ମିଛ କହୁଥିଲେ ବାଙ୍ଗାଲଦେଶ ସୁନ୍ଦରୀ ! ଯିଏ ବାଙ୍ଗାଲଦେଶ ରୁ ବାଲେଶ୍ଵର ଆସିଥିଲେ ନିଜ ସ୍ଵାମୀ କୁ ଖୋଜିବାକୁ ।

ବାଙ୍ଗଲାଦେଶୀ ରୁମା ମାରିୟମ ର ଅସଲ ପରିଚୟ ହେଉଛି ସେ କୁଆଡେ ବାଙ୍ଗାଲଦେଶରେ ନିଶା କାରୋବାର କରୁଥିଲା । ଆଉ ଏହି ନିଶା କାରୋବାର ପାଇଁ ସେ ଥାନାକୁ ବି ଯାଇଥିଲା । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେ ରୁମା ଯିଏ ବାଙ୍ଗଲାଦେଶରୁ ବାଲେଶ୍ଵର ଆସିଥିଲା ନିଜ ପ୍ରେମିକ ବିରେନ୍ଦ୍ର ଙ୍କ ପାଖକୁ । ଯିଏ ବିରେନ୍ଦ୍ର ପ୍ରତାପ ଭଞ୍ଜ କୁ ସ୍ଵାମୀ ବୋଲି କହୁଥିଲା । କିନ୍ତୁ ଏବେ ସ୍ଵାମୀ ନୁହେଁ ବିରେନ୍ଦ୍ର ଙ୍କୁ ପ୍ରେମିକ ବୋଲି କହୁଛି ରୁମା ।

ଆପଣଙ୍କର ମନେ ଥିବା ବାଙ୍ଗାଲଦେଶର ଝିଅ ବାଲେଶ୍ଵର ଆସି ସ୍ଵାମୀ କୁ ଖୋଜିବାର ଘଟଣା । ଆଉ ସ୍ବାମୀଙ୍କ ଘର ଆଗରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଥାନାରେ ପହଞ୍ଚିବାର ଘଟଣା ନିଶ୍ଚୟ ମନେ ଥିବ । ଆଉ ଏବେ ସେହି ଘଟଣାରେ ନୂଆ ମୋଡ ଆସିଛି । ବାଙ୍ଗାଲାଦେଶୀ ଝିଅ ରୁମ ମାରିୟମ ଥାନାରେ ଯେଉଁ ଅଭିଯୋଗ କରିଥିଲେ ଆଉ ସେହି ଅଭିଯୋଗ ପାତ୍ର ତାଙ୍କର ଅସଲ ଚେହେରା କୁ ବାହାରେ ପକାଇ ଦେଇଛି ।

ସମସ୍ତେ କହୁଥିଲେ ବିରେନ୍ଦ୍ର ଭଞ୍ଜ ତାଙ୍କୁ ବିବାହ କରିଛନ୍ତି । ରୁମାଙ୍କ ସ୍ଵାମୀ ହେଉଛନ୍ତି ବିରେନ୍ଦ୍ର । ହେଲେ ଲିଖିତ ଅଭିଯୋଗ ରେ ବାଙ୍ଗାଲଦେଶୀ ଝିଅ ରୁମ ମାରିୟମ ଦର୍ଶାଇଛନ୍ତି କି ବିରେନ୍ଦ୍ର ପ୍ରତାପ ଭଞ୍ଜ ତାଙ୍କ ପ୍ରେମିକ । ରୁମା ପ୍ରଥମେ କହିଥିଲେ ବୁଧ କୁସୁମି ଗାଁ ର ଇରେନ୍ଦ୍ର ପରତପ ଭଞ୍ଜ ଯିଏ ତାଙ୍କୁ ବିବାହ କରିଛନ୍ତି । ଆଉ ବିରେନ୍ଦ୍ର ତାଙ୍କୁ ଛାଡି ବାଙ୍ଗାଲଦେଶ ଋ ବାଲେଶ୍ଵର ଆସିଛନ୍ତି । ଆଉ ବାଲେଶ୍ଵର ରେ ଆଉ ଗୋଟେ ବିବାହ କରିଛନ୍ତି ।

ଏହି ଅଭିଯୋଗ ପରେ ବିରେନ୍ଦ୍ର ଙ୍କ ସ୍ତ୍ରୀ ତାଙ୍କୁ ଛାଡି ବାପଘରକୁ ଚାଲି ଯାଇଛନ୍ତି । ଏମିତି କିଛି ଖବର ଶୁଣିବାକୁ ମିଳିଥିଲା । ଏହା ପରେ ସ୍ଵାମିକୁ ଖୋଜିବାକୁ ଆସିଥିବା ବାଙ୍ଗାଲାଦେଶୀ ଝିଅ ଥାନାରେ ଲିଖିତ ଅଭିଯୋଗ ଦର୍ଶାଇ ଥିଲା ଆଉ ଲିଖିତ ଅଭିଯୋଗରେ ବିରେନ୍ଦ୍ର ତାଙ୍କ ସ୍ଵାମୀ ନୁହେଁ ବରଂ ପ୍ରେମିକ ବୋଲି କହିଥିଲା ରୁମା । କିନ୍ତୁ ତାଙ୍କ ପୂର୍ବରୁ ଅନେକ ଥର କହିଛି ବିରେନ୍ଦ୍ର ତାଙ୍କୁ ବିବାହ କରିଛି ।

6 ବର୍ଷ ହେବ ସାଥିରେ ଥିଲେ । ହେଲେ ଦେଖିଲା ବେଳକୁ ଲିଖିତ ଅଭିଯୋଗରେ ରୁମା କହିଛି ଯେ ବିରେନ୍ଦ୍ର ତାଙ୍କର ପ୍ରେମିକ ବୋଲି । ଲିଖିତ ଅଭିଯୋଗରେ ରୁମା କହିଛନ୍ତି କି ଫେସବୁକରେ ବନ୍ଧୁତା ପରେ ପ୍ରେମ ହୋଇଥିଲା । ପ୍ରେମ ପରେ ତାଙ୍କ ଅନିଚ୍ଛା ସତ୍ବେ ବିରେନ୍ଦ୍ର ବାହାଘରର କଥା ଦେଇ ଜୋର ଜରବଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଆଉ ପରେ ପ୍ରତାରଣା କରି ବାଙ୍ଗାଲଦେଶ ରୁ ବାଲେଶ୍ଵର ଚାଲି ଆସିଛି ।

ଆଉ ରୁମା ଖୋଇ ଖୋଜି ବାଙ୍ଗାଲଦେଶ ରୁ ବାଲେଶ୍ଵର ଆସୁଇଥିଲା । ଏହି ଖବର ପ୍ରଚାର ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ସେତେବେଳେ ପୋଲିସ ଜାଣିବାକୁ ପାଇଛି ରୁମାଙ୍କ ନାଁ ରେ ନିଶା କାରୋବାରର ଅଭିଯୋଗ ଅଛି । ରୁମା ପୂର୍ବରୁ ଜେଲରୁ ଯାଇଛନ୍ତି ମଧ୍ୟ । ଏ ସବୁ ଭିତରେ ବାଙ୍ଗଲାଦେଶୀ ର ଅସଲ ଚେହେରା ପଦାରେ ପଡିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।