ନମସ୍କାର ବନ୍ଧୁଗଣ । ଭାରତ କାନାଡା ମଧ୍ୟରେ ବଢିବାରେ ଲାଗିଛି ଦିନକୁ ଦିନ ତିକ୍ତତା । କାନାଡା ନାଗରିକ ଙ୍କୁ ଭାରତରେ ନୋ ଏଣ୍ଟ୍ରି କରା ଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଭିଷା ସେବା ବାତିଲ କରିଲା ଭାରତ । ଦିନକୁ ଦିନ ଭାରତ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞ କୁ ନିଲମ୍ବିତ କରା ଯାଇଥିଲା । ଆଉ ଏବେ କାନାଡା ନାଗରିକ ଙ୍କ ପାଇଁ ଭିଷା ସେବା କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତ ରଦ୍ଦ କରା ଯାଇଛି ।

ଅର୍ଥାତ କାନାଡା ରୁ ଭାରତକୁ ଆସିବାକୁ ଥିବା ନାଗରିକ ଙ୍କୁ ଏବେ ଭାରତର ଭିଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ମିଳି ପାରିବନି । କାନାଡା ଭାରତ ମଧ୍ୟ ରେ ଲାଗି ରହିଥିବା ବିବାଦ ମଧ୍ୟରେ ଭାରତ ନେଇଥିବା ପଦକ୍ଷେପ ମଧ୍ୟରୁ ଏହା ହେଉଛି ସବୁଠୁ ବଡ ପଦକ୍ଷେପ । ଯେବେ କାନାଡା ପ୍ରଧାନମନ୍ତ୍ରୀ ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜର ହତ୍ୟା ଅଭିଯୋଗ ଭାରତ ଉପରେ ଲଗାଇବା ପରେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ।
ସୂଚନା ଅନୁଯାୟୀ ଭିଷା ସେବା ନିଲମ୍ବନ ର କୌଣସି ଔପଚାରିକ କୌଶଳ କରାଯାଇ ନାହିଁ । ହେଲେ କାନାଡା ରେ ବିଶା ଆବେଦନ କେନ୍ଦ୍ର କରାଉଥିବା PLS ଇଣ୍ଟର ନ୍ୟାସନାଲ ୱେବ ସାଇଟ ରେ ଏକ ମ୍ଯାସେଜ ପୋଷ୍ଟ କରା ଯାଇଛି । ଏହି ମ୍ଯାସେଜ ରେ ଲେଖା ହୋଇଛି କି ପରିଚାଳନା ଗତ କାରଣରୁ ସେପ୍ଟେମ୍ବର 21 ରୁ ପରବର୍ତ୍ତୀ ସୂଚନା ଯାଏଁ ଭାରତୀୟ ଭିଷା ସେବା କୁ ରଦ୍ଦ କରା ଯାଇଛି ।

ଏହା ପୂର୍ବରୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜାରି ଜାରି କରି କହିଥିଲେ କି କାନାଡା ଉଜାଉଥିବା ଭାରତୀୟ ନାଗରିକ ଙ୍କୁ ଅଧିକ ରୁ ଅଧିକ ସତର୍କ ଆପଣେଇବାକୁ କୁହା ଯାଇହି । ଭାରତ ବିରୁଦ୍ଧ ରେ କାନାଡା ରେ ଅପରାଧିକ ବିଧି, ହିଂସା, ଘୃଣା ବୃଦ୍ଧି ପାଇଛି ।
ଏପରି ସ୍ଥିତି ରେ ଏମିତି କୌଣସି ସ୍ଥାନ କୁ ନାଗରିକ ମାନେ ନ ଯାଆନ୍ତୁ ଯେଉଁଠି ଭାରତ ବିରୋଧୀ ଘଟଣା ଘଟୁଛି ବା ଭାରତ ବିରୋଧୀ ଘଟଣା ଘଟିବାର ଆଶଙ୍କା ରହିଛି ବୋଲି ଭାରତୀୟ ନାଗରିକ ଙ୍କ ପାଇଁ ଆଡଭାଇଜରି ଜାରି କରିଛି ବୈଦେଶିକ ମନ୍ତ୍ରାଳୟ । ଯଦି କିଛି ସମୟ ହୁଏ ତେବେ ଭାରତୀୟ ଦୂତବାସ କୁ ଜଣାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଛି । ତେବେ ଆଗକୁ ଏହି ଘଟଣା କେଉଁ ରୂପ ନେବ ତାହା ଦେଖିବାକୁ ବାକି ରହିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।