ଭାରତ କାନାଡା ମଧ୍ୟରେ ତିକ୍ତତା ବଢିବା ଭିତରେ ଆମେରିକା ର ଏଣ୍ଟ୍ରି କୁ ନେଇ ଏବେ ଚର୍ଚ୍ଚା…

ନମସ୍କାର ବନ୍ଧୁଗଣ । କାନାଡା ଭାରତ ବିବାଦ ମଧ୍ୟରେ ଆମେରିକାର ଏଣ୍ଟ୍ରି କୁ ନେଇ ଏବେ ନୂଆ ମୋଡ ନେଇଛି । ଆପଣାଉଛି ଦୋ ମୁହାଁ ନୀତି ଆମେରିକା । ଭାରତ ସହ ଖେଳୁଛି ଡବଲ ଗେମ ଆମେରିକା । ହଁ ଦର୍ଶକ ବନ୍ଧୁ ନିଜାର ହତ୍ୟାକାଣ୍ଡ  ମାମଲାରେ କାନାଡା କୁ ଦେଉଥିଲା ଗୁପ୍ତ ତଥ୍ୟ । ଖାଲିସ୍ତାନ ଆତଙ୍କବାଦୀ ହତ୍ୟାକାଣ୍ଡ କୁ ନେଇ ଭାରତ କାନାଡା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି ।

ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ମାମଲାରେ ଭାରତର ହାତ ଥିବା ନେଇ ଅଭିଯୋଗ କରିଥିଲେ କାନଦା ର ପ୍ରଧାନମନ୍ତ୍ରୀ । ଏହା ପରେ ଦୁଇ ଦେଶ ମଧ୍ୟରେ ବଢିବାରେ ଲାଗିଛି ବିବାଦ । ଏବେ ଏହି ବିବାଦ ମଧ୍ୟ ରେ ଆମେରିକା ମାରିଛି ଏଣ୍ଟ୍ରି । ଭାରତର ସହ ଡବଲ ଗେମ ଖେଳୁଛି ବାଇଡେନ ସରକାର । ମୋସ୍ଟ ବାଣ୍ଟେଦ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟାକାଣ୍ଡ ମାମଲାରେ କାନାଡା କୁ ଗୁପ୍ତ ସୂଚନା ଦେଇଛି ଆମେରିକା ।

ଏ ନେଇ ନିୟୁର୍କ ଜ୍ଞାନଷ୍ଟେକ ଖବର ପ୍ରକାଶ ପାଇଛି । ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡା ସରକାର ଙ୍କୁ ଏହି ସମ୍ପର୍କରେ ସୂଚନା ଦେଇଥିଲା । ଆମେରିକା କେଉଁ ପ୍ରକାରର କାନାଡା କୁ ଦେଇଛି ତାହା ପ୍ରକାଶ କରାଯାଇ ନାହିଁ । ଖାଲିସ୍ତାନି ନିଜାର ଙ୍କ ମୃତ୍ୟୁ ପରେ ଆମେରିକା ଅଧିକାରୀ କାନାଡା ପ୍ରତିପକ୍ଷ କୁ କହିଥିଲେ କି ଏ ନେଇ ତାଙ୍କ ପାଖରେ ଏହି ହତ୍ୟାକାଣ୍ଡ ବିଷୟରେ କୌଣସି ପୂର୍ବ ସୂଚନା ନ ଥିଲା ।

ଯଦି କିଛି ସୂଚନା ରହିଥାନ୍ତା ତେବେ ତୁରନ୍ତ କାନାଡା କୁ ସେ ସମ୍ପର୍କ ରେ ସୂଚନା ଦେଇଥାନ୍ତେ ବୋଲି ଆମେରିକା ପକ୍ଷ ରୁ କୁହ ଯାଇଥିଲା । ସୂଚନା ଅନୁଯାୟୀ ଆମେରିକା ନିୟମିତ ଭାବରେ କାନାଡା ସହ ପଡୋଶୀ ଦେଶ ମାନଙ୍କ ସହ ଯୋଗାଯୋଗ ରେ ରହିଥାଏ । ଆମେରିକା କାନାଡା କୁ ସାହାର୍ଯ୍ୟ କରିବାକୁ ଚାହେଁ ଭାରତ ସହ ଖର୍ଚ୍ଚ ଖରାପ କରିବାକୁ ମଧ୍ୟ ଚାହେଁନି ।

ଯେଉଁଥି ପାଇଁ ଖାଲିସ୍ତାନି ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟାକାଣ୍ଡ ସହ ସୂଚନା ଆମେରିକା ଜାଣି ଜାଣି ସମ୍ପର୍କ ଭିନ୍ନ ଢଙ୍ଗରେ କାନାଡା କୁ ଦେଇଥିଲା । ଭାରତ ପ୍ରତି କିପରି ଡବଲ ଷ୍ଟାଣ୍ଡାର୍ଡ ନୀତି ଆପଣାଉଛି ତାହ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।