କଲେଜ ଭିତରେ ବାହା ହେଲେ ଛାତ୍ରଛାତ୍ରୀ I ବାହା ହେବା ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପ୍ରିନ୍ସିପାଲ

କଲେଜ ପଛ ପଟେ ଚାଲିଛି ବାହାଘର । ଆଉ ଏହି ବାହାଘର ରେ 4 ଜଣ ଯୁବତୀ ଓ ଜଣେ ଯୁବକ ଅଛନ୍ତି । କଲେଜକୁ ଆସିଥିଲେ ପାଠ ପଢିବା ପାଇଁ । ହେଲେ ଏମିତି ହଠାତ ବାହାଘର ହୋଇଯିବ ଏ କଥା ଯୁବତୀ ନା ଯୁବକ କେହି ବି ଜାଣି ନ ଥିଲେ । କିନ୍ତୁ ଉଭୟ ଯୁବକ ଓ ଯୁବତୀ ଏହି ବାହାଘର ରେ ଖୁସି ଥିବାର ସ୍ପଷ୍ଟ ହେଉଛି । ଏହାକୁ ନେଇ ପ୍ରିନ୍ସିପାଲ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ନିଜ କଲେଜ ରେ ଏତେ ବଡ ବାହାଘର ହୋଇଗଲା ଏ କଥା ପ୍ରିନସିପାଲ ଜାଣିପାରିଲେ ନାହିଁ । ଯେବେ ପ୍ରିନସିପାଲ ଜାଣିଥିଲେ ତାଙ୍କର ହୋସ ଉଡି ଯାଇଥିଲା । ହଁ ଦର୍ଶକ ବନ୍ଧୁ ଏ ବାହାଘର କୌଣସି ରାଜ୍ୟ ବାହାରେ ନୁହେଁ ବରଂ ଏ ହେଉଛି ନୟାଗଡ ଜିଲ୍ଲା ଓଡ ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ । ଯୁବକ ଓ 4 ଜଣ ଯୁବତୀ ଯୁକ୍ତ 2 ରେ ପାଠ ପଢାନ୍ତି ।

ଏହି ବାହାଘର ର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି । ନିକଟରେ ଥିବା ଜଣେ ଯୁବତୀ ଏହି ଭିଡିଓ ରେ କହୁଛନ୍ତି 6 ଟି ଛୁଆ ପାଇଁ ସେ ଆଶୀର୍ବାଦ ଦେଉଛନ୍ତି । ଗୋଟି ଗୋଟି କରି 6ଟି ଛୁଆ ଜନ୍ମ କରିବେ ଯୁବତୀ ଜଣକ । ତେବେ ଏହି ଘଟଣା ସମାନ କୁ ଆସିବା ପରେ ଏହାର ତଦନ୍ତ ଚାଲିଛି ବୋଲି ବିଦ୍ୟାଳୟର ପ୍ରିନସିପାଲ କହିଛନ୍ତି ।

ଆଉ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରିନ୍ସିପାଲ କହିଛନ୍ତି । ତେବେ ବାହାଘର ର ଭିଡିଓ ଭାଇରାଲ ହେବା ପରେ ପ୍ରିନ୍ସିପାଲ ଏକ ବୈଠକ ଡାକିଛନ୍ତି । ଯୁବକ ଓ ଯୁବତୀ ଙ୍କ ବାପା ଏହି ବୈଠକ କୁ ଆସିବେ । ଆଉ ଏହି ବୈଠକ ରେ ଯାହା ନିସ୍ପତି ନିଆଯିବ ତାହାକୁ ମାନି ନେବାକୁ କହିଛନ୍ତି କଲେଜ ରେ ପ୍ରିନ୍ସିପାଲ ।

ତେବେ ଯୁବକ ଓ ଯୁବତୀ ଉଭୟ ଏମିତି କାହିଁଙ୍କି କରିଛନ୍ତି ଓ ଏହା ପଛରେ କଣ ରହିଛି ସତ୍ୟତା ତାହା ବୈଠକ ରେ ନିସ୍ପତି ନିଆଯିବ । କିନ୍ତୁ ବୈଠକ ରେ ଯାହା ସ୍ପଷ୍ଟ ହେବ ତାହା ଫାଇନାଲ ହେବ ବୋଲି କହିଛନ୍ତି ପ୍ରିନ୍ସିପାଲ । ତେବେ ଦେଖିବାକୁ ବାକି ରହିଲା ଏହି ବୈଠକ ରେ କଣ ନିସ୍ପତି ନିଆ ଯାଇଛି । ତେବେ ଏହି ବାହାଘର କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।