ଉଦ୍ଧାର କାର୍ଯ୍ୟ ରେ ଏ ହେଉଛନ୍ତି ପ୍ରକୃତ ହିରୋ… ଟନେଲ ଭିତରୁ ଟାଣି ଆଣିଲେ 41 ଜଣ ଶ୍ରମିକ ଙ୍କୁ ।

ଉଧାର କାର୍ଯ୍ୟ ର ଏ ହେଉଛନ୍ତି ପ୍ରକୃତ ହିରୋ । ମୃତ୍ୟୁର ଟନେଲ ଭିତରକୁ ଟାଣି ଆଣିଲେ ଶ୍ରମିକ ମାନଙ୍କୁ । 17 ଦିନ ହେଲା ସଂଘର୍ଷ କରି ଚାଲିଥିଲେ ଏହି ମହାନ ବ୍ୟକ୍ତି । ହଁ ଦର୍ଶକ ବନ୍ଧୁ ଉଧାର କାର୍ଯ୍ୟ ର ପ୍ରକୃତ ହିରୋ ଏବେ ବି ପରଦା ପଛରେ ଲୁଚି ରହିଛନ୍ତି । ତାଙ୍କୁ କେହି ବି ଜାଣିପାରିଲେ ନାହିଁ । ଭାରତରୁ ଫୋନ ଯାଇଥିଲା । ଆଉ ଏହା ପରେ ସେହି ମନ ବ୍ୟକ୍ତି ଜଣକ ଅଷ୍ଟ୍ରେଲିୟା ରୁ ଉତ୍ତରାଖଣ୍ଡ କୁ ଆସିଥିଲେ ।

ଘଟଣା ସ୍ଥଳରେ ପହଞ୍ଚିବା ପରେ ବ୍ୟକ୍ତି ଜଣକ କିଛି ବୁଝିପାରି ନ ଥିଲେ । କିନ୍ତୁ ପରେ ସବୁ କିଛି ବୁଝିବା ପରେ ମୃତ୍ୟୁ ପାଖରୁ ଶ୍ରମିକ ମାନଙ୍କୁ ଟାଣି ଆଣିଥିଲେ । ଯାହାଙ୍କ ପାଇଁ 41 ଜଣ ଶ୍ରମିକ ଏବେ ସୁସ୍ଥ ଅଛନ୍ତି । 17 ଦିନ ପରେ ଟନେଲ ରୁ ବାହାରିଛନ୍ତି ଶ୍ରମିକ ଏମାନେ । ଆଉ ଏଥିପାଇଁ କରିବାକୁ ପଡିଛି ଚେଷ୍ଟା ଓ ଉଦ୍ୟମ । ଶେଷରେ ଉଧାର କାର୍ଯ୍ୟ ସଫଳ ହୋଇଛି ।

ଉଧାର ଅକାର୍ଯ୍ୟର ପ୍ରକୃତ ହିରୋ ହେଉଛନ୍ତି ଏହି ବ୍ୟକ୍ତି ଜଣକ ଯିଏ ନିଜର ବୁଦ୍ଧି, ସହନଶୀଳତା ଫଳରେ ଆଜି ସଫଳ ହୋଇଛନ୍ତି । ସେ ହେଉଛନ୍ତି ଆର୍ଣ୍ଣୋଲ ଡିସ୍କ ଙ୍କ କଥା । ଆର୍ଣ୍ଣୋଲ ଙ୍କ ଉପରେ ସମସ୍ତେ ଭରସା କରୁଥିଲେ ଓ ଭାରତ ସରକାର ।  ସମସ୍ତଙ୍କ ବିଶ୍ବାସକୁ ସଫଳ କରି ଦେଖାଇଛନ୍ତି ଆର୍ଣ୍ଣୋଲ । ପ୍ରତି ସେକେଣ୍ଡ ରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ତଥାପି ହାର ମାନି ନ ଥିଲେ ଡିସ୍କ ।

ଖ୍ରୀଷ୍ଟିୟାନ ଧର୍ମର ହୋଇ ମଧ୍ୟ ଠାକୁରଙ୍କୁ ପ୍ରତନ କରିଥିଲେ ଓ ମଠାରେ ନାଲି ଟୀକା ମାରି ବାହାରି ପଡିଥିଲେ ଉଧାର କାର୍ଯ୍ୟରେ । ପ୍ରତିଦିନ ସେ ଭଗବାନଙ୍କୁ ପ୍ରାଥନ କରନ୍ତି ଶ୍ରମିକ ମାନଙ୍କର ଉଧାର ପାଇଁ । ସେ ଜାଣିଥିଲେ କି ଭଗବାନ ହେଉଛନ୍ତି ଏକ ତାଙ୍କୁ ନିଶ୍ଚୟ ସାହାର୍ଯ୍ୟ କରିବେ । 17 ଦିନର ସଂଘର୍ଷ ଥିଲା ବହୁତ କଷ୍ଟ । ଯାହାକୁ ସୁଚାରୁରୂପେ ତୁଲାଇଥିଲେ ଡିସ୍କ ।

ଡିସ୍କ କହିଛନ୍ତି କି ସହନଶୀଳତା ଓ ଶାନ୍ତ ଭାବନା ଉଧାର କାର୍ଯ୍ୟ ର ପ୍ରକୃତ ଅସ୍ତ୍ର । ତରବର ହୋଇଥିଲେ କିଛି ବି ହୋଇପାରି ନ ଥାନ୍ତା । ଡିସ୍କ ହେଉଛନ୍ତି ଅଷ୍ଟ୍ରେଲିୟାର ଭୂତଳ ବିଶେଷଜ୍ଞ । ଅନ୍ତର୍ଜାତାୟୟ ଟନେଲ ଆସୋସିଏସନ ର ସଭାପତି ସେ ଅଟନ୍ତି । ବଡ ବା ତେନଳ ର ନିରୀକ୍ଷଣ କରନ୍ତି ଡିସ୍କ । ଭୁତଳ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମସ୍ତେ ଡିସ୍କ ଙ୍କୁ ମନେ ପକାନ୍ତି ।

କେଉଁଠି ମାଟି ହାଲୁକା ଅଛି, କେଉଁ ଘରେ ଟନେଲ ଖୋଳା ଯାଇପାରିବ । ଯଦି ଟନେଲ ରେ ଶ୍ରମିକ ଫଶି ଯାଇଛନ୍ତି ଆଉ ତାଙ୍କୁ କେମିତି ଉଧାର କରାଯିବ ସେ ସବୁଥିରେ ମାହିର ହେଉଛନ୍ତି ଡିସ୍କ । ସେଥିପାଇଁ ତ ତାଙ୍କୁ ଭାରତରୁ ଖବର ଯାଇଥିଲା । ଡିସ୍କ ଧର୍ଯ୍ୟହରା ନ ହୋଇ ନିଜର ବୁଦ୍ଧିର ପ୍ରୟୋଗ କରିଥିଲେ ଆଉ ସଫଳ ହୋଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।