ବନ୍ଧୁଗଣ ସପ୍ତାହର ପ୍ରତ୍ଯେକ ବାରର ଏକ ଅଲଗା ଅଲଗା ମହତ୍ଵ ରହିଥାଏ । ସେହିପରି ସପ୍ତାହ ମଧ୍ୟରେ ଗୁରୁବାର ଦିନଟିର ମଧ୍ୟ ଏକ ଖାସ୍ ମହତ୍ଵ ରହିଥାଏ । ଏହି ବାରକୁ ମାତା ଲକ୍ଷ୍ମୀଙ୍କର ବାର ବୋଲି ମଧ୍ୟ କୁହାଯାଇଥାଏ । ଅର୍ଥାତ ଏହି ଗୁରୁବାର ବା ବୃହଷ୍ପତ୍ତି ବାରକୁ ଧନର ବାର ବୋଲି ମଧ୍ୟ କୁଆହାଯାଇଥାଏ । ତେବେ ଏହି ବାରରେ କେଉଁ ସବୁ କାମ ବିଲକୁଲ ବି ଆପଣଙ୍କୁ କରିବା ଉଚିତ ହୋଇନଥାଏ ଚାଲାନ୍ତୁ ଏଠାରେ ଜାଣିବା ।
1- ମହିଳା ହେଉ ଅବା ପୁରୁଷ ଏହି ବାରକୁ ଚୁଟି କାଟିବା କି ସଫା କରିବା ଅନୁଚିତ । ବିଶେଷ କରି ମହିଳା ମାନେ ଏହି ବାରରେ ଚୁଟି ଆଦ୍ଵୋ ସଫା କରିବା ଉଚିତ ନୁହେଁ କି କାଟିବା ମଧ୍ୟ ଉଚିତ ନୁହେଁ । ନଚେତ ମହିଳା ମାନଙ୍କର ଗୁରୁ ଗ୍ରହର ଖରାପ ପ୍ରଭାବ ତାଙ୍କ ଉପରେ ପଡିଥାଏ । ଗୁରୁବାରକୁ ଏହି କାର୍ଯ୍ୟ କରୁଥିଲେ । ସ୍ଵାମୀର ଆୟୁଷ ମଧ୍ୟ କ୍ଷୀଣ ହେବାକୁ ଲାଗିଥାଏ ।
2- ଗୁରୁବାରକୁ ସେଭିଙ୍ଗ ହେବା କି ନଖ କାଟିବା ବର୍ଜିତ ହୋଇଥାଏ । ଏହି ବାରରେ ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ଗୁରୁ ଗ୍ରହ ଖରାପ ହୋଇଥାଏ । ଯାହା ଫଳରେ ଜୀବନରେ ଜୀବନରେ ଅଶୁଭ ପ୍ରଭାବ ରହିଥାଏ । ତାପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଜୀବନକୁ ଆସିଥାଏ । ତେଣୁ ଗୁରୁବାରକୁ ଏହି ସବୁ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖନ୍ତୁ ।
3- ଗୁରୁବାର ଦିନ ଘର ସଫା କରିବା, ଘରର ଲୁଗାପଟା ସବୁ ସେହି ଦିନକୁ ସଫା କରିବା କି ଘରକୁ ଗୁରୁବାରରେ ପୋଛା ମାରିବା ଏହି ସବୁ ଭୁଲ କାମ ଅଟେ । ଏହାଦ୍ବାରା ସେହି ଘରୁ ମା’ ଲକ୍ଷ୍ମୀ ଚାଲିଯାଇଥାନ୍ତି । ଯାହା ଫଳରେ ଘରର ଆର୍ଥିକ ଅବସ୍ଥା ବିଗିଡି ଯାଇଥାଏ ।
4- ଗୁରୁବାର ଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ । କାରଣ ଯେଉଁ ଘରର ଲୋକ ଏହି ବାରରେ ଆମିଷ ଖାଉଥିବେ । ସେହି ଘର ଉପରେ ମା’ ଅର୍ଣ୍ଣପୂର୍ଣ୍ଣାଙ୍କର କୋପ ଦ୍ରୁଷ୍ଟି ପଡିଥାଏ । ସେହି ଘରର ସଦସ୍ୟଙ୍କ ଉପରେ ମା’ ଅର୍ଣ୍ଣପୂର୍ଣ୍ଣା ସବୁବେଳ ପାଇଁ ରୁଷ୍ଠ ହୋଇ ରହିଥାନ୍ତି ।
5- ଗୁରୁବାର ଦିନ ଏକ ବିଶେଷ ଦିନ ହୋଇଥିବାରୁ ଏହି ବାରକୁ ମାତା ଲକ୍ଷ୍ମୀ ଓ ପ୍ରଭୁ ନାରାୟଣଙ୍କର ସେହି ବାରକୁ ବିଶେଷ ରୂପେ ପୂଜା ଅର୍ଚନା କରିବା ଉଚିତ । ଯାହା ଯୋଗୁ ପ୍ରଭୁ ଏବଂ ମାଆଙ୍କର ଆଶ୍ରୀବାଦ ସବୁବେଳେ ସେହି ଘର ଉପରେ ବନି ରହିଥାଏ । ଘରର ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।