କୋଟିଏ ଟଙ୍କାର ଗାଡି ଚକା ତଳେ ଚାଲିଗଲା ଲୋପାମୁଦ୍ରା ଙ୍କ ଜୀବନ, କାନ୍ଦୁଛନ୍ତି ପରିବାର!

କୋଟିଏ ଟଙ୍କାର ଗାଡି ଧକ୍କା ରେ ଚାଲିଗଲା ଲୋପାମୁଦ୍ରା ଙ୍କ ଜୀବନ । ଦାମୀ ଗାଡି ହୋଇଥିଲେ ମଧ୍ୟ ଦାମୀ ଗାଡି ର ଛକ ତଳେ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି ଲୋପାମୁଦ୍ରା । ଭୁବନେଶ୍ବର ରେ ଦାମୀ ଗାଡି ବା କୋଟିଏ ଟଙ୍କାର ଗାଡି ଦୁର୍ଘଟଣା କୁ ନେଇ ଏବେ ବି ଚର୍ଚ୍ଚା ରହିଛି । ଭୁବନେଶ୍ଵର ପାୱାର ହାଉସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥି ରେ ଆହତ ହୋଇଥିଲେ ଜଣେ ଯୁବତୀ ।

ଯେଉଁ ଯୁବତୀ ଆହତ ହୋଇଥିଲେ ତାଙ୍କ ନାଁ ହେଉଛି ଲୋପାମୁଦ୍ରା ସାହୁ । ଯାହାଙ୍କର ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ 3 ଦିନ ହେବ ସେ ଆଇସିୟୁ ରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ହୋଇ ନ ଥିଲା । ଆଉ ଗତ କାଲି ତାଙ୍କର ମୃତ୍ୟୁ ହୋଇଛି ।

ଗତ 31 ତାରିଖ ଅପରାହ୍ନ ଏ ଭୁବନେଶ୍ବର ରେ ପାୱାର ହାଉସ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ରେଞ୍ଜ ରାବଟ ଡକ୍କାରେ ବାଇକ ରେ ଯାଉଥିବା କାହ୍ନୁ ଚରଣ ଓ ଲୋପାମୁଦ୍ରା ଗୁରୁତର ହୋଇଥିଲେ । ଆଉ ତୁରନ୍ତ ତାଙ୍କୁ କଟକ ମେଡିକାଲ ନିଆ ଯାଇଥିଲା । ଆଉ ଗତ କାଲି ଲୋପାଙ୍କର ମୃତ୍ୟୁ ହୋଇଛି । ଆଉ କୁହା ଯାଉଛି ଦାମୀ ଗାଡି ଟି ପୂର୍ବତନ ମନ୍ତ୍ରୀ ଙ୍କ ପୁଅ କମ୍ପାନୀ ର ବୋଲି ।

ସବୁଠୁ ବଡ କଥା ହେଉଛି ଦୁର୍ଘଟଣାରେ ଗୁରୁତର ହୋଇଥିବା ସିଆରଏଫ ଯବାନ କାହ୍ନୁ ଚରଣ ନାୟକ ଏବେ ଚିକିତ୍ସିତ ହେଉଛନ୍ତି । କମିସନରେଟ କାର୍ଜ୍ୟାଳୟ ଠାରୁ ମାତ୍ର 50 କିମି ଦୂରରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଗାଡି ଡ୍ରାଇଭର ସୌଭାଗ୍ୟ କୁମାର କୁ ଗିରଫ କରିଛି । ଆଉ ଦୁର୍ଘଟଣା ର ଦ୍ରୁଶ୍ଯ ଦେଖିଲେ ଜଣା ପଡୁଛି ରେଞ୍ଜ ରୋଭୋର ର ଆଗ ପଟେ ଥିବା ଦୁଇତିଜାକ ବେଲୁନ ବାହାରି ପଡିଛି ।

ଏହାର ଅର୍ଥ କାର ରେ ଦୁର୍ଘଟଣା ସମୟରେ 2 ଜଣ ବ୍ୟକ୍ତି ଥିବା ଅନୁମାନ କରା ଯାଉଛି । ତେବେ ଜଣେ ଡ୍ରାଇଭର ଥିବା ବେଳେ ଅନ୍ୟ ଜଣଙ୍କ କିଏ ବୋଲ ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ପୋଲିସ ଏ ଦିଗରେ ତଦନ୍ତ ଜାରି ରଖିଛି । କାର ରେ ଆଉ ଜଣେ କିଏ ଥିଲେ ତାହାକୁ ନେଇ ପୋଲିସ ତନାଘନା ଚଲାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।