ପୁରୀ ରେ ରହିଛି ଏପରି ଏକ ମନ୍ଦିର ଯେଉଁଠି ମନ୍ଦିରରେ ଭୋଗ କରାଯାଏ ଘୁଷୁରୀ ମାଂସ ! ତେବେ କଣ ରହିଛି ଏହା ପଛର ରହସ୍ୟ ?

ନମସ୍କାର ବନ୍ଧୁଗଣ । କଣ ଆପଣ କେବେ ଶୁଣିଛନ୍ତି କି ପୁରୀ ର ଏମିତି ଏକ ମନ୍ଦିର ଅଛି ଯେଉଁଠି ଘୁଷୁରୀ ମାଂସ ଭୋଗ କରାଯାଏ । ଏହା କଣ ସତ ହୋଇପାରେ ବୋଲି ଆପଣ ମାନେ ବିଶ୍ଵାସ କରୁଛନ୍ତି କି ? କାରଣ ମନ୍ଦିର ଭଳି ପବିତ୍ର ସ୍ଥାନରେ କାହିଁକି ଭୋଗ କରାଯାଏ ଘୁଷୁରୀ ମାଂସ ଭୋଗ କରାଯାଏ ? ଖାଲି ସେତିକି ନୁହେଁ ଘୁଷୁରୀ ମାଂସ ସହ ତୁଳସୀ ପତ୍ର ଭଗ କରି ଭଗବାନଙ୍କ ନିକଟରେ ଲାଗି କରିବା ପଛରେ କଣ ରହିଛି ରହସ୍ୟ ? କେବେ ଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମନ୍ଦିର ଏକ ପବିତ୍ର ସ୍ଥାନ । ଏଠାରେ ମାଂସ ଭୋଗ କରିବା ତ ଦୂରର କଥା ଏଠାରେ ମାଂସ ନାଁ ଧରିବାକୁ ମଧ୍ୟ ବାରଣ କରାଯାଏ । କୋଣାର୍କ ମନ୍ଦିର ବିଷୟରେ ଓ ଏହାର ଇତିହାସ କାହାକୁ ବା ଲୁଚି ରହିଛି । ହେଲେ ଏଠାରେ ରହିଛି ବହୁ ଚର୍ଚ୍ଚିତ ଅବଧୂତ ମଠ । ଯାହାକୁ ନେଇ ଅନେକ ଅଲୌକିକ ଓ ରହସ୍ୟମୟ କାହାଣୀ ଭାରି ରହିଛି । କିନ୍ତୁ ଏହି ମତରେ ଏମିତି ଏକ ରୀତିନୀତି ରହିଛି ଯାହା ଅନେକ ଅକଙ୍କୁ ଆଶ୍ଚର୍ଯ୍ୟ କରିବ ।

ଏଠାରେ ଭଗବାନ ସୂର୍ଯ୍ୟଦେବ ପୂଜା ପାଉଥିବା ବେଳେ ଏଠାରେ ଘୁଷୁରୀ ମାଂସ ଭୋଗ କରାଯାଏ । ସୂଚନା ଅନୁଯାୟୀ ପ୍ରତେକ ବକୁଳ ଅମାବାସ୍ୟା ତିଥିରେ ଏଠାରେ ଘୁଷୁରୀ ମନସା ରେ ତୁଳସୀ ପତ୍ର ପଡି ଭୋଗ ଲାଗି ହୁଏ । ଏହି କଥା ଟି ସ୍ତବ୍ଧ କରି ଦେଉଥିଲେ ବି ଏହା ପୁରା ସତ । ଏଭଳି ପରମ୍ପରା ପଛରେ ରହିଛି ଏକ ନିଆରା କାହାଣୀ ।

କିମ୍ବଦନ୍ତୀ ଅନୁଯାୟୀ ରାଜା ରାଜୁଡା ଅମଳରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବିଦେଶୀ ଶକ୍ତିର ଆକ୍ରମଣ ରୁ ରକ୍ଷା କରିବାକୁ ଏଠାରେ ଘୁସିରି ମାଂସ ଲାଗି ହୁଏ । ଆଉ ଏହା ଶତାଧିକ ବର୍ଷ ହେବ ପାଳିତ ହୋଇ ଆସୁଛି । ପୁରାତନ ଯୁଗରୁ ଆଜି ଯାଏଁ ଏଠାରେ ଘୁଷୁରୀ ମାଂସ ଭୋଗ ଲାଗି ହୋଇ ଆସୁଛି । ଏହା ଛଡା ଏହି ମଠ କୁ ନେଇ ଅନେକ ରହସ୍ୟ ଲୁଚି ରହିଛି ।

ଯାହାକୁ ଭେଦ କରିବା ଏ ଯାଏଁ ସମ୍ଭବ ହୋଇପାରି ନାହିଁ । ଏ ନେଇ ଏହି ମଠ ର ପୂଜାରୀ ମହାଶୟ କହିଛନ୍ତି ଯେ ” ବକୁଳ ଅମାବାସ୍ୟା ଦିନ ଘୁଷୁରୀ ମାଂସ ଭୋଗ ଲାଗି ହୁଏ । ଅନ୍ୟ ଦିନ ମାନଙ୍କରେ ମାଛ ମାଂସ ଲାଗି କରାଯାଏ । ଯେବେ 110 ଖ୍ରୀଷ୍ଟାବ୍ଦ ରେ ମୁସଲମାନ ଆସି ପୁରୁଷୋତ୍ତମ କେସରୀ ତିଆରି କରିଥିବା ମନ୍ଦିର ଭାଙ୍ଗିଥିଲେ ସେତେବେଳେ ଘୁଷୁରୀ ମାଂସ ରେ ତୁଳସୀ ପତ୍ର ପକାଇ ଭୋଗ କରିଲେ ।

କାରଣ ମୁସଲମାନ ମାନେ ଘୁଷୁରୀ ମାଂସ କୁ ଘୃଣା କରନ୍ତି ଆଉ ସେମାନେ ଛାଡି ଚଳାଇ ଯାଇଥିଲେ । ସେତେବେଳେ ସୂର୍ଯ୍ୟଙ୍କ ପୂଜା ସହ ଘୁଷୁରୀ ମାଂସ ପ୍ରଚଳିତ ଥିଲା । ତେଣୁ ନାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ର 3-4ଟି ଜାଗାରେ ଘୁଷୁରୀ ମାଂସ ରଖିବାର ସ୍ଥାନ କରିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।