କଥା କହିଲା ମୂଷା ଏବେ କାନ୍ଦୁଛନ୍ତି ଯୁବତୀ ! ଯୁବତୀଙ୍କୁ ବୁଝାଇଲେ ସେବାୟତ, ଆଉ କହିଲେ..

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ମୂଷା ଦୁଇଟି କଥା କହିବା ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ଜଣେ ଯୁବତୀ ନିଜର ଦୁଇ ମୂଷା ଙ୍କୁ ଧରି ପୁରୀ ଶ୍ରୀକ୍ଷେତ୍ର ଦର୍ଶନ କରିବାକୁ ଆସିଥିଲେ । ଆଉ ସେହି ସମୟରେ ମୂଷା ଦୁଇଟି ମଧ୍ୟ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ ଓ ଜୟ ଜଗନ୍ନାଥ କହିଥିଲେ । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଯୁବତୀ ଙ୍କର ଏହି ଦୁଇଟି ମୂଷା ପାଇଁ ତାଙ୍କୁ ଭାଇରାଲ କରାଗଲା ଆଉ ଏବେ ଯୁବତୀ ଙ୍କୁ ଟ୍ରୋଲ ମଧ୍ୟ କରା ଯାଉଛି ।

ଯାହାକୁ ସହିପାରୁ ନାହାନ୍ତି ପୁରୀ ମନ୍ଦିରର ସେବାୟତ ମାନେ । ଏ ହେଉଛନ୍ତି ସେହି ସେବାୟତ ଯିଏ କି ପାଖରେ ଛିଡା ହୋଇ ସେଦିନ ନିଜ ଆଖି ରେ ଦେଖିଥିଲେ ଦୁଇଟି ମୂଷା କୁ । ମୂଷା ମାନେ କିଭଳି ପ୍ରଶ୍ନର ଉତ୍ତର ଦେଉଥିଲେ ଯାହାକୁ ଦେଖି ସେବାୟତ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ସେବାୟତ କହିଛନ୍ତି ଯୁବତୀ ଜଣକ ଭକ୍ତ ହୋଇ ଜଗା ଦର୍ଶନ କରିବାକୁ ଆସିଥିଲେ । ଆଉ ସେ ଭାଇରାଲ ହେବାକୁ ଚାହିଁ ନ ଥିଲେ ।

କିନ୍ତୁ କିଛି ୟୂଟ୍ଯୁବର ନିଜେ ଭାଇରାଲ ହେବା କହି ଯୁବତୀଙ୍କୁ ବଦନାମ କରୁଛନ୍ତି । ଯାହା କି ମହାପ୍ରଭୁ ଜଗନ୍ନାଥ କେବେ ବି ସହିବେ ନାହିଁ । ନିଶ୍ଚୟ ସେମାନଙ୍କୁ ତାଙ୍କ କର୍ମର ଫଳ ମିଳିବ । ଏମିତି କି ସେବାୟତ ଜଣକ ଆଗକୁ କହିଛନ୍ତି ମୂଷା ଟି କେବେ ବି ମଣିଷ ପରି କଥା କହିବ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ କର କଥା ହେଉଛି ମୂଷା ଦୁଇଟି ଯୁବତୀଙ୍କର ସବୁ ପ୍ରଶ୍ନ ର ଉତ୍ତର ଠିକ ଠିକ ଦେଉଥିଲେ । ଯାହା କି ସମସ୍ତଙ୍କୁ ଆଚମ୍ବିତ କରିଥିଲା ।

ଓ ଦୁଇ ମୂଷା ଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ଜନକ ତାଳମେଳ ଦେଖିବାକୁ ମିଳିଥିଲା । ଏହା ଏକ ଭିନ୍ନ ଦ୍ରୁଶ୍ଯ ଥିଲା । ଯାହା ସାଧାରଣ ମୂଷା ଙ୍କ ଠାରେ ଏଭଳି କିଛି ଦେଖିବାକୁ ମିଳି ନ ଥାଏ । ସେହି ଭିଡିଓ ଟି ଭାଇରାଲ ହେବାରେ ବେଶ ଖୁସି ପ୍ରକାଶ କରିଥିଲେ ସମସ୍ତେ । କିନ୍ତୁ ଏବେ କିଛି ଯୂଟ୍ଯୂବର ମାନେ ଟ୍ରୋଲ କରିବା ପରେ ଯୁବତୀ ଙ୍କୁ ଆଘାତ ଲାଗିଛି ।

ଆଉ ଯାହା ଜାଣିବା ପରେ ସେବାୟତ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଆଉ ସେ ଝିଅକୁ ବଦନାମ କର ନାହିଁ । ଏଟା ଗୋଟେ ଗର୍ବ ର କଥା କି ତୁମେ ମୂଷା କୁ ଶିଖାଇଛ ଜୟା ଜଗନ୍ନାଥ କହିବା ପାଇଁ । ତୁମର କାନ୍ଦିବାର ଆବଶ୍ୟକତା ନାହିଁ । ମୁଁ ଏତିକି ପ୍ରାର୍ଥନା କରିବି ତୁମେ ଆହୁରି ମୂଷା ରଖ । ମହାପ୍ରଭୁ ଙ୍କ ନାମ କୀର୍ତ୍ତନ କରାଅ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।