ଚେନ୍ନାଇ ଦଳକୁ ମିଳିଲା ନୂଆ ସୁରେଶ ରାଇନା ! ପ୍ରବଳ ଛକା ମାରୁଥିବା ଏହି ଖେଳାଳିଙ୍କ ପାଇଁ ପ୍ରବଳ ଟଙ୍କା ଦେଲେ IPL

ଏହି ବିସ୍ଫୋରକ ଖେଳାଳିଙ୍କ ପାଇଁ ଟଙ୍କା ଉଡାଇଲା ଚେନ୍ନାଇ । ଧୋନୀ କହିଲେ ଏହି ଖେଳାଳି ବିନା ଖେଳିବ ନାହିଁ ଚେନ୍ନାଇ । ବଡ ବଡ ଚକା ମାରିବାରେ ମାହିର ଏହି ଖେଳାଳି । ହଁ ଦର୍ଶକ ବନ୍ଧୁ ବଡ ବା ଖେଳାଳିଙ୍କୁ ପଛରେ ପକାଇ ଧୋନୀ କହିଲେ ମୋ ଦଳରେ ଏହି ଖେଳାଳୀ ଦରକାର । ଯେତେ ଟଙ୍କା ହେଉ ପଛେ ଚେନ୍ନାଇ ଦଳକୁ ଏହି ଖେଳାଳୀକୁ କିଣି ଆଣ । ଧୋନୀଙ୍କ କଥା ମାନି କୋଟି କୋଟି ଟଙ୍କା ଦେଇ ଏହି ଖେଳାଳିଙ୍କୁ କିଣିଲା ଚେନ୍ନାଇ ।

ପୂର୍ବରୁ କେବେ ଆଇପିଏଲ ଖେଳି ନ ଥିଲେ । ପ୍ରଥମ ଥରରେ ଖେଳି ରେକର୍ଡ କରିଲେ । ରଣଜୀ ଖେଳି ନାହାନ୍ତି କି ଅଣ୍ଡର-19 ୱାର୍ଲ୍ଡ କପରେ ଖେଳି ନାହାନ୍ତି ଏହି ଭାରତୀୟ ଖେଳାଳି । ଏହି ଖେଳାଳି ହେଉଛନ୍ତି ସମୀର ଋଜ୍ଵୀ ଚେନ୍ନାଇ କିଣିଛି 8 କୋଟି 40 ଲକ୍ଷ ଟଙ୍କାରେ । ଯିଏ ଚକା ଚୌକା ମାରିବାରେ ମାହିର । ଆଉ ଏବେ ଚେନ୍ନାଇରେ ରହି କମାଲ କରିବେ ସମୀର । ଧୋନୀଙ୍କ ତତ୍ତ୍ବାବଧାନରେ ରେକର୍ଡ କରିଲେ ସମୀର ।

ଚେନ୍ନାଇର ବ୍ୟାଟର ସୁରେଶ ରାଇନା ଦଳରେ ନ ଥିବାରୁ ସମୀର ଙ୍କୁ ଚାହିଁଛି ଦଳ । ସମୀର ହେଉଛନ୍ତି ଉତ୍ତର ପ୍ରଦେଶ ର ଯିଏ 2023 ଆଇପିଏଲ ଅପସନ କୁ ଆସିଥିଲେ । କିନ୍ତୁ ତାଙ୍କୁ କେହି ବି କିଣି ନ ଥିଲେ । ଯେବେ ଉତ୍ତର ପ୍ରେସ ପିନିୟର ଲିକ ରେ ଭଲ ପ୍ରଦର୍ଶନ କରିଥିଲେ ସେତେବେଳେ ତାଙ୍କ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ହୋଇଥିଲା । ସବୁଠାରୁ ଜଲ୍ଦି ଶତକ ମାରିବାରେ ସମୀର ରେକର୍ଡ କରିଥିଲେ ।

ଟି-20 ରେ ତାଙ୍କର ଷ୍ଟ୍ରାଇକ ରେଟ ରହିଛି 34.70 । ସେ ଉତ୍ତର ପ୍ରଦେଶର ପ୍ରିମିୟର ଲିକ ରେ 9ଟି ମ୍ଯାଚ ଖେଳି କରିଥିଲେ 495 ରଣ । ଯେଉଁଥିରେ ରହିଛି ତାଙ୍କର 2ଟି ଶତକ । ଏହି 20 ବର୍ଷୀୟ ସମୀରା ବଡ ବଡ ହିଟ ମାରିବାରେ ପୁରା ମାହିର ଅଟନ୍ତି । ଆଗକୁ ଟି-20 ବିଶ୍ଵକପ ଖେଳାଯିବ । ଯଦି ସମୀର ଧୋନୀ ଙ୍କ ଅଧିନାୟକତ୍ଵ ରେ ଭଲ ଖେଳ ପ୍ରଦର୍ଶନ କରନ୍ତି ତେବେ ବିଶ୍ଵକପ ଖେଳିବାରେ ତାଙ୍କୁ ସୁଯୋଗ ମିଳିପାରେ ।

କୋଲକାତା ଓ ସନ ରାଇଜର୍ସ ଦଳ ଭଳି ବଡ ବଡ ଦଳ ଫରେନ ଖେଳାଳିଙ୍କୁ ଅଧିକ ଟଙ୍କା ଦେଇ କିଣୁଥିବା ବେଳେ ଧୋନୀ ଦେଶୀ ଖେଳାଳି ଙ୍କ ଉପରେ ଭରସା କରିଛନ୍ତି । ତେବେ ସମୀର ଭଲ ଖେଳ ପ୍ରଦର୍ଶନ କରିଥିଲେ ଅଣ୍ଡର 23 ଡେଟ ଏ ଟୁର୍ଣ୍ଣା ମେଣ୍ଟ ରେ । ଏହି ଟୁର୍ଣ୍ଣା ମେଣ୍ଟ ରେ ସେ 2ଟି ଅର୍ଦ୍ଧ ଶତକ, 2ଟି ଶତକ ଓ ଫାଇନାଲ ମ୍ଯାଚରେ 50 ବଲ ରେ 84 ରନ କରି ଦଳକୁ ଜିତାଇବାରେ ସାହାର୍ଯ୍ୟ କରିଥିଲେ । ବନ୍ଧୁଗଣ ଆଗକୁ ଏଭଳି ଖବର ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।