠାରେ ସବୁବେଳେ ଅସନ୍ତୁଷ୍ଠ ରହିଥାନ୍ତି ଏହି 2 ନାମର ଝିଅ ! ବନ୍ଧୁଗଣ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ହେଉଛି ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ । କାରଣ ଏହି ସମ୍ପର୍କକୁ ସ୍ଵର୍ଗରେ ଭଗବାନ ତିଆରି କରିଥାନ୍ତି । ଏହି ଧରା ପୃଷ୍ଠରେ ହିଁ ସେହି ଯୋଡିର ମିଳନ ହୋଇଥାଏ । ବିବାହ ପରି ପବିତ୍ର ବନ୍ଧନରେ ବାନ୍ଧି ହୋଇ ଦୁଇ ଅଜଣା ପୁରୁଷ ଏବଂ ନାରୀ ପରସ୍ପରର ଜୀବନସାଥି ବନିଯାଇଥାନ୍ତି ।

ତେବେ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କଳି ଝଗଡା ସମୟ ସମୟରେ ଲାଗିବା ଏହା ସ୍ଵାଭାବିକ କଥା ଅଟେ । ତେବେ ଏଠାରେ 2 ଜଣ ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ନାମର ମହିଳା ମାନେ ନିଜ ସ୍ଵାମୀ ଉପରେ ଅନେକ ସମୟରେ ଅସନ୍ତୁଷ୍ଠ ହୋଇକି ରହିଥାନ୍ତି ।

1- K ନାମର ଝିଅ ମାନେ ବହୁତ ସହନଶୀଳତା ସ୍ଵଭାବର ହୋଇଥାନ୍ତି । ଏମାନେ ଭିତରୁ ସେତିକି ଚାଲାକ ମଧ୍ୟ ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜ ପରିବାରକୁ ବେଶ ଅଧିକ ଭଲ ପାଇଥାନ୍ତି । ହେଲେ ଏହି ଝିଅ ମାନଙ୍କର ନାକ ଆଗରେ ରାଗ ରହିଥାଏ । ସ୍ଵାମୀଙ୍କର ଛୋଟ ଛୋଟ କଥାରେ ଏମାନେ ତାଙ୍କ ଉପରେ ରାଗିଯାଇଥାନ୍ତି । ଯେଉଁ କାରଣରୁ ଏହି ନାମର ଝିଅ ମାନଙ୍କର ତାଙ୍କ ସ୍ଵାମୀଙ୍କ ସହ ଅନେକ ସମୟରେ ଝଗଡା ହୋଇଥାଏ । ବହୁତ ସମୟରେ ଏମାନେ ପରସ୍ପର ଉପରେ ରାଗିକି ରହିଥାନ୍ତି ।

2- P ନାମର ଝିଅ ମାନେ ସ୍ଵଭାବରେ ଭଲ ହୋଇଥାନ୍ତି ସତ। ହେଲେ ସେମାନେ ନିଜ କଥା ଟିକେ ଅଧିକ ଭାବିଥାନ୍ତି । ସେମାନେ ନିଜ ସ୍ଵାମୀଙ୍କ ଠାରୁ ଅଧିକ ଭଲ ପାଇବା ଆଶାରେ ସବୁବେଳେ ରହିଥାନ୍ତି । ସେହି ତୁଳନାରେ ଯଦି ତାଙ୍କ ସ୍ଵାମୀଙ୍କ ତାଙ୍କ ପ୍ରତି ଭଲ ପାଇବା କମିଯାଇଥାଏ । ତେବେ ସେମାନେ ବହୁତ ଅଭିମାନ କରିଥାନ୍ତି । ଏପରିକି ତାଙ୍କ ସ୍ଵାମୀଙ୍କ ସହ ବହୁତ ସମୟରେ ଏହିଭଳି ଛୋଟ ଛୋଟ କଥାକୁ ନେଇ ଝଗଡା ମଧ୍ୟ କରିବାକୁ ଏହି ନାମର ଝିଅ ମାନେ ପଛାଇ ନଥାନ୍ତି ।

ଏହି ନାମର ଝିଅ ମାନେ ଯଦିଓ ଅଧିକ ସମୟ ପର୍ଯ୍ୟନ୍ତ କାହା ଉପରେ ରାଗିକି ରହିନଥାନ୍ତି। ହେଲେ ଯେତେବେଳେ ଏମାନଙ୍କ ମୁଣ୍ଡକୁ ରାଗ ଚଢିଯାଇଥାଏ । ଏମାନେ ସେତେବେଳେ କାହାର ହୋଇନଥାନ୍ତି ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ