ବିରାଟ କୋହଲିଙ୍କୁ ସଚିନ ତେନ୍ଦୁଲକର କହିଲେ ଏମିତି କଥା ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ Virat-Sachin

ବିରାଟ ତୁମେ ମୋ ଭଳି କରିବନି । 49ଟି ଶତକ ପରେ ବିରାଟ ଙ୍କୁ ଏମିତି କହିଲେ ସଚିନ । ଏମିତି କଥା ଶୁଣିବା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପରେ ନିଜର 49 ତମ ଶତକ ହାସଲ କରିଥିବା ବିରାଟ କୋହଲିଙ୍କ ଉପରେ ଆଜି ସଚିନ ତେନ୍ଦୁଲକର ବହୁତ ଖୁସି ଅଛନ୍ତି । କାରଣ ବିରାଟ ଆଜି ସଚିନ ଙ୍କ ସମକକ୍ଷ ହୋଇ ଯାଇଛନ୍ତି ।

ବିରାଟ ଯେତିକି ଖୁସି ନାହାନ୍ତି ତା ଠାରୁ ଅଧିକ ଖୁସି ପ୍ରକାଶ କରିଛନ୍ତି ସଚିନ । ଆଉ ସଚିନ କହିଛନ୍ତି ମୋ ଭଳି ତୁମେ ବିଲକୁଲ କରିବନି । ମୋ ଭଳି କରିଲେ ବିଲକୁଲ ଠିକ ହେବ ନାହିଁ । ବିରାଟ ଙ୍କର 49 ତମ ଶତକ ପରେ ତାଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଆଡ ବଡ ଖେଳାଳି ବିରାଟ ଙ୍କର ଶୁଭେଛା ଜଣାଉଛନ୍ତି । ଆଉ ଏହାରି ମଧ୍ୟରେ ମାଷ୍ଟର ବ୍ଳାଷ୍ଟର ସଚିନଙ୍କର ଏଭଳି ଶୁଭେଛା ବିରାଟ ଙ୍କ ପ୍ରତି ଦେଖି ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି ।

ସଚିନ ବିରାଟ ଙ୍କୁ ଏମିତି ଶୁଭେଛା ଜଣାଇଛନ୍ତି ଯାହା ସମସ୍ତଙ୍କ ଠାରୁ ଭିନ୍ନ ରହିଛି । ସଚିନ ଙ୍କ ଶୁଭେଛା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ସଚିନ କହିଛନ୍ତି “ଏହି ବର୍ଷ ମୋଟେ 49 ରୁ 50 ହେବା ପାଇଁ ସମୟ ଲାଗିଥିଲା 365 ଦିନ । ମାନେ ଗୋଟେ ବର୍ଷ । କିନ୍ତୁ ମୁଁ ଜାଣିଛି ତୁମେ ଏତେ ବିଳମ୍ବ ଜମା ବି କରିବା ନାହିଁ । ମୋର ବିଶ୍ଵାସ ତୁମେ 49 ରୁ 50 କୁ ଯିବା ପାଇଁ ମାତ୍ର କିଛି ଦିନ ସମୟ ନେବ ।

କିଛି ଦିନରେ ତୁମେ ମୋର ରେକର୍ଡ କାଟିବ । ମୋର ତୁମ ଉପରେ ପୁରା ବିଶ୍ଵାସ ଅଛି । ତୁମକୁ ଅନେକ ଅନେକ ଶୁଭେଛା ବିରାଟ । ତୁମେ ହିଁ ଏକମାତ୍ର ଖେଳାଳି ଯିଏ ମୋ ରେକର୍ଡ ଭାଙ୍ଗିବ । ଆଉ ଯେବେ ତୁମେ ଓର ରେକର୍ଡ ଭାଙ୍ଗିବା ମୁଁ ବହୁତ ଖୁସି ହେବି । ସୂଚନା ଅନୁଯାୟୀ ବିରାଟ ତାଙ୍କର 49 ଶତକ ପାଇଁ ବହୁତ ସ୍ଲୋ ଖେଳିଥିଲେ । କାରଣ ହିଡେନ ଗାର୍ଡେନ ର ପିକ ବହୁତ ସ୍ଲୋ ଥିଲା ।

ବ୍ୟାଟ ପାଖକୁ ବଲ ବହୁତ ସ୍ଲୋ ଆସୁଥିଲା । ସେଥିପାଇଁ ବହୁତ ସମୟ ଲାଗିଥିଲା ବିରାଟ ଙ୍କୁ ତାଙ୍କର 49 ତମ ଶତକ ପୂରଣ କରିବା ପାଇଁ । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।