ପ୍ରକୃତିଙ୍କ ଅଭିଯୋଗ ପାଇଁ ଆଜି ଟୁଟୁଙ୍କୁ ମିଳି ନ ପାରେ ଜାମିନ, ମୋଟ 3ଟି ମାମଲା ପୋଲିସ ହାତରେ ଲାଗିଛି !

ପ୍ରକୃତି ମିଶ୍ର ଙ୍କ ବିବାଦ ପଡିପାରେ ଭାରି । ଆଉ ଆଜି ବି ଜାମିନ ପାଇବେ ନାହିଁ ଓଡିଆ ଇଣ୍ଡଷ୍ଟ୍ରି ର ବରିଷ୍ଠ ପ୍ରଯୋଜକ ଟୁଟୁ ନାୟକ । ହଁ ଦର୍ଶକ ବନ୍ଧୁ ଏମିତି କିଛି ଚର୍ଚ୍ଚା ଏବେ ସବୁଠି ହେଉଛି । ଆଜି ମିଳି ନ ପାରେ ଟୁଟୁ ନାୟକ ଙ୍କୁ ଜାମିନ । ଟୁଟୁ ଙ୍କ ପାଇଁ କାଳ ସାଜିବ ପୁରୁଣା ମାମଲା । ଟୁଟୁ ନାୟକ ଙ୍କ ପାଇଁ କାଳ ସାଜିବ ପ୍ରକୃତି ମିଶ୍ରଙ୍କ ପୁରୁଣା ମାମଲା । ଅଭ୍ଯାସଗତ ଭାବେ ଅନ୍ୟ ପ୍ରତି ଖରାପ ଆଚରଣ କରିବା ଓ ଚରିତ୍ର ସଂହାର କରିବା ଓ ଭୟ ଦେଖାଇବା ଭଳି ଅଭିଯୋଗ ଏବେ ଟୁଟୁ ନାୟକ ଙ୍କ ନାଁ ରେ ଆସିଛି ।

ଗୋଟେ ମାମଲା ଅନ ଲାଇନରେ ରୁଜୁ ହୋଇଥିବା ବେଳେ ଆଉ ଗୋଟେ ମାମଲା ଏବେ ହାତା ହାତି ପାଇଛି ପୋଲିସ । ଅନେକ ଦିନରୁ ଟୁଟୁ ଙ୍କ ବିରୁଦ୍ଧରେ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ସାମ୍ବାଦିକ ଙ୍କୁ ଚାପୁଡା ମାରି ଫସି ଯାଇଛନ୍ତି ଟୁଟୁ ନାୟକ । ଇନକୁ ପୂର୍ବରୁ ତାଙ୍କ ଜାମିନ ମିଳି ନ ଥିଲା ଆଉ ଆଜି ବି ନ ମିଳିପାରେ ବୋଲି ଅନୁମାନ କରା ଯାଉଛି । ଯାହା ପାଇଁ ଟୁଟୁଙ୍କ ଅଡୁଆ ବଢିବାରେ ଲାଗିଛି ।

ଜୁନ ମାସରେ ଟୁଟୁ ଗଣମାଧ୍ୟମ କୁ ଦେଇଥିବା ବାଇଟ ରେ ପ୍ରକୃତି ଙ୍କ ମାନ ହାନି ହୋଇଥିବା ସେ ଏତାଲା ରେ ଦର୍ଶାଇ ଥିଲେ । ଆଉ ଏଥିରେ ଟୁଟୁ ଙ୍କ ନାନ ରେ ଏତାଲା ରୁଜୁ ହୋଇଥିଲା ବେଳେ 3ଟି ଦଫା ମଧ୍ୟ ଲାଗିଛି । ଆଉ ସେହି ମାମଲାରେ ଯୋଡି ହୋଇଛି ସିନେ ପ୍ରଯୋଜକ ଶ୍ରୀଧର ମାତା ଙ୍କ ମାମଲା । ଶ୍ରୀଧର ଙ୍କର ଜୀବନ ପ୍ରତି ବିପଦ ଥିବାର ଅଭିଯୋଗ ହୋଇଛି ।

ଆଉ ତାଙ୍କୁ ଟୁଟୁ ନାୟକ କୁଆଡେ ମାରି ଦେଇ ପାରନ୍ତି ବୋଲି ଭୟଭୀତ ଥିବା ଗଣମାଧ୍ୟମରେ କହିବା ପରେ ପୋଲିସରେ ଏତାଳ ଦେଇଥିଲା ଖବର ମିଳିଛି । ଟୁଟୁ ଙ୍କ ବିରୁଧ୍ୟରେ ସାମ୍ବାଦିକା ଦେବସ୍ମିତା ରାଉଆତଙ୍କ ଏତାଲା କୁ ମିଶାଇ ଏବେ 3ଟି ଏତାଲା ପୋଲିସ ହାତରେ ରହିଛି । ପ୍ରଥମରେ ପ୍ରକୃତି ମିଶ୍ର, ଦ୍ବିତୀୟରେ ଶ୍ରୀଧର ମାଥା ଓ ଶେଷରେ ଦେବସ୍ମିତା ରାଉତ ଙ୍କ ମାମଲା ରହିଛି ।

ଆଜି ସେସ ଶୁଣାଣୀରେ ପୋଲିସ ସବୁ ପ୍ରମାଣ ସବମିଟ କରିବ । ଆଉ ଏ ସବୁ ମଧ୍ୟରେ ଟୁଟୁ ନିଉ ଜାମିନ ନ ମିଳିବାର ଅନୁମାନ କରାଯାଉଛି । ଟୁଟୁଙ୍କ ନାଁ ରେ ଅଭିଯୋଗ ଏତିକିରେ ସଋନି ତାଙ୍କ ନାଁ ରେ ଅଭିଯୋଗ ବଢିବାରେ ଲାଗିଛି । ଜେଲ ଯିବା ପରେ ଜଣଙ୍କ ପରେ ଜଣେ ପୋଲିସରେ ଏତାଲା ରୁଜୁ କରୁଛନ୍ତି ଟୁଟୁଙ୍କ ବିରୁଦ୍ଧରେ । ଯାହା ପାଇଁ ତାଙ୍କୁ ଜାମିନ ନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଟୁଟୁଙ୍କ ପାଇଁ ଓଲିଉଡରେ ଶାନ୍ତି ଭଙ୍ଗ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି । ଅଭିନେତା ମନୋଜ ମିଶ୍ର ଟୁଟୁଙ୍କ ଅଡିଓ କଲ ରେକେର୍ଡ ଭାଇରାଲ କରିଥିଲେ ଯାହା ପରେ ସବୁ ସତ ସାମନାକୁ ଆସିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।