ଆଗାମୀ 15 ଦିନ ପର୍ଯ୍ୟନ୍ତ ଆପଣଙ୍କ ଜୀବନ କିପରି ରହିବାକୁ ଯାଉଛି… Tarot card reading.

ଆସନ୍ତା 15 ଦିନ ଆପଣଙ୍କ ପାଇଁ କିପରି ରହିବ ? ଯଦି ଆପଣ ବି ଆପଣଙ୍କର ଆଗାମୀ ସମୟ କିଭଳି ରହିବାକୁ ଯାଉଛି ଜାଣିବାକୁ ଇଚ୍ଛୁକ ରହିଛନ୍ତି । ତେବେ ଆପଣ 1 ଓ 2 ମଧ୍ୟରୁ କୌଣସି ଗୋଟିଏ ନମ୍ବରକୁ ନିଜ ହୃଦୟରୁ ନିଜ ପାଇଁ ବାଛିନିଅନ୍ତୁ । ଦେଖିବା ଆସନ୍ତା 15 ଦିନ ପାଇଁ ଯୁନିଭର୍ସ ତରଫରୁ ଆପଣଙ୍କ ପାଇଁ କି ପ୍ରକାର ସୂଚନା ରହିଛି ? ଆପଣଙ୍କୁ ଏହି ସମୟରେ କେଉଁ ପ୍ରକାର ଖବର ମିଳିବାକୁ ଯାଉଛି । ଏହି ସମସ୍ତ ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବାଲୁ ଯାଉଛୁ ।

1-ଆପଣଙ୍କର ଆସନ୍ତା 15 ଦିନ ବହୁତ ପଜିଟିଭ ରହିବା ପାଇଁ ଯାଉଛି । ନିଜ ଜୀବନର କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଆପଣ ଏହି ଦିନ ମାନଙ୍କରେ ନେବାକୁ ଯାଉଛନ୍ତି । ଯେଉଁ ନିଷ୍ପତ୍ତିକୁ ଆପଣ ଦୀର୍ଘ ସମୟ ଧରି ନେଇପାରୁନଥିଲେ । ବର୍ତ୍ତମାନର କିଛି ଦିନ ମଧ୍ୟରେ ଆପଣ ସେଭଳି କିଛି ନିଷ୍ପତ୍ତି ନେବା ପାଇଁ ମନରେ ସାହସ ବାନ୍ଧିଛନ୍ତି । ଆପଣ ଆପଣଙ୍କର ଲଭ ପାର୍ଟନରଙ୍କ ସହିତ ଦେଖା କରିବାକୁ ଏହି 15 ଦିନ ଭିତରେ ବି ଯାଇପାରନ୍ତି ।

ଅନେକ ଲୋକଙ୍କର ଏହି ସମୟରେ ମଧ୍ୟରେ ଘରକୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଆସିପାରେ । ଏହି ସମୟରେ ନିଜର କ୍ଯାରିଅର ପ୍ରତି ମଧ୍ୟ ମଧ୍ୟ ଆପଣ ଅଧିକ ସଚେତନ ରହିବେ । ନିଜର ପାଠ ଉପରେ ଅଧିକ ଗୁରୁତ୍ଵ ଦେବେ । କାରଣ ଆଗକୁ ଯାଇ ଆପଣ ଏକ ବହୁତ ବଡ ସଫଳତା ପାଇବାର ଆଶା ନିଜ ମନରେ ରଖିଛନ୍ତି । ବ୍ୟବସାୟ କି ଚାକିରୀ ଚାକିରୀ କରୁଥିବା ଲୋକଙ୍କର କାର୍ଯ୍ୟରେ ଉନ୍ନତି ହେବାର ନଜର ମଧ୍ୟ ଆସିପାରେ ବୋଲି ସୂଚନା ମିଳୁଛି ।

2- ଆପଣ ଏହି 15 ଦିନ ମଧ୍ୟରେ ନିଜର କୌଣସି ଏକ ସ୍ପେଶାଲ ଲୋକଙ୍କ ସହ ସାକ୍ଷାତ କରିପାରନ୍ତି । ଯାହାକୁ ଆପଣ ନିଜର ସୋଲମେଟ ମଧ୍ୟ ମାନନ୍ତି । ସେ ଆପଣଙ୍କର ଲଭର କି କୌଣସି ଏକ ଘନିଷ୍ଠ ବନ୍ଧୁ ମଧ୍ୟ ହୋଇପାରନ୍ତି । ଯାହାକି ଏହି 15 ଦିନ ଭିତରେ ଆପଣଙ୍କ କୌଣସି ଏକ ଦିନ ବହୁତ ଖାସ୍ ରହିବାକୁ ଯାଉଛି । ଆପଣଙ୍କ ମନ ଏହି ସମୟରେ ବହୁତ ଚଞ୍ଚଲ ରହିବାକୁ ଯାଉଛି ।

ଯେଉଁ ଜୋସ କାରଣରୁ ଆପଣ କୌଣସି ପ୍ରକାର ନିଷ୍ପତ୍ତି ବହୁତ ଫଟାଫଟ ନେବାକୁ ଆଗେଇ ଆସିବେ । ହେଲେ କିଛି ଦିନ ପରେ ଆପଣ ପୁଣି ନିଜର ମନର ପୂର୍ବ ଅବସ୍ଥାକୁ ଚାଲି ଆସିବେ । ନିଜର ଲକ୍ଷ ସ୍ତଳରେ ପହଞ୍ଚିବା ପାଇଁ ନିଜର କଠିନ ପରିଶ୍ରମ ଉପରେ ଆପଣ ଅଧିକ ଧ୍ୟାନ ରଖିବେ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ