ଗୋଟେ ପଟେ ମହମଦ ସାମୀ ଙ୍କୁ ନେଇ ସାରା ଭାରତ ଖୁସିରେ, ଅନ୍ୟ ପଟେ ସାମୀ ଙ୍କୁ ନେଇ କାନ୍ଦୁଛନ୍ତି ତାଙ୍କ ସ୍ତ୍ରୀ…

ନମସ୍କାର ବନ୍ଧୁଗଣ । ଏବେ ସବୁଠୁ ମହମଦ ସାମିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କର ବଲ ପକାଇବାର ପ୍ରଣାଳୀକୁ ନେଇ ଆଲୋଚନା ଚାଲିଛି । ଆଉ ଯେବେ ସାମୀଙ୍କ ପର୍ଫୋମାଂସକୁ ନେଇ ସାରା ଭାରତ ଖୁସି ହେଉଛି ସେତେବେଳେ ସାମୀଙ୍କ ସ୍ତ୍ରୀ କାନ୍ଦୁଛନ୍ତି । ଏମିତି କିଛି ଚର୍ଚ୍ଚା ଏବେ ଚାରିଆଡେ ହେଉଛି । ମ୍ଯାଚରେ ହାଇ ବା ଲୋ ସ୍କୋର ହେବା ପିଚ ଉପରେ ନିର୍ଭର କରେ । ପିଚ ଓ ପରିବେଶ ସହ ଖାପଖୁଆଇ ନ ପାରିଲେ ବଡ ବଡ ବ୍ୟାଟ୍ସମ୍ୟାନ ମଧ୍ୟ ବିଫଳ ହୋଇଥାନ୍ତି ।

ବିଶ୍ଵକପର ପ୍ରତେକ ସଂସ୍କରଣରେ ହାଇ ଓ ଲୋ ସ୍କୋର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତ ଓ ଇଙ୍ଗଲଣ୍ଡ ର ସ୍କ୍ରୋର ସମସ୍ତଙ୍କୁ ଜଣା ଅଛି । ଉଭୟ ଦଳ ମଧ୍ୟରେ ମ୍ଯାଚ ବେଶ ରୋମାଞ୍ଚକର ହୋଇଥିଲା । ପ୍ରାରମ୍ଭିକ ବ୍ୟାଟିଙ୍ଗ ବିପର୍ଯ୍ୟୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକୀୟ ଇନିଙ୍ଗ୍ସ ଫଳରେ ଭାରତ 9 ୱିକେଟ ହରାଇ ମାତ୍ର 229 ରନ କରିଥିଲା ।

ଏହି ସହଜ ଲକ୍ଷ୍ୟକୁ ହାସଲ କରିବାରେ ଇଙ୍ଗଲଣ୍ଡ ବିଫଳ ହୋଇଥିଲା । ବୁମରା ଓ ସାମୀଙ୍କ ଘାତକ ବୋଲିଙ୍ଗକୁ ସାମ୍ନା କରି ନ ଥିଲେ ଇଙ୍ଗଲଣ୍ଡର ଖେଳାଳି । ମାତ୍ର 129 ରନରେ ହାରି ଯାଇଥିଲା ଇଙ୍ଗଲଣ୍ଡ ଭାରତ ଠାରୁ । ଚଳିତ ବିଶ୍ଵକପରେ ଭାରତ 6ଟି ମ୍ଯାଚରେ 6ଟି ବିଜୟ ହାସଲ କରିଛି । 12 ପଏଣ୍ଟ ପାଇବା ସହ ସେମି ଫାଇନାଲ ପାଇଁ ନିଜର ସ୍ଥାନ ପକ୍କା କରିସାରିଛି ଭାରତ ।

ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମହମଦ ସାମୀ ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ସାଇଙ୍କ ବଲ ପକାଇବା ତରିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାମୀ ପ୍ଲେଇଙ୍ଗ-11 ରେ ପ୍ରଥମେ ସୁଯୋଗ ପାଇଥିଲେ । କିନ୍ତୁ ଅକ୍ଟୋବର 2 ରେ ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ଯାଚରେ 5ଟି ୱିକେଟ ନେଇଥିବା ବେଳେ 29 ରେ ଇଙ୍ଗଲଣ୍ଡ ବିପକ୍ଷରେ 4ଟି ୱିକେଟ ନେଇଥିଲେ ।

ଆଉ ଏବେ ଓଡିଆ ହିରୋ ଭାରତର ହିରୋ ପାଲଟି ଯାଇଛି । ମାତ୍ର ବ୍ୟକ୍ତିଗତ ଜୀବନରେ କେତେ ସମସ୍ଯା ରହିଛି ତାହା ସେ ହିଁ ଜାଣିଛନ୍ତି । କିଛି ବର୍ଷର ପାରିବାରିକ ବିବାଦରେ ଛନ୍ଦି ହୋଇ ଆଇନଗତ ଲଢେଇରେ ଲଢୁଥିବା ସାମୀ କ୍ରିକେଟ ପ୍ରତି କେତେ ନିଷ୍ଠାବାନ ଓ ସମର୍ପିତ ତାହା ଏହି 2ଟି ମ୍ଯାଚରୁ ବାରି ହେଉଛି । ଆଉ ଯାହାକୁ ନେଇ ଭାରତ ଉଶ୍ଚବ ମୁଖର ହୋଇ ଉଠିଛି ।

ସାହିନ ଜାହାନ ଙ୍କୁ ସାମୀ ବିବାହ କରିଥିଲେ । ପରିବାର ଲୋକଙ୍କ ବିରୁଦ୍ଧରେ ଯାଇ ସାମୀ ସାହିନ ଙ୍କୁ ବିବାହ କରିଥିଲେ । ସାହିନ ପୂର୍ବରୁ ବିବାହିତା ହୋଇଥିବାରୁ ଦୁହିଙ୍କର 2010ରେ ଛାଡପତ୍ର ହୋଇଥିଲା । ଆଉ ପରବର୍ତ୍ତୀ ସମୟରେ ସାହିନ ସାମୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେର କି ସାମୀ ଅନ୍ୟ ଯୁବତୀଙ୍କ ସହ ଚ୍ଯାତ କରୁଛନ୍ତି ଓ ନିର୍ଯ୍ୟାତନା ଦେଉଛନ୍ତି । ଆଉ ତାପରେ ସମି ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ମଧ୍ୟ ଆଗକୁ ଆସି ଏବେ ସଫଳ ହୋଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।