ନଦୀ ଭିତରେ ମହିଳାଙ୍କୁ ଟାଣି ନେଇ କୁମ୍ଭୀର ମାରିବା ପରେ ଏବେ କୁମ୍ଭୀରକୁ ଧରିବାପାଇଁ ଗାଁ ଲୋକେ ବନାଉଛନ୍ତି ମାଷ୍ଟର ପ୍ଲାନ୍

କୁମ୍ଭୀର କୁ ଧରିବା ପାଇଁ ହେଲା ମାଷ୍ଟର ପ୍ଳାନ । ଗାଁ ଲୋକଙ୍କ ଆଗରେ ମହିଳାଙ୍କୁ ଖାଉଛି । କୁମ୍ଭୀର କୁ ଡଋ କେତେ ଆଉ ଗାଁ ଲୋକେ ରହିବେ ? ଏବେ ଧରା ହେବ ସେହି କୁମ୍ଭୀର କୁ ଯିଏ ମଣିଷ ଖାଇ ଯାଉଛି । ହଁ ବନ୍ଧୁଗଣ କୁମ୍ଭୀର ପାଇଁ ଏବେ ନଦୀ ଭିତରକୁ କେହି ଯାଉ ନାହାନ୍ତି । କିନ୍ତୁ ମହିଳାଙ୍କୁ ଝୁଣି ଖାଉ ଥିବାର ସେହି ଦ୍ରୁଶ୍ଯ ଗାଁ ଲୋକଙ୍କ ମନରୁ ଏବେ ଯାଏଁ ଲିଭିନି । ଏବେ ସୂଚନା ଅନୁଯାୟୀ ଗାଁ ଲୋକେ କୁଆଡେ ନିସ୍ପତି ନେଇଛନ୍ତି ସେମାନେ ଆଉ କୁଆଡେ ଡଋ ଡଋ ବଞ୍ଚିବେ ନାହିଁ ।

ଏପଟେ କୁମ୍ଭୀର କୁ ଜୀବନରୁ ମାରିଲେ ଅପରାଧ ହେବ । କିନ୍ତୁ କୁମ୍ଭୀର ଏ ନଦୀ ରୁ ଗଲେ ଗାଁ ଲୋକଙ୍କ ପାଇଁ ବିପଦ ଆସୁଛି । କେତେବେଳେ କାହାର ବି ଜୀବନ ଚାଲିଯିବ । ଆଉ ସେଥିପାଇଁ ଏବେ କୁମ୍ଭୀର କୁ ଧରିବା ପାଇଁ ପ୍ଳାନ କରା ଯାଉଥିବା କଥା ଜଣା ପଡିଛି । ସୂଚନା ଅନୁଯାୟୀ ସବୁ ଦିନ ପାଇଁ ଦୁଇ ଜଣ ମହିଳା ଶୌଚ ହେବା ପାଇଁ ବିରୂପା ନଦୀ କୁ ଯାଇଥିଲେ ।

ଗାଁ ର ଜଣେ ମହିଳା ନଦୀ ଉପରକୁ ଛିଡା ହୋଇଥିବା ବେଳେ ଅନ୍ୟ ଜଣେ ନଦୀ ଭିତରକୁ ଯାଇଥିଲେ । ମହିଳା ଜଣକ ନଦୀ ଉପରକୁ ଉଠିବାକୁ ଆସିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ଆଉ ଝୁଣି ଝୁଣି ଖାଇ ଯାଇଛି କୁମ୍ଭୀର ମହିଳାଙ୍କୁ । ଏହା ପରେ ନଦୀ ଉପରକୁ ଠିଆ ହୋଇଥିବା ଅନ୍ୟ ଜଣେ ମହିଳା ଗାଁ ଲୋକଙ୍କୁ ପାଟିତୁଣ୍ଡ କରି ଡାକିଲେ ।

କିନ୍ତୁ ଗାଁ ଲୋକେ ଦେଖିଲା ବେଳକୁ ମହିଳା ଙ୍କୁ ଉଧାର କରିବେ କଣ ସେ ଦୃଶ୍ୟ ଦେଖି ସେମାନଙ୍କ ଛାତି ଥଋ ଉଠିଲା । ମହିଳାଙ୍କୁ ପାଣିରେ ବୁଡାଇ ବୁଡାଇ କୁମ୍ଭୀର ହାଇଗଲା । ଏମିତି କୁ ମହିଳାଙ୍କ ଶବ ସତ୍କାର କରିବା ପାଇଁ କୁମ୍ଭୀର କିଛି ଛାଡି ନ ଥିଲା । ଶେଷରେ ମହିଳାଙ୍କର ଶରୀରର କିଛି ଅଂସ କୁ ନେଇ ଶେଷ କ୍ରିୟା କରାଗଲା ।

ଆଉ ଏତେ ଭୟଙ୍କର ଦ୍ରୁଶ୍ଯ କେମିତି ବା ଭୂଲି ପାରିବେ ଗାଁ ଲୋକେ । କୁମ୍ଭୀର ମହିଳାଙ୍କର ଏମିତି ଜୀବନ ନେଇଯିବ କେହି ଏବେ ଭାବି ନ ଥିଲେ । ସବୁଠାରୁ ଦୁଃଖ ର କଥା ହେଉଛି ମା କୁ ଝୁରି ଝୁରି ପୁଅ ଝିଅଙ୍କର ଆଖି ରୁ ଲୁହ ସୁଖୁ ନାହିଁ । ଏମିତି ମା କୁ କୁମ୍ଭୀର ଖାଇ ଦେବ କିଏ ବ ଜାଣିଥିଲା । ଆଉ ଏ ସବୁ ଘଟଣା ପରେ ଗାଁ ଲୋକେ କୁମ୍ଭୀର ଉପରେ ରାଗିକି ଅଛନ୍ତି ।

ଗାଁ ଲୋକେ କହୁଛନ୍ତି କୁମ୍ଭୀର କୁ ଧରିବା ପାଇଁ ଏକ ବଡ ପ୍ଳାନ କରୁଛନ୍ତି । ସତରେ ଏତେ ବିଶାଳ ଓ ହିଂସ୍ର ଜନ୍ତୁ କୁ ଧରିବା କଣ ସମ୍ଭବ ହେବ ? ତେବେ ଦେଖିବାକୁ ବାକି ରହିଲା ଗାଁ ଲୋକେ ଓ ପ୍ରଶାସନ ମିଶି କୁମ୍ଭୀର କୁ ଧରିବେ ନା ଘଟଣା ଆଉ କିଛି ମୋଡ ନେବାକୁ ଯାଉଛି ? ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।