ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ନେଇ ଆସିଛୁ । ବିଷୟ ଟି ହେଉଛି ତାଙ୍କର ଆଗାମୀ ସ୍ଟେପ କଣ ହେବ ଓ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି । ଏଥିପାଇଁ ଆପଣଙ୍କୁ 4ଟି କଳସୀ ମଧ୍ୟରୁ ଯେ କୌଣସି ଗୋଟିଏ ବାଛିବାକୁ ହେବ । ଆପଣ ଯାହାଙ୍କୁ ବି ଭଲ ପାଉଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବନା ରଖୁଛନ୍ତି ଜାଣନ୍ତୁ ଏହି 4ଟି କଳସୀ ମଧ୍ୟ ରୁ ଯେ କୌଣସି ଗୋଟେ ବାଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

1- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ସେ ଆପଣଙ୍କୁ ଏମିତି ଭାବୁଛନ୍ତି ଆପଣ ନିଜ ହିସାବରେ ସବୁ କିଛି କରିଥାନ୍ତି । ଆପଣଙ୍କ ଠାରେ କଣ୍ଟ୍ରୋଲ କରିବାର ନ୍ୟାଚର ରହିଛି । ଆପଣ ଯାହା ଚାହୁଁଛନ୍ତି ତାହା ହେଉ ଏମିତି ଭାବନା ତାଙ୍କ ମନରେ ଅଛି । ଆପଣ ଦୁହିଙ୍କର ସମ୍ପର୍କ ରେ ଏମିତି କିଛି ଭାବନା ରହିଛି । ସେ ନିଜର କ୍ଯାରିୟରକୁ ନେଇ ଆଗକୁ ବହୁତ କଥା ଭବିଛନ୍ତି ।
2- ଆପଣଙ୍କୁ ଦ୍ଵିତୀୟ ନମ୍ବରଟି ଆକର୍ଷିତ କରିଥିଲେ ଆପଣ ତାଙ୍କ ଆଡକୁ ଆକର୍ଷିତ ହେଉଛନ୍ତି । ଆପଣ ଯାହା ଭାବିଥାନ୍ତି ହୃଦୟରୁ ଭାବିଥାନ୍ତି । ଆପଣ ଜୀବନରେ ସଂଘର୍ଷ କରୁଛନ୍ତି । ମେହନତ କରି ଘର ପରିବାର ଚଳାଇଥାନ୍ତି । ପ୍ରତେକ ସମୟରେ ସେ ଆପଣଙ୍କ ସହ ଅଛନ୍ତି । ସାହାର୍ଯ୍ୟ କରିବାରେ ସେ ଆଗରେ ରହିଥାନ୍ତି ।

3- ଯଦି ଆପଣ ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣ ଉଦାସ ରହିଥାନ୍ତି । ଆପଣ ଯେଉଁ ଭୁଲ କରିଥାନ୍ତି ସମାନ ବାଲା କୁ ମଧ୍ୟ ତାର ଭୁଲ ଦେଖାଇଥାନ୍ତି । ତାଙ୍କୁ ଲାଗୁଛି ଆପଣ ଏଭଳି ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ଯେମିତି ଅଛନ୍ତି ସେ ଆପଣଙ୍କ ସହ ଲାଇଫ ଟାଇମ ସମ୍ପର୍କ ରଖିବେ । ସେ ଆପଣଙ୍କ ସହ ନିଜର ପରିବାର, ବନ୍ଧୁତା ସବୁ କିଛି ଦେଖୁଛନ୍ତି । ସେ ଆପଣଙ୍କ ସହ କେବେ ବି ସମ୍ପର୍କ ଖରାପ କରିବେ ନାହିଁ । ସେ ଆପଣଙ୍କୁ ନେଇ ଭବିଷ୍ୟ ବିଷୟରେ ଚିନ୍ତା କରୁଛନ୍ତି ।
4- ଆପଣଙ୍କୁ ଚତୁର୍ଥ ନମ୍ବର ଟି ପସନ୍ଦ ଆସିଥିଲେ ସେ ଦେଖାଇଥାନ୍ତି କୌଣସି କାମ ନ କରିବା ପାଇଁ । ସେ କହିଥାନ୍ତି ଆପଣଙ୍କ ଦ୍ଵାରା ଭୁଲ ହୋଇଛି କିନ୍ତୁଏ ମିତି କିଛି ବି ନୁହେଁ । ସେ ଆପଣଙ୍କୁ ନେଇ କନଫିୟୁଜ ନୁହନ୍ତି । ଆପଣ ସେହି କାମ କରିଥାନ୍ତି ଯାହା ଆପଣଙ୍କ ଇଚ୍ଛା ହୋଇଥାଏ । ସେ ଆପଣଙ୍କୁ ସବୁ କିଛି ଦେଖୁଛନ୍ତି ।

ଲାଇଫରେ ସେ ଯାହା ବି ଇମାଜିନ କରୁଛନ୍ତି ଆପଣଙ୍କୁ ହିଁ ଦେଖୁଛନ୍ତି । ଆପଣଙ୍କୁ ଲାଗୁଛି ସେ ଆପଣଙ୍କୁ ନେଇ କନଫିୟୁଜ ଅଛନ୍ତି କିନ୍ତୁ ଏମିତି କିଛି ବି ନାହିଁ । ଆପଣ ଦୁହିଙ୍କର ଏକ ସୋଲ କନେସକନ ଅଛି । ସେ ଆପଣଙ୍କର ସବୁ ଭୁଲ କୁ କ୍ଷମା କରି ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।