ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟକର ଘଟଣା, ଅଯୋଧ୍ୟା ମନ୍ଦିର ଚାରିପଟେ ଘୁରି ବୁଲିଲେ ଶହ ଶହ ଗିଧ ପକ୍ଷୀ…

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦେଖାଗଲା ଆଶ୍ଚର୍ଯ୍ୟକର ଘଟଣା । ଅଯୋଧ୍ୟାରେ ଦେଖାଗଲେ ମାଳ ମାଳ ବିଲୁପ୍ତ ଗିଧ ପକ୍ଷୀ । ଗିଧ ପକ୍ଷୀ କୁ ଦେଖି ଆରମ୍ଭ ହେଲା ପୂଜାପାଠ । ଲୋକେ କହିଲେ ଶ୍ରୀରାମଙ୍କୁ ଦେଖା କରିବାକୁ ଆସିଛନ୍ତି ଜଟାୟୁ । ହଁ ଦର୍ଶକ ବନ୍ଧୁ ରାମ ମନ୍ଦିରର ଉଦଘାଟନର ସମୟ ପାଖେଇ ଆସୁଛି । ଜୋରସୋର ରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ସେଦିନ ସାରା ଦେୟା ଦୀପାବଳି ପାଳିବ କାରଣ ସେଦିନ ଅଯୋଧ୍ୟାକୁ ପ୍ରଭୁ ଶ୍ରୀରାମ ଆସିବେ ।

ପୁରା ଭାରତ ବର୍ଷ ପାଇଁ ଜାନୁଆରୀ 22 ତାରିଖ ରହିବ ପବିତ୍ର ଦିନ । ଏହାକୁ ନେଇ ଅନେକ କଳ୍ପନା ହେଉଥିବା ବେଳେ ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ଅନେକ ଚମତ୍କାର ଘଟଣା ଦେଖିବାକୁ ମିଳିଛି । ଆଉ ଏକ ଚମତ୍କାର ଘଟଣା ଏବେ ଦେଖିବାକୁ ମିଳିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ବର୍ଷ ବାର ଧରି ଯେଉଁ ଗିଧ ପକ୍ଷୀ ଦେଖିବାକୁ ମିଳୁ ନ ଥିଲା ବିଲୁପ୍ତ ପ୍ରାୟ ହୋଇ ପଡିଥିଲା ।

ଏହି ପକ୍ଷୀକୁ କେବଳ ମ୍ୟୁଜିୟମରେ ଦେଖିବାକୁ ମିଳୁଥିବା ବେଳେ ଅଚାନକ ସହ ସହ ଗିଧ ପକ୍ଷୀ ଅଯୋଧ୍ୟାରେ ଆସି ପହଞ୍ଚିଛନ୍ତି । ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇ ପଡିଛନ୍ତି । ଆଉ ଲୋକେ କହୁଛନ୍ତି ଏହା କେମିତି ସମ୍ଭବ ? ଏତେ ସନ୍ଧ୍ୟାରେ ଗିଧ ପକ୍ଷୀ କେଉଁଠୁ ଆସିଲେ ? ଗତ କିଛି ଦିନ ଅଯୋଧ୍ୟାର ରାମ ମନ୍ଦିର କୁ ନେଇ ଆଲୋଚନା ଚାଲିଛି । 2024 ଜାନୁଆରୀ 22 ତାରିଖରେ ପ୍ରଭୁ ଶ୍ରୀରାମ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ।

ଯାହା କି ଏ ବର୍ଷର ସବୁଠାରୁ ବଡ ଘଟଣା ହେବାକୁ ଯାଉଛି । ଏହି ଦିନ ଅଯୋଧ୍ୟାରେ ସାଧାରଣ ଲୋକଙ୍କ ପ୍ରବେଶରେ ପ୍ରତିବନ୍ଧକ ଲଗା ଯାଇଛି । ଆଉ ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓ ରେ ସହ ସହ ସଂଖ୍ଯାର ଗିଧ ପକ୍ଷୀ ଅଯୋଧ୍ୟାରେ ଆସ ପହଞ୍ଚି ଥିବାର ଦେଖିବାକୁ ମିଳିଛି । କେହି କେହି ଗିଧ ପକ୍ଷୀ କୁ ଜଟାୟୁ କହି ପୂଜା କରୁଛନ୍ତି । ଆଉ କହୁଛନ୍ତି ପ୍ରଭୁ ରାମଙ୍କ ମନ୍ଦିର ପ୍ରତିଷ୍ଠା ଦେଖିବାକୁ ଆସିଛନ୍ତି ସାକ୍ଷାତ ଜଟାୟୁ ।

ଏହାର କାରଣ ହେଉଛି ଏଠାକୁ ଆସିଥିବା ସହ ସହ ସଂଖ୍ଯାର ଗିଧ ପକ୍ଷୀ । ଯେଉଁ ଗିଧା ପକ୍ଷୀ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁ ନ ଥିଲେ । ଏହି ପ୍ରଜାତିର ପକ୍ଷୀ ଯେମିତି ବିଲୁପ୍ତ ହୋଇ ଯାଇଥିଲେ । ହଠାତ ଅଜୋଧ୍ୟା ଭିତରକୁ ଏତେ ସଂଖ୍ଯାରେ ଗିଧ ପକ୍ଷୀ ପ୍ରବେଶ କରିବାକୁ ନେଇ ସମସ୍ତଙ୍କ ମନରେ ଆଶା ଦେଖା ଯାଇଛି । ଆଉ ଏହି ସବୁ ଘଟଣା ପ୍ରଭୁ ରାମ ଙ୍କ ମନ୍ଦିର ର ପ୍ରତିଷ୍ଠା ହେବ ପୂର୍ବରୁ ଦେଖା ଯାଇଛି ।

ଏହି ଘଟଣା କେତେ ଦୂର ସତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଲୋକେ କହୁଛନ୍ତି ଏ ସବୁ ଲୀଳା ପ୍ରଭୁ ରାମଙ୍କର । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।