ସମୀକରଣ କହୁଛି ବିଶ୍ୱକପ୍ ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇପାରେ ଲଢେଇ !

ଚଳିତ ବିଶ୍ଵକପରେ ସବୁଠାରୁ ଅପରାଜୟ ଟିମ ହେଉଛି ଟିମ ଇଣ୍ଡିଆ । 8ଟି ମ୍ୟାଚ ଖେଳି 8 ଟି ରେ ବିଜୟ ସହ ପଏଣ୍ଟ ଟେବଲ ର ଶୀର୍ଷରେ ରହିଛି ଟିମ ଇଣ୍ଡିଆ । ଶେଷ ଲିଗ ମ୍ଯାଚରେ ନେଦରଲ୍ୟାଣ୍ଡ ଠାରୁ ଯଦି ବି ହାରିଯାଏ ଭାରତ ତଥାପି ଭାରତ ପଏଣ୍ଟ ଟେବଲ ରେ ରହିବ । ଅନ୍ୟ ପଟେ ଦକ୍ଷିଣ ଆଫ୍ରିକା 12 ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ଓ ଅଷ୍ଟ୍ରେଲିୟା 7ଟି ମ୍ଯାଚରୁ 5ଟି ଜିତି ସେମି ଫାଇନାଲ କୁ ଯିବାକୁ 10 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ।

ଏହି ଦୁଇ ଦଳ ସେମି ଫାଇନାଲ ଖେଳିବା ଏବେ ନିଶ୍ଚିନ୍ତ ହୋଇ ସାରିଛି । କାରଣ ଦକ୍ଷିଣ ଆଫ୍ରିକା ସେଇ ରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଅଷ୍ଟ୍ରେଲିୟା ଖେଳିବାକୁ ଥିବା ଆଫଗାନିସ୍ତାନ ଓ ବାଙ୍ଗାଲଦେଶ ବିପକ୍ଷ ରେ ମ୍ଯାଚରେ ଯଦିଓ ଗୋଟେ ମ୍ଯାଚ ହାରିଯାଏ ତଥାପି ସେମି ରେ ଖେଳିବାର ସୁଯୋଗ ପାଇବ । ତେବେ ଚତୁର୍ଥ ଦଳ ଭାବେ କିଏ ସେମି ଫାଇନାଲ କୁ ଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

କାରଣ ଏହି ଗତେ ଦଳ ପାଇଁ ନିୟୁଜଲ୍ୟାଣ୍ଡ, ଆଫଗାନିସ୍ତାନ ଓ ପାକିସ୍ତାନ ଅଛି । ଚତୁର୍ଥ ସ୍ଥାନରେ ଯେଉଁ ଦଳ ରହିବ ସେହି ଦଳରେ ଭାରତ ସହ ସେମି ଫାଇନାଲ ଖେଳିବ । ଯଦି ପାକିସ୍ତାନ ସେମି ଫାଇନାଲରେ ପରବେଶ କରିବ ତେବେ ତାର ମୁକାବିଲା ଭାରତ ସହ ହେବ । କେମିତି ପାକିସ୍ତାନ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ କଣ କହୁଛି ସମୀକରଣ ଆସନ୍ତୁ ଜାଣିବା ।

ସୂଚନା ଅନୁଯାୟୀ ପାକିସ୍ତାନ ସେସ ମ୍ଯାଚ ନଭେମ୍ବର 11ରେ ଇଂଲଣ୍ଡ ସହ ଖେଳିବ । କିନ୍ତୁ ଏହା ପୂର୍ବରୁ ନିୟୁଜଲ୍ୟାଣ୍ଡ ବିଶ୍ଵକପରେ ନଭେମ୍ବର 9ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଯଦି ନିୟୁଜଲ୍ୟାଣ୍ଡ ହାରିବ ଓ ପାକିସ୍ତାନ ଯଦି ଇଂଲଣ୍ଡ କୁ ହରାଇ ଦେବ ତେବେ ପାକିସ୍ତାନ ର 10 ଅପେଣ୍ଟ ହୋଇଯିବ । ଆଉ ନିୟୁଜଲ୍ୟାଣ୍ଡ ପୂର୍ବ ଭଳି 8 ପଏଣ୍ଟରେ ରହିଯିବ ।

ଆଫଗାନିସ୍ତାନ ବାକି 2ଟି ମ୍ଯାଚ ରୁ ଗୋଟେ ବି ମ୍ଯାଚ ଜିତିଯାଏ ତେବେ ପାକିସ୍ତାନ ଭଳି ତାର ସ୍ନାକ୍ଷା 10 ହୋଇଯିବ । ଏପରି ସ୍ଥିତିରେ ନେଟ ରନ ଆଧାରରେ ସେମି ଫାଇନାଲକୁ କିଏ ଯିବ ତାର ବିଚାର ହେବ । ସେହିପରି ଯଦି ଆଫଗାନିସ୍ତାନ ଉଭୟ ଅଷ୍ଟ୍ରେଲିୟା ଓ ଦକ୍ଷିଣ ଆଫ୍ରିକା ଆକୁ ହରାଇ ଦେବେ ତେବେ ଉଭୟ ଦଳ ମ୍ଯାଚ ଜିତିଲେ ମଧ୍ୟ ସେମି ଫାଇନାଲରୁ ବାଦ ପଡିବେ ।

ନଭେମ୍ବରେ 9ରେ ଯଦି ନିୟୁଜଲ୍ୟାଣ୍ଡ ଶ୍ରୀଲଙ୍କାକୁ ହରାଇ ଦେବ ଆଉ ପାକିସ୍ତାନ 11ରେ ଇଂଲଣ୍ଡ ଠାରୁ ଜିତିଯାଏ । ଅନ୍ୟ ପଟେ ଆଫଗାନିସ୍ତାନ ତାର 2ଟି ମ୍ଯାଚ ହାରିବ ତେବେ ପାକିସ୍ତାନ ଓ ନିୟୁଜଲ୍ୟାଣ୍ଡ ଦଳ ମଧ୍ୟରୁ ନେଟ ରନ ଆଧାରରେ ସେମି ଫାଇ ନାଲ କୁ ଟିକେଟ ପାଇବେ । ପାକିସ୍ତାନ ସେସ ମ୍ଯାଚରେ ଶ୍ରୀଲଙ୍କା କୁ ଏକ ତରଫ ଭାବେ ପରାଜୟ କରିବାକୁ ପଡିବ । ଏପରି ହେଲେ ପାକିସ୍ତାନର ନେଟ ରନ ନିୟୁଜଲ୍ୟାଣ୍ଡ କୁ ଅତିକ୍ରମ କରିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।