ଘରକୁ ଚୁଚୁନ୍ଦ୍ରା ଆସୁଛନ୍ତି କି ! ଜାଣନ୍ତୁ ଏହି ଭୟଙ୍କର କଥା…Sadhu Vani

ଚୁଚୁନ୍ଦ୍ରା ନାମକ ଏକ ଜୀବକୁ ଆପଣ ମାନେ ନିଶ୍ଚୟ କେଉଁଠି ନା କେଉଁଠି ଦେଖିବାକୁ ପାଇଥିବେ । ଏହି ଚୁଚୁନ୍ଦ୍ରାକୁ ଅନେକ ପ୍ରାଣୀ ଭୟ କରିଥାନ୍ତି । ମୂଷା ଏବଂ ସାପକୁ ଏହି ଚୁଚୁନ୍ଦ୍ରା ଦେଖିଲେ ତାକୁ ମାରିଦେଇଥାଏ । ତେଣୁ ଚୁଚୁନ୍ଦ୍ରା ରହୁଥିବା ସ୍ଥାନରେ ସାପ ଅନ୍ୟ ଭୟଙ୍କର ଜୀବ ମଧ୍ୟ ରହିବାକୁ ପସନ୍ଦ କରନ୍ତି ନାହିଁ । ଚୁଚୁନ୍ଦ୍ରାର ଲାଲରେ ଏକ ପ୍ରକାର ବିଷାକ୍ତ ବିଶ ମଧ୍ୟ ରହିଥାଏ । ଯେଉଁ କାରଣରୁ ଅନ୍ୟ ପ୍ରାଣୀ ମାନେ ଏହାକୁ ଖାଇନଥାନ୍ତି । ତେଣୁ ଏହା ଏକ ଭୟଙ୍କର ପ୍ରାଣୀ ଅଟେ ।

ଚୁଚୁନ୍ଦ୍ରାର ଆୟୁଷ କାଳ ହେଉଛି 10 ରୁ 20 ବର୍ଷ । ଅନେକ ସମୟରେ ଏହି ଚୁଚୁନ୍ଦ୍ରା ଘର ମଧ୍ୟକୁ ମଧ୍ୟ ପ୍ରବେଶ କରିଯାଇଥାଏ । ତେବେ ଯଦି ବାରମ୍ବାର କାହା ଘରକୁ ଚୁଚୁନ୍ଦ୍ରା ଯିବା ଆସିବା କରୁଥାଏ । ବା କାହା ଘରେ ଯଦି ଚୁଚୁନ୍ଦ୍ରା ରହୁଥାଏ । ତେବେ ଘରେ ଚୁଚୁନ୍ଦ୍ରା ଦେଖାଯିବାର ଅର୍ଥ କଣ ଚାଲନ୍ତୁ ଏଠାରେ ଜାଣିବା ।

ମାନ୍ୟତା ଅନୁଯାଇ ଯେଉଁ ଘରେ ଚୁଚୁନ୍ଦ୍ରା ରହିଥାଏ । ସେହି ମାତା ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି ବୋଲି କୁହାଯାଇଥାଏ । ହେଲେ ଚୁଚୁନ୍ଦ୍ରା କେବଳ ପଶୁପକ୍ଷୀଙ୍କ ପାଇଁ ନୁହେଁ । ବଂର ମନୁଷ୍ୟ ମାନଙ୍କ ପାଇଁ ମଧ୍ୟ ଚୁଚୁନ୍ଦ୍ରା ବହୁତ ଭୟଙ୍କର ଜୀବ ହୋଇଥାଏ । ତେଣୁ ଯେଉଁ ଘରେ ଚୁଚୁନ୍ଦ୍ରା ରହୁଥିବ । ସେହି ଘରର ଲୋକ ତାହା ପ୍ରତି ବିଶେଷ ସତର୍କ ହୋଇ ରହିବା ଉଚିତ ।

ଖାସ୍ କରି ଘରର ଖାଦ୍ୟ ଯେପରି ଚୁଚୁନ୍ଦ୍ରା ଦ୍ଵାରା ସଂକ୍ରମିତ ନହୁଏ । ସେହି କଥା ଉପରେ ମଧ୍ୟ ଘରର ଲୋକଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ । ଚୁଚୁନ୍ଦ୍ରା ଯେପରି ଘରର କୌଣସି ସଦସ୍ୟଙ୍କୁ କାମୁଡିବ ନାହିଁ ସେହି କଥା ଉପରେ ନଜର ରଖିବା ଉଚିତ । କାରଣ ଚୁଚୁନ୍ଦ୍ରା କାମୁଡିବା ଦ୍ଵାରା ହାଇଡ୍ରୋଫୋବିଆ ନାମକ ଏକ ପ୍ରକାର ରୋଗ ହୋଇଥାଏ ।

ତେଣୁ ଚୁଚୁନ୍ଦ୍ରା ଠାରୁ ଦୂରରେ ରହିବା ବ୍ୟକ୍ତି ପାଇଁ ବହୁତ ଭଲ ହୋଇଥାଏ । ହେଲେ ଏହି ଚୁଚୁନ୍ଦ୍ରା ଭଳି ଜୀବ ସହ ମାତା ଲକ୍ଷ୍ମୀଙ୍କର ସମ୍ପର୍କ ରହିଥାଏ । ଘରକୁ ଚୁଚୁନ୍ଦ୍ରା ଆସିବାର ମାନେ ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହେଲା ବୋଲି ଜାଣି ରଖନ୍ତୁ ।

ଯଦି କୌଣସି ବ୍ୟକ୍ତି ଚାରିପଟେ ଚୁଚୁନ୍ଦ୍ରା ଥରେ ବୁଲି ଆସେ । ତେବେ ସେହି ବ୍ୟକ୍ତିର ଭାଗ୍ୟ ଖୋଲିଯାଇଥାଏ । ଯଦି ଦୀପାବଳି ରାତିରେ ଘର ପାଖରେ ଚୁଚୁନ୍ଦ୍ରା ଦେଖନ୍ତି । ତେବେ ଏହା ମଧ୍ୟ ବହୁତ ବଡ ଶୁଭ ସଂକେତ ଅଟେ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ନିଶ୍ଚୟ ଶେୟାର କରନ୍ତୁ ।