ଜଣାପଡିଲା 400 କୋଟି ଟଙ୍କାର ମାଲିକ କିଏ ? ଏତେ ଟଙ୍କା ଦେଖି ଆଶ୍ଚଯ୍ୟ ଲୋକେ !

ଦର୍ଶକ ବନ୍ଧୁ 400 କୋଟି ତାଙ୍କର ମାଲିକ ଏବେ ଧରା ପଡିଲେ । ଘରେ କୋଟି କୋଟି ଟଙ୍କା ରଖିଥିଲେ ଏବେ ଥାନାକୁ ଯିବେ । ଜେଲ ଯିବେ ଏହି ମାଲିକ ଜଣକ । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ 400 କୋଟି ଟଙ୍କା ରଖିଥିଲେ । ଯାହାଙ୍କ ଘରୁ ବାହାରିଛି କୋଟି କୋଟି ଟଙ୍କାର କଳା ଟଙ୍କା । ଆଉ ଏବେ ଆୟକର ବିଭାଗ ପଛରେ ଲାଗିଛନ୍ତି ଏହି ମାଲିକ ଜଣକ । ତେବେ ଏହି ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ରାଜ୍ୟସଭା ର ସଦସ୍ୟ ହୋଇ ମଧ୍ୟ କେହି ଜାଣି ନ ଥିଲେ ଏହି ବ୍ୟକ୍ତି ଙ୍କୁ । କିନ୍ତୁ ଯେବେ ଘରୁ 400 କୋଟି ଟଙ୍କା ମିଳିଲା ସେତେବେଳେ ଏହି ବ୍ୟକ୍ତିଙ୍କୁ ଜାଣିବାରେ ବେସୀ ସମୟ ଲାଗିଲା ନାହିନ । ରାତିକ ଭିତରେ ଜାତୀୟ ଗଣମାଧ୍ୟମ ରେ ପୁରା ଡାଟା ବାହାର କରି ଦେଲା । ସେହି ବ୍ୟକ୍ତି ଜଣକ ହେଉଛନ୍ତି ରାଜ୍ୟସଭା ର ସାଂସଦ ଧିରଜ ପ୍ରସାଦ ସାହୁ । ତାଙ୍କ ଘର ହେଉଛି ଝାଡଖଣ୍ଡ ।

ସେ ମଦ ବ୍ୟବସାୟୀ ବେବ ଓଡିଶାରେ ପରିଚିତ ଅଟନ୍ତି । ତାଙ୍କୁ କୁହାଯାଏ ଲିଗଲ କିଂ । ଝାଡଖଣ୍ଡ ରୁ ଆସି ଓଡିଶାରେ ଟଙ୍କାର ପାହାଡ ଜମା କରୁଥିଲେ । ମଦ ଦୋକାନ ଘରେ ରଖୁଥିଲେ କୋଟି କୋଟି ଟଙ୍କା । ତାଙ୍କ ପାଖରେ ଏତେ ଟଙ୍କା ଥିଲା ଘରେ ବାଘ ପୋଷୁଥିଲେ । ପଶ୍ଚିମ ଓଡ଼ିଶାକୁ ନିଜର ସୁଇସ ବ୍ଯାଙ୍କ କରୁଥିଲେ ଧିରଜ । ଖାଲି ଓଡିଶା ନୁହେଁ ଏମିତି ଅନେକ ରାଜ୍ୟ ରହିଛି ଯେଉଁ ଠାରେ ରଖିଛନ୍ତି ପୁଳା ପୁଳା ଟଙ୍କା ।

ଖାଲି ଓଡିଶାରେ 400 ଅତି ରୁ ଊର୍ଦ୍ଧ ଟଙ୍କା ବାହାରିଛି । ଯାହାଙ୍କ ପାଖରୁ ଖାଲି 400 କୋଟି ର କ୍ୟାସ ବାହାରିଛି ସେ ସୁଇସ ବ୍ୟାଙ୍କରେ କେତେ ରଖିଥିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଶ୍ଚିମ ଓଡିଶାରେ ନିଜର ସ୍ଵତନ୍ତ୍ର ବ୍ଯାଙ୍କ ଖୋଲିଥିବା ଧୀରଜ ସାହୁ ଏତେ ଟଙ୍କା କେଉଁଠୁ ଆଣୁଥିଲେ ? ଏହା ପଛରେ କଣ ରାଜନୈତିକ ଷଡଯନ୍ତ୍ର ରହିଛି କି ? ଟଙ୍କା ଜବତ ହୋଇଥିଲେ ମଧ୍ୟ ପୋଲିସ କାହିଁଙ୍କି ଏ ଯାଏଁ ଧୀରଜ ସାହୁ ଙ୍କୁ ଗିରଫ କରୁ ନାହିଁ ବୋଲି ଏବେ ପ୍ରଶ୍ନ ଉଠିଛି ।

କଣ ଧୀରଜ ସାହୁ ସାଂସଦ ବୋଲି ତାଙ୍କୁ ହାତ ମାରିବାକୁ ଆଇଟି ବିଭାଗ ଭୟ କରୁଛି ନା କେଉଁ ଆଡୁ ରାଜନୀତି ର ଚାପ ପଡୁଛି ? ଏଭଳି ନାନା ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ରହିଲା ଧୀରଜ ସାହୁ ଙ୍କୁ ପୋଲିସ ଆରେଷ୍ଟ କରୁଛି କି ନାହିଁ । ତାଙ୍କ ବିରୁଦ୍ଧରେ କୌଣସି ସ୍ଟେପ ନେଉଛି କି ନାହିଁ ? ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।