ଅଡିଓ କଲ ରେକର୍ଡ ଭାଇରାଲ କରି ଦେଲେ ମନୋଜ ମିଶ୍ର । ମୁଖା ଖୋଲି ଦେଲେ ଟୁଟୁ ନାୟକଙ୍କର ମନୋଜ ମିଶ୍ର ।

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରି ରେ ପୁଣି ଥରେ ବିବାଦ ଦେଖା ଯାଇଛି । ଅଭିନେତା ଅରିନ୍ଦମ ଅଭିଯୋଗ ଆଣିଛନ୍ତି କି ମନୋଜ ମିଶ୍ର ତାଙ୍କ ଫିଲ୍ମ ନ ରିଲିଜ କରାଇବା ପାଇଁ ଚେଷ୍ଟା କରିଛନ୍ତି । ଅନ୍ୟ ପରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ମିଶ୍ର । ଆଉ ଏହାରି ମଧ୍ୟରେ ସବୁ କଳାକାର ମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ଓ ମନୋଜ ମିଶ୍ର ଙ୍କୁ 2 ବର୍ଷ ପାଇଁ ଓଡିଆ ଇଣ୍ଡଷ୍ଟ୍ରିକ ରୁ ବ୍ୟାନ କରା ଯାଇଛି ।

ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ସୁପରଷ୍ଟାର ଙ୍କ ବିରୁଦ୍ଧରେ କହୁଥିଲେ ଟୁଟୁ ନାୟକ । ପୋଷ୍ଟ କରିଲେ କଲ ରେକର୍ଡ ଖୋଲି ଦେଲେ ସବୁ ଗୁମର । ନିଜ ବିରୁଦ୍ଧରେ ଅନେକ କଥା ଶୁଣିଲେ ମନୋଜ ମିଶ୍ର । ସବୁ ଶୁଣିବା ପରେ ଶେଷରେ ପୋଷ୍ଟ କରିଲେ ପାଖରେ ରଖିଥିବ ସବୁ ପ୍ରମାଣ । ଯେଉଁଥିରେ ମନୋଜକୁ ଟୁଟୁ ନାୟକ କହୁଛନ୍ତି ଏହି ବିବାଦୀୟ ମାମଲାରେ ଅନୁଭବ ଓ ଅରିନ୍ଦମ ବଡ ବିଭ୍ରାଟ ସୃଷ୍ଟି କରୁଛନ୍ତି ।

ଯାହା ପାଇଁ ଏହି ମାମଲା ଅଧିକ ବିବାଦୀୟ ହୋଇ ପଡିଲା । ଅନୁଭବ ଓ ଅରିନ୍ଦମ ଦୁଇ ଜଣ କଟକରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ଏପରି କିଛି ଦୁଇ କଳାକାରଙ୍କ ବିପକ୍ଷରେ କହି ମନୋଜ୍ସ୍କୁ ଅଧିକ ରଗାଇ ଦେଇଥିଲେ ଟୁଟୁ ନାୟକ । କେବଳ ଟୁଟୁ ନାୟକଙ୍କ ସହ ନୁହେଁ ଏମିତିକି କୁନା ତ୍ରିପାଠୀ ଙ୍କ ସହ ମଧ୍ୟ କଥା ହୋଇଥିଲେ ମନୋଜ ମିଶ୍ର । କୁନା ତ୍ରିପାଠୀଙ୍କ ସହ କଥା ହୋଇଥିଲା କଲ ରେକର୍ଡ ମଧ୍ୟ ପୋଷ୍ଟ କରିଛନ୍ତି ମନୋଜ ।

ଯେଉଁଥିରେ ମନୋଜଙ୍କ ମା ଙ୍କ ଦେହ ଖରାପ ହେବାରୁ ସେ ବୈଠକରେ ଆସି ପାରିଲେନି ବୋଲି କୁହା ଯାଉଛି । ଏହି ସବୁ କଲ ରେକେର୍ଡ ପୋଷ୍ଟ କରିବା ସହ ମନୋଜ ଏହା ମଧ୍ୟ ଲେଖି ପୋଷ୍ଟ କରିଛନ୍ତି କି କୁଣା ବାବୁ ମୁଁ କାଲି କହିଥିଲି ମା ଙ୍କ ଦେହ ଭଲ ନାହିଁ ଆସି ପାରିବି ନାହିଁ । କିନ୍ତୁ ସମସ୍ତେ ଅଲଗା ଅଲଗା କଥା କହି ମୋତେ ବଦନାମ କରିଲେ । ଆଉ ଆପଣ ମାନେ କଲ ରେ ଶୁଣିଲେ ।

ଶ୍ରୀତମ ବାବୁ କହିଛନ୍ତି ବ୍ୟାନ ପାଇଁ ମୋର ସହମତି ନ ଥିଲା ଆଗକୁ ମନୋଜ ମିଶ୍ର ଲେଖିଛନ୍ତି “ମୁଁ ପୁଣି ଥରେ କହୁଛି ମୁଁ ରାଜନୀତି କରୁନି । ମୁଁ ଜଣେ କଳାକାର । ସାରା ଓଡିଶା ରୁ ସପୋର୍ଟ ମିଳୁଛି ଓ ସମସ୍ତେ ସମସ୍ତଙ୍କ ଷ୍ଟାଇଲ ରେ ସପୋର୍ଟ କରୁଛନ୍ତି । ମୁଁ ସାରା ଓଡିଶା ବାସୀ ଙ୍କ ପାଖରେ କୃତଜ୍ଞତା ଜଣାଉଛି । ମୁଁ ଆଶା କରୁଛୁ ଆମ ଓଡିଶାର ସିନେମା ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ବହୁତ ଜଲ୍ଦି ସରକାର ଠିକ କରି ଦେବେ ।

ସବୁ ସମସ୍ୟାର ସମାଧାନ ହୋଇଯିବ” ।  ତେବେ ଏହି କଲ ରେକର୍ଡ ରେ କାହାର ରହିଛି ଭୁଲ ଓ କିଏ କହୁଛି ସତ ଆଉ କିଏ ନିଆଁ ରେ ଘିଅ ଢାଳୁଛି ତାହା ତ ସମୟ କହିବ । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।