ଦିଲ୍ଲୀ କ୍ୟାପିଟାଲ୍ସ କୁ ମିଳିଗଲା ନୂଆ ଧୋନି ..କୋଟି କୋଟି ଟଙ୍କା ଦେଇ ଦ୍ଵିତୀୟ ଧୋନିଙ୍କୁ କିଣିଲେ ଗାଙ୍ଗୁଲି MS Dhoni

ସୌରଭ ଗାଙ୍ଗୁଲି ଙ୍କୁ ମିଳିଲେ ଦ୍ଵିତୀୟ ଧୋନୀ । କୋଟି କୋଟି ଟଙ୍କା ଦେଇ ଦ୍ଵିତୀୟ ଧୋନୀଙ୍କୁ କିଣି ଆଣିଲେ । ଯେତେ ଟଙ୍କା ହେଲେ ବି କିଣିବେ ବୋଲି ବାପାଙ୍କ ଦେଇଥିଲେ ପ୍ରତିସ୍ରୁତି । ହଁ ଦର୍ଶକ ବନ୍ଧୁ ଏମ ଏସ ଧୋନୀ ଝାଡଖଣ୍ଡର ଆଉ ଏ ନୂଆ ଖେଳାଳି ମଧ୍ୟ ଝାଡଖଣ୍ଡର । ଧୋନୀ ବଡ ବଡ ଛକା ମାରିବାରେ ମାହିର ଏ ଖେଳାଳୀ ମଧ୍ୟ ବଡ ବଡ ଛକା ଲଗାଇବାରେ ମାହିର ଅଟନ୍ତି । ସେଥିପାଇଁ ଏହି ଖେଳାଳିଙ୍କୁ କୁହାଯାଉଛି ଦ୍ଵିତୀୟ ଧୋନୀ ।

ଯେତେ ଟଙ୍କା ହେଉ ବି ମୁଁ ତୁମ ପୁଅକୁ କିଣିବି । ସେ ମୋ ଅଧିନାକତ୍ବରେ ଖେଳିବ । ସେ ହେଉଛନ୍ତି ଦ୍ଵିତୀୟ ଧୋନୀ । ଦେଶ ତାକୁ ପାଇ ବହୁତ ଗର୍ବିତ ଏମିତି କହି ନିଜ ଦଳକୁ କିଣି ଆଣିଲେ ସୌରଭ ଗାଙ୍ଗୁଲି । ତାଙ୍କୁ କେହି ବି ପୂର୍ବରୁ ଜାଣି ନ ଥିଲେ କି ଚିହ୍ନି ନ ଥିଲେ । କିନ୍ତୁ ଗୋଟେ ରାତିରେ ପୁରା ଦେଶ ତାଙ୍କୁ ଜାଣି ଦେଲା । ଆଇପିଏଲ ରେ ଅପସନରେ ପ୍ରଥମ ଥର ପାଇଁ ଆସିଥିବା ବେଳେ 19 ବର୍ଷୀୟ ତାରକା 7 କୋଟିରୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି ।

ଆଉ ଦ୍ଵିତୀୟ ଧୋନୀଙ୍କୁ କିଣିଛନ୍ତି ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ହେଉଛନ୍ତି ଝାଡଖଣ୍ଡର କିପର ବ୍ୟାଟର କୁମାର କୁଶାଗ୍ରା । ଧୋନୀଙ୍କ ଭଳି କୁମାର ଙ୍କର କ୍ରିକେଟ ପ୍ରତି ସମ୍ମାନ ଆଗ୍ରହ ରହିଛି । ପୁରା ବିଶ୍ଵ 2024 ଆଇପିଏଲରେ ଦେଖିବ ଦ୍ଵିତୀୟ ଧୋନୀ ଙ୍କ କମାଲ । କୁମାରଙ୍କର କ୍ରିକେଟ କ୍ଯାରିୟର ବିଷୟରେ କହିଲେ ସେ ଶେଷ 10 ମାସରେ ୱ୍ହାଇଟ ବଲ କ୍ରିକେଟରେ କାମାଲ କରି ଆସୁଛନ୍ତି ।

2022 ରୁ 2023 ରେ ବିଜୟ ହାଜରରେ ଟ୍ରଫି ଓ ଦେଓଧର ଟ୍ରଫି ରେ ବିସ୍ଫୋରକ ବ୍ଯାଟିଙ୍ଗ ର ପ୍ରଦର୍ଶନ କରିଛନ୍ତି କୁମାର । ବିଜୟ ହାଜର ଟ୍ରଫିରେ କୁମାର ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି । 2021 ରୁ 2022 ରଣଜୀ ଟ୍ରଫିରେ ମଧ୍ୟ 449 ରନ ର ଦମଦାର ପାଳି ଖେଳିଥିଲେ । ନାଗାଲାଣ୍ଡ ସହ ପ୍ରି କ୍ଵାଟର ଫାଇନାଲ ରେ 266 ରନ କରିଥିଲେ 36ଟି ଚୌକା ଓ 2ଟି ଛକା ମାରି । ତେବେ କୁମାର କେବଳ ବ୍ୟାଟିଂ ରେ ନୁହେଁ କିପିଙ୍ଗ ରେ ମଧ୍ୟ ତାଙ୍କର ଭଲ ପ୍ରଦର୍ଶନ କରିଛନ୍ତି ।

ଏଣୁ ଗାଙ୍ଗୁଲି କୁଶାଗ୍ରା ଙ୍କୁ ହରାଇବାକୁ ଚାହୁଁ ନ ଥିଲେ । ଗାଙ୍ଗୁଲି କୁଶାଗ୍ରା ଙ୍କ ବାପାଙ୍କୁ କହିଥିଲେ କି ତୁମ ପୁଅକୁ 10 କୋଟି ହେଲେ ବି ମୁଁ କିଣିବ । ଏବେ ଗୁଜୁରାଟ ଟାଇଟନ୍ସ ସହ ମିଟିଙ୍ଗ ରେ ଲଢେଇ କରି 7.20 କୋଟି ରେ କିଣିଛନ୍ତି କୁମାର ଙ୍କୁ ଗାଙ୍ଗୁଲି । ସେ ଏବେ ଦିଲ୍ଲୀ କ୍ୟାପିଟାଲ ରେ ରହି ଖେଳ ପ୍ରଦର୍ଶନ କରିବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।