ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ମଧ୍ୟ ବାପା ଚନ୍ଦନ ଙ୍କ ପେଟ ତଳେ ଚାପି ହୋଇ ରହିଛି ଅଢେଇ ବର୍ଷ ର କୁନି ଝିଅ !

ନମସ୍କାର ବନ୍ଧୁଗଣ । ଦିନ ପରେ ଦିନ ଗଡି ଚାଲିଛି । ଆଉ 4 ଦିନ ବିତିବା ପରେ ମଧ୍ୟ ମିଳି ନାହିଁ ଅଢେଇ ବର୍ଷର ମୃତ ଦେହ । ଗତ କାଲି ବାପା ଚନ୍ଦନର ମୃତ ଦେହ ମିଳିଥିବା ବେଳେ ଝିଅର ସେହି ହସ ହସ ମୁହଁକୁ ଝୁରୁଛନ୍ତି ପରିବାର ଲୋକେ । ଫୋନରେ ସେହି କେତେ ପଦ କଥାକୁ ଆଜି ଝୁରି ହେଉଛନ୍ତି ପରିବାର ଲୋକେ । କୁନି ଝିଅ ର ସେହି ମିଠା ମିଠା କଥା କୁ ମନେ ପକାଇ କାନ୍ଦୁଛନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ ବାପା ଚନ୍ଦନ ସୁରଟ ରେ ଚାକିରି କରୁଥିଲେ । ଆଉ ହସ ଖୁସିରେ ତାଙ୍କର ପରିବାର ଚାଲିଥିଲା । କିନ୍ତୁ ମା ଲକ୍ଷ୍ମୀପ୍ରିୟା ହଠାତ ଆତ୍ମହତ୍ୟା କରିଥିଲେ ଗତ ଏକ ମାସ ପୂର୍ବରୁ । ସ୍ତ୍ରୀ ଙ୍କୁ ହରାଇବା ପରେ ଅଢେଇ ବର୍ଷ ଝିଅକୁ ଧରି ବାପା ଚନ୍ଦନ ଗାଁ କୁ ଫେରିଥିଲେ । ଆଉ ଧୀରେ ଧୀରେ ଚନ୍ଦନ ମାନସିକ ଚାପରେ ରହୁଥିଲେ । ସ୍ତ୍ରୀ ଙ୍କୁ ଝୁରି ଝୁରି ଚନ୍ଦନ ନିଜ ଅଢେଇ ବର୍ଷର ଝିଅ କୁ ଧରି ନଦୀ କୁ ଡେଇଁ ପଡିଲେ ।

ଆଉ ଚନ୍ଦନ ଙ୍କ ମୃତ ଦେହ ମିଳିଥିଲେ ମଧ୍ୟ ଏ ଯାଏଁ ତାଙ୍କ ଝିଅର ସନ୍ଧାନ ମିଳି ନାହିଁ । ଝିଅ ଟି ଏବେ ଜୀବିତ ନା ମୃତ ଏ ଯାଏଁ କିଛି ବି ପତା ମିଳି ନାହିଁ । ଏବେ ପରିବାର ଲୋକଙ୍କ ମନରେ ନାନା ପ୍ରକାରର ଦୁଶ୍ଚିନ୍ତା ଘାରିଲାଣି ଝିଅ କୁ ନେଇ । ତେବେ କୁନି ଝିଅ ଏବେ କେଉଁଠି ଅଛି କେମିତି ଅଛି ତାହାକୁ ନେଇ ପରିବାର ଲୋକେ ଦ୍ଵନ୍ଦ ରେ ପଡିଛନ୍ତି । ଆଉ ନିଜ ପୁଅକୁ ହରାଇ ପରିବାର ଏପଟେ ଭାଙ୍ଗି ପଡିଛନ୍ତି ।

ତେବେ ପୁଅ ଏମିତି କାହିଁକି କରିଲା ତାହା ମଧ୍ୟ ପରିବାର ଲୋକେ କହି ସାରିଛନ୍ତି । ଚନ୍ଦନ ଏମିତି ପଦକ୍ଷେପ ନେବାର କାରଣ ହେଉଛି ତାଙ୍କ ସ୍ତ୍ରୀ । ସ୍ତ୍ରୀ ର ମୃତ୍ୟୁ ପରେ ଚନ୍ଦନ ଦୁଃଖ ରେ ପୁରା ପୁରୀ ଭାଙ୍ଗି ପଡିଥିଲେ । ସ୍ତ୍ରୀ ଙ୍କୁ ମନେ ପକାଇ ଚନ୍ଦନ ନିଜର ମାନସିକ ଚାପ ରେ ରହୁଥିଲେ । ଯାହା ପାଇଁ ସେ ଘରୁ ଝିଅ କୁ ବୁଲେଇବାକୁ ନେଇ କହି ଯାଇଥିଲେ ।

କିନ୍ତୁ ଆଉ ଫେରି ନ ଥିଲେ । ବୈତରଣୀ ନଦୀ ରେ ଝିଅ କୁ ଧରି ଡେଇଁ ପଡିଥିଲେ ବାପା ଚନ୍ଦନ । ଆଉ 4 ଦିନ ବୀତି ଯାଇଥିଲେ ମଧ୍ୟ ଏ ଯାଏଁ ଅଢେଇ ବର୍ଷର ଝିଅ ର କିଛି ଖୋଜ ଖବର ମିଳିପାରି ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।