ପ୍ରଥମ ଥର ପାଇଁ ଗର୍ଭବତୀ ଗାଈ ମଣିଷ ଛୁଆ ଜନ୍ମ କରିଲା ।

ମଣିଷ ଛୁଆ କୁ ଜନ୍ମ ଦେଇଛି ଗର୍ଭବତୀ ଗାଈ । ପୂର୍ବ ରୁ ଗାଈ ଟି ଗର୍ଭବତୀ ଥିବା ବେଳେ ଗତ କାଲି ମାଲିକ ଗୁହାଳ କୁ ଯାଇଥିଲା । ଆଉ ଦେଖିଲା ବେଳକୁ ଗାଇଓ ଟି ସେତେବେଳେ ଛୁଆ ଜନ୍ମ କରୁଥିଲା । ହଁ ଦର୍ଶକ ବନ୍ଧୁ ସେ ଛୁଆ ବାଛୁରୀ ନ ଥିଲା । ସେ ଥିଲା ମଣିଷ ଛୁଆ । ଯାହା ଗାଈ ଜନ୍ମ ଦେଇଛି । ଯାହାକୁ ଦେଖି ଗାଈ ମାଲିକ ମଧ୍ୟ ଭୟରେ ଦଉଡି ପଳାଇ ଥିଲେ । ଗତ କାଲି ସକଳ 5ଟା ସମୟରେ ବାଛୁରୀ ଛୁଆ ଟି ଜନ୍ମ ନେଇଛି ।

ଯିଏ କି ଅବିକଳ ଦେଖା ଯାଉଛି ଗୋଟେ ମଣିଷ ଛୁଆ ଭଳି । ଆଉ ଯିଏ ଏହି ବାଛୁରୀ କୁ ଦେଖୁଛି ସେ ସ୍ତବ୍ଧ ହୋଇ ଯାଇଛି । କାରଣ ବାଛୁରୀ ଛୁଆ ର ନାକ ନାହି ଆଉ ଦୁଇଟି ଆଖି ତଳକୁ ଚାଲି ଆସିଛି । ଓ ତାର ପାଟି ଉପରକୁ ଉଠି ଯାଇଛି । ଏହି ବାଛୁରୀ କୁ ଏବେ ଦେଖିବା ପାଇଁ ଲୋକେ ରୁଣ୍ଡ ହେଉଛନ୍ତି । ଗତ କାଲି ସକାଳେ ଯେବେ ଗାଈ ମାଲିକ ଗୁହାଳ କୁ ଯାଇ ଦେଖିଥିଲା ସେତେବେଳେ ଗାଈ ଟି ଛୁଆ ଜନ୍ମ କରିବାର ଦେଖିଥିଲା ।

କିନ୍ତୁ ଗାଈ କୁ ସେତେବେଳେ କଷ୍ଟ ହେଉଥିଲା । ଆଉ ଏହା ପରେ ଗାଈ ମାଲିକ ଡାକ୍ତର ଙ୍କୁ ସବୁ ଘଟଣା କହିଥିଲେ । ଯେବେ ଡାକ୍ତର ଆସି ଦେଖିଥିଲେ ଗାଈ ଟି ବାଛୁରୀ କୁ ଜନ୍ମ ଦେଇପାରୁ ନ ଥିଲା । ଏହା ପରେ ଡାକ୍ତର ଇଂଜେକସନ ଦେଇ ଗାଈ କୁ ଛୁଆ ଜନ୍ମ କରାଇଥିଲେ । କିନ୍ତୁ ଯେବେ ବାଛୁରୀ ଜନ୍ମ ହେଲା ସେତେବେଳେ ଗୁହାଳ ଭିତରେ ଏମିତି ଏକ ବାଛୁରି ଛୁଆ ଜନ୍ମ ନେଇଥିଲା ।

ଯାହା ପରେ ସାରା ଗାଁ ରେ ଚହଲା ଦେଖାଗଲା । ବାଛୁରୀ ଛୁଆ ଟି ମଣିଷ ଛୁଆ ନ ହେଲେ ବି ଅବିକଳ ଦେଖା ଯାଉଛି ମଣିଷ ଛୁଆ ଭଳି । ଆଉ ଏମିତି ବାଛୁରୀ ଦେଖି ଗାଈ ମାଲିକ ମଧ୍ୟ ଡଋ ଯାଇଥିଲେ । ଏଭଳି ଘଟଣା ଘଟି ଯାଇଛି ଖଲିକୋଡ ବ୍ଲକ ବିଏନପୁର ପଞ୍ଚାୟତ ସାନ ମାଧବପୁର ଗାଁ ର ମିଟୁ ମହାପାତ୍ର ଙ୍କ ଘରେ ଥିବା ଗାଈ ଏମିତି ଅଦଭୁତ ବାଛୁରୀ ଛୁଆ କୁ ଜନ୍ମ ଦେଇଛି ।

ଯାହାର ମୁହଁ ଭୟଙ୍କର ଦେଖା ଯାଉଛି । ଚେହେରା ଟି ମଣିଷ ଆକୃତି ହୋଇଥିବା ବେଳେ ବାଛୁରୀ ଟି ଭୟଙ୍କର ଦେଖା ଯାଉଛି । ଏହି ବାଛୁରୀ ଛୁଆ କୁ ଦେଖିବା ପାଇଁ ମିଟୁ ମହାପାତ୍ର ଙ୍କ ଘରେ ଭିଡ ଜମି ରହିଛି । ଅନ୍ୟ ପଟେ ବାଛୁରୀ ଛୁଆ ର ନାକ ନ ଥିବାରୁ ସେ ପାଟି ବାଟେ ନିଶ୍ଵାସ ନେଉଛି । ଡାକ୍ତର କହିଛନ୍ତି ବାଛୁରୀ ଟି ସଂପୂର୍ଣ୍ଣ ସୁସ୍ଥ ଅଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର,କମେଣ୍ଟ କରନ୍ତୁ, ଧନ୍ୟବାଦ ।