ବାବୁ ଘରେ କାମ କରୁଥିଲି ସେଇଠି ଫଟୋ ଦେଖି ଇଚ୍ଛା ହେଲା, 7 ହଜାର ଦିନ ଭିତରେ ତିଆରି କରିଲି ଏହି ଘର

ନମସ୍କାର ବନ୍ଧୁଗଣ । ରାଜଧାନୀ ରେ ଦେଖିବାକୁ ମିଳିଛି ବିଦେଶୀ ସୁଖ । ସମସ୍ତେ ନିଜ ନିଜର ଇଚ୍ଛା ଅନୁସାରେ ବଞ୍ଚିବାକୁ ଚାହିଁ ଥାନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଯିଏ କି ନିଜ ଅନ୍ଦାଜ ରେ ନିଜ ଘରକୁ ତିଆରି କରିଛନ୍ତି । ବ୍ୟକ୍ତି ଜଣକ ନିଜ ଘରକୁ ଏଭଳି ସୁନ୍ଦର ଭାବେ ସଜାଇଛନ୍ତି କି ଆଖି ଝଲସି ଯାଉଛି । ଏହି ଘର ଦେଖିଲେ ସମସ୍ତେ ଭାବିବେ ଏହା କେଉଁ ବିଦେଶୀ ଘର । ଘରର ରୂପରେଖା ଏମିତି ହୋଇଛି ଯାହା କେହି କେବେ ଆଗରୁ ଦେଖି ନ ଥିବେ ।

ଏବେ ଆସନ୍ତୁ ଜାଣିବା ଏଭଳି ବିଦେଶୀ ଘର ତିଆରି କରିଥିବା ବ୍ୟକ୍ତି ଜଣକ କଣ କହୁଛନ୍ତି । ବ୍ୟକ୍ତିଙ୍କ କହିବା ଅନୁଯାୟୀ “ମୁଁ 5 ଲକ୍ଷ ଲୋକଙ୍କ ଘରେ ଲେବର କାମ କରିଛି । ଆଉ ଘରେ ଘରେ କାମ କରି ମୋତେ ବିରକ୍ତ ଲାଗିଲା । ରାଜଧାନୀରେ 56 ବର୍ଷ ରହିବା ପରେ ମୋତେ ଲୋକଙ୍କର କାମ କରି ବିରକ୍ତ ଲାଗିଲା । ଏଥିପାଇଁ ମୁଁ ନିଜେ ଗୋଟେ ର ରାଜଧାନୀ ତିଆରି କରିଲି ।

ଘରେ ଯାହା ବି ସାଜ ସଜା ଜିନିଷ ଲାଗିଛି ସେ ସବୁ ରାଜଧାନୀରେ ମିଳୁଛି । ଏ ସବୁ ଖେଳଣା ଜିନିଷ ମୋ ପାଇଁ । ଇଏ କିଛି ନୁହେଁ ପଇସା ଥିଲେ ସବୁ କିଛି ସମ୍ଭବ । ମୋ ଘର ତିଆରି କରିବା ପାଇଁ ମୋତେ 7000 ଦିନ ଲାଗିଥିଲା । ପ୍ରାୟ 1 କୋଟି ଟଙ୍କା ଖର୍ଚ୍ଚ ହୋଇଯାଇଛି ମୁଁ ଅନୁମାନ କରି କହୁଛି । ମୁଁ ଜଣେ ବାବୁ ଘର ପ୍ଲାଟ ରେ କାମ କରୁଥିଲି । ମୁଁ ତ ମୂର୍ଖ ଜାଣିନି ବିଶେଷ କିଛି ।

ସେଠାରେ ଫୋଟୋ ଗୁଡିକ ଦେଖିଥିଲି ବହୁତ ସୁନ୍ଦର ଲାଗିଥିଲା । ବହୁତ ଖୁସି ଲାଗିଲା । ଏହା ପରେ ମୁଁ ଭାବିଲି ଏମିତି ଘର କରି ମୁଁ ରାଜଧାନୀରେ ରହିପାରିବି କି ? ଯାହାକୁ ଲୋକ ମାନେ ଭଲ ପାଇବେ । ଆଜିକାଲି ତ ଟଙ୍କା ପଇସା କାମ କରୁ ନାହିଁ । ବଜ୍ର ମୂଳିର ଜିନିଷ ଘରେ ଲାଗିଛି । ମୁଁ ନିଜେ ଚପରା କରି ଆଲମିନିୟମ ର ଜିନିଷ ବ୍ୟବହାର କରିଛି ।

ଘର ଭିତର ଏସି ନ ଥାଇ ବି ଏତେ ଥଣ୍ଡା କି ରାଜଧାନୀ ରେ ଏମିତି କୌଣସି ଘର ନ ଥିବ । ଆହୁରି ଏମିତି ଘର ମୁଁ କରିବାକୁ ଚେଷ୍ଟା କରିବି । ଏ ଘର 50-100 ବର୍ଷ ଯାଏଁ କିଛି ବି ହେବ ନାହିଁ । ଘର ଭିତରର ଚତୁଃପାର୍ଶ୍ଵ କାନ୍ଥ କାଠ ରେ ତିଆରି ହୋଇଛି । ଶୋଇବା ପାଇଁ ଖଟ ଟି ମଧ୍ୟ କାଠ ରେ ତିଆରି ହୋଇଛି । ଖଟ ରେ ଟିଣ ରେ ବାକ୍ସ ସିଷ୍ଟମ କରାଯାଇଛି । ତେବେ ଲକଜରି ଲାଇଫ ମେଣ୍ଟେନ କେମିତି କରାଯାଏ ତାହା ଏହି ବ୍ୟକ୍ତି ଜଣକ କରି ଦେଖାଇଛନ୍ତି ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।