କୁମ୍ଭୀର ଶିକାର କରିବାର ପ୍ରକୃତ କାରଣ ଜଣା ପଡିଲା ! କୁମ୍ଭୀର ଶିକାର ନ କରିଲେ ହେବ ଏମିତି..

ମେ ମାସରୁ ଅଗଷ୍ଟ ମାସ ମଧ୍ୟରେ କାହିଁଙ୍କି କୁମ୍ଭୀର ଆକ୍ରମଣ କରେ ? ଏବେ ଜଣା ପଡିଲା କୁମ୍ଭୀର ଟାଣି ଖାଇବାର କାରଣ ? କୁମ୍ଭୀର ଶିକାର ପଛରେ ରହିଛି ବଡ କାରଣ । ହଁ ଦର୍ଶକ ବନ୍ଧୁ ଏ କଥା ଆପଣ ବି ଜାଣିଥିବେ କୁମ୍ଭୀର ହାବୁଡରେ ଯିଏ ବି ପଡିବ ସେ ବଞ୍ଚିବା ଅସମ୍ଭବ । ସେ ମଣିଷ ହେଉ କି ଯେ କୌଣସି ପଶୁ କେହି ବି ବର୍ତ୍ତୀ ପାରିବେ ନାହିଁ । ବାଘ ମଧ୍ୟ କୁମ୍ଭୀର ଠାରୁ ବଞ୍ଚିପାରିବନି । ଏବେ କୁମ୍ଭୀର ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି ।

ନଦୀ କୂଳରେ ଯାହାକୁ ଦେଖୁଛି ତାକୁ ଟାଣି ନେଇ ପଳାଉଛି । ମଝି ନଦୀ କୁ ନେଇ ଘୋଷାଡ଼ି ଖାଉଛି । ମେ ମାସରୁ ଅଗଷ୍ଟ ମାସ ମଧ୍ୟରେ କୁମ୍ଭୀର କଣ ପାଇଁ ଏତେ ଆକ୍ରାତ୍ମକ ହୋଇପାରେ । ଏହା ପଛରେ ରହିଛି ବଡ ବୈଜ୍ଞାନିକ କାରଣ । ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ ଏବେ ସବୁ ଆଡେ ମଣିଷଖିଆ କୁମ୍ଭୀର ଆତଙ୍କ ସୃଷ୍ଟି କରିଛି ।

ନଦୀ ପାଖରେ ଯାହାକୁ ଦେଖୁଛି ତାକୁ ଟାଣି ନେଇ ଖାଇ ଯାଉଛି । ମେ ମାସରୁ ଅଗଷ୍ଟ ମାସ ହେଉଛି କୁମ୍ଭୀର ମାନଙ୍କର ପ୍ରଜନନ ର ସମୟ । ଏହି 4 ମାସ ସେମାନଙ୍କର ପ୍ରଜନନ  ସମୟ ହୋଇଥାଏ । ଆଉ ମଣିଷ ଭଳି କୁମ୍ଭୀର ମଧ୍ୟ ଛୁଆ ଜନ୍ମ କରିବା ସମୟରେ ଅଧିକ ଭଲ ଖାଦ୍ୟ ଖାଇଥାନ୍ତି । କାରଣ ସେମାନେ ନିଜ ପାଇଁ ଖାଇବା ସହ ତାଙ୍କ ଗର୍ଭରେ ବଢୁଥିବା ଛୁଆଙ୍କ ପାଇଁ ମଧ୍ୟ ଖାଇଥାନ୍ତି ।

ଆଉ ସେଥିପାଇଁ ମେ ରୁ ଅଗଷ୍ଟ ମାସ ମଧ୍ୟରେ କୁମ୍ଭୀର ମାନଙ୍କୁ ଅଧିକ ଭୋକ ଲାଗିଥାଏ । କୁମ୍ଭୀର ମାନେ ସେମାନେ ନିଜ ଛୁଆକୁ ସୁରକ୍ଷିତ ରଖିବା ପାଇଁ ଅଧିକ ପରିମାଣରେ ମାଂସ ଖାଇଥାନ୍ତି । ଆଉ ଏ ହେଉଛି ଶିକାର କରିବାର ବଡ କାରଣ । କୁମ୍ଭୀର ମାନଙ୍କୁ ଅଧିକ ଭୋକ ହେଲେ ସେମାନେ କାହାକୁ ବି ଶିକାର କରିଥାନ୍ତି । ଆଉ ନିଜର ପେଟର ଭୋକ କୁ ମେଣ୍ଟାଇଥାନ୍ତି ।

ଶିକାର କରିବା ସମୟରେ କୁମ୍ଭୀର ବାଘ ଠାରୁ ଆରମ୍ଭ କରି ମଣିଷ କୁ ନେଇ ପାଣି ଭିତରକୁ ନେଇଥାଏ । ପ୍ରଜନନ ସାରିବା ପରେ କୁମ୍ଭିର ଏତେ ଶିକାର କରିବା ବନ୍ଦ କରିଦିଏ । ଛୋଟ ଛୋଟ ଶିକାର କରି ନିଜର ଭୋକ ମେଣ୍ଟାଏ । ଶିକାର ନ ହେବା ପାଇଁ ନଦୀ ପାଖକୁ ଯିବା ବନ୍ଦ କରିବାକୁ ହେବ । ଏହି ସମୟ ହେଉଛି ବର୍ଷା ଦିନର ସମୟ ।

ବର୍ଷା ହେଲେ ବନ୍ୟା ପାଣି ବିଭିନ୍ନ ନଦୀକୁ ଆସିଥାଏ । ବନ୍ୟା ପାଣି ଜରିଆରେ କୁମ୍ଭୀର ମାନେ ପ୍ରବେଶ କରନ୍ତି । ଆଉ ଏହି ସମୟରେ କୁମ୍ଭୀର ମାନେ ପ୍ରଜନନ କ୍ରିୟା କରିଥାନ୍ତି । ତେଣୁ ସେମାନେ ମଣିଷ ମାନଙ୍କୁ ପାଣି ଭିତରକୁ ଟାଣି ନେଇ ଖାଇଥାନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ, କରନ୍ତୁ, ଧନ୍ୟବାଦ ।