Sadhu Vani; – ଘର ଦ୍ଵାରର ମୁହଁରେ ଓଲଟା ଚପଲ ପଡିବା ଦ୍ଵାରା କେଉଁ ସଂକେତ ମିଳିଥାଏ ? ଏହିଭଳି ଆହୁରି 15+ Anuchinta

1-ସମସ୍ତ ପ୍ରକାର ଭଲ ମନ୍ଦର ଗୁଣକୁ ବୁଝୁଥିବା ଲୋକ ପାଖରେ ଇଷ୍ଟ ଦେବତାଙ୍କ ଆଶ୍ରୀବାଦ ରହିଥାଏ । 2-ଯଦି କୌଣସି ବ୍ୟକ୍ତି ଶିକ୍ଷିତ ହୋଇଥାନ୍ତି । ଶିକ୍ଷିତ ହେବା ସହ ପାଇଥିବା ବିଦ୍ୟାରୁ ଧନ ଅର୍ଜନ ମଧ୍ୟ କରିଥାନ୍ତି । ତେବେ ତାହା ଇଶ୍ଵରଙ୍କର କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଛି ବୋଲି ଯାନୀ ରଖନ୍ତୁ । 3-ଠାକୁର ପୂଜା କରିବା ସମୟରେ ବନ୍ଧୁ ବାନ୍ଧବ ତଥା ପ୍ରିୟଜନ ଆପଣଙ୍କ ଘରକୁ ଆସିଥାନ୍ତି । ତେବେ ଆପଣଙ୍କ ଉପରେ ପ୍ରଭୁଙ୍କର ଆଶ୍ରୀବାଦ ଅଛି ବୋଲି ଜାଣିବାକୁ ପାଆନ୍ତୁ ।

4-ଠାକୁର ପୂଜା କରିବା ସମୟରେ ଘରର ଦୁଆର ମୁହଁକୁ କୌଣସି ଗାଈ ଆସିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଠାକୁରଙ୍କର କୃପା ଆପଣଙ୍କର  ଉପରେ ଅଛି ବୋଲି ଦର୍ଶାଇ ଥାଏ । 5-ଠାକୁର ପୂଜା କରିବା ସମୟରେ ଆପଣଙ୍କ ଘରକୁ କୌଣସି ଭିକାରୀ କିଛି ଭିକ୍ଷା ମାଗିବା ପାଇଁ ଆପଣଙ୍କ ଘରକୁ ଆସିଥାନ୍ତି । ତେବେ ତାହା ଆପଣଙ୍କ ପାଇଁ ବହୁତ ଶୁଭ ସମୟ ହୋଇଥାଏ । ସେହି ସମୟରେ ଆପଣ ତାଙ୍କୁ କିଛି ଦାନ ଧର୍ମ କରିବା ଦ୍ଵାରା ଆପଣଙ୍କର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

6-ଠାକୁର ପୂଜା କରିବା ସମୟରେ ଦୀପର ଶିଖା ହଟାତ ଜୋରସେ ଜଳିବାକୁ ଲାଗେ । ତେବେ ଏହା ଆପଣଙ୍କର ଆଗାମୀ ସମୟରେ ଦୁଃଖର ଲାଘବ ହେବ ପାଇଁ ଯାଉଛି ବୋଲି ସୂଚନା ମିଳିଥାଏ । 7-ଠାକୁର ପୂଜା କରିବା ସମୟରେ ଠାକୁରଙ୍କୁ ଅର୍ପଣ କରାଯାଇଥିବା ଫୁଲ ଆପଣଙ୍କ ଆଡକୁ ଖସି ଯାଇଥାଏ । ତେବେ ଏହା ବହୁତ ଶୁଭ ସଂକେତ ଆପଣଙ୍କ ପାଇଁ ହୋଇଥାଏ ବୋଲି ଜାଣି ରଖନ୍ତୁ ।

8-ଠାକୁର ଘରେ ଜଳୁଥିବା ଦୀପର ଶିଖା ଯଦି ଯଦି ସ୍ଵସ୍ତିକ କିମ୍ବା ଓମ୍ ର ଦେଖାଯାଏ । ତେବେ ଏହା ଆପଣଙ୍କ ପାଇଁ ବହୁତ ହିଁ ଶୁଭ ବୋଲି ଜାଣି ନିଅନ୍ତୁ । 9-ଯଦି ଅଚାନକ ଭାବେ ଟଙ୍କାର ପ୍ରାପ୍ତି ହୋଇଥାଏ । ତେବେ ଆପଣଙ୍କର ଆଗକୁ ଆର୍ଥିକ ସ୍ଥିତି ଭଲ ରହିବା ପାଇଁ ଯାଉଛି । 10- ଘରର ଛାତ ଉପରେ ମାଙ୍କଡ ଖାଇ ପକାଇ ଥିବା ଦୃଶ୍ୟ ଦେଖିଲେ । ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ ।

11-ଯଦି ହଟାତ ଆପଣଙ୍କର ଖର୍ଚ କମିଯାଏ । ତେବେ ଧନ ସଞ୍ଚୟ କରିବାର ସଂକେତ ଦେଖା ଦେଇଥାଏ । 12-ଯଦି ଗାଈ କ୍ଷୀର ବାଛୁରୀକୁ ଦେବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ଦୃଶ୍ୟ ହୋଇଥାଏ । 13-ସକାଳୁ ବାଳକ କିମ୍ବା ବାଳିକାଙ୍କର ହସ ହସ ମୁହଁ ଦେଖିବାକୁ ପାଇଲେ । ବହୁତ ଶୁଭ ହୋଇଥାଏ । 14-ଘରୁ ବାହାରିକି ଜୀବ ସମୟରେ ପାଣି ଭରା ମାଠିଆ ନେଇକି ଯିବାର ଦେଖନ୍ତି ।

ତେବେ  ଏହା ଶୁଭ ସମୟ ଆସିବାର ସଂକେତ ଦେଇଥାଏ । 15- ଘରର ଦୁଆର ମୁହଁରେ ଜୋତା, ଚପଲ ଓଲଟା ପଡିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଘରେ କଳି ଝଗଡା ହେବାର ସଂକେତ ଦେଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ