ମିଟିଙ୍ଗ କହି ଭୁବନେଶ୍ଵର ଆସିଥିଲେ, ପୁରୁଷ ବନ୍ଧୁଙ୍କ ସହ ସାଙ୍ଗ ହୋଇ ହୋଟେଲ ରୁମରେ ରହିଲେ, କିନ୍ତୁ ସକାଳୁ ସକାଳୁ…

ଆସିଥିଲେ ହୋଟେଲ ଆଉ ଦୁହେଁ ସାଙ୍ଗ ହୋଇ ରୁମରେ ରହିଥିଲେ । ହେଲେ ସକାଳୁ ରୁମରେ ମିଳିଥିଲା ଯୁବତୀଙ୍କ ମୃତ ଦେହ । ରାତିରେ କିଛି ବି ଜଣା ପଡି ନ ଥିଲା । ନା କଳି ଝଗଡା ନା ଆଉ କିଛି । କିନ୍ତୁ ହୋଟେଲର ରୁମ ଭିତରେ ଏମିତି କିଛି ସାଂଘାତିକ ଘଟଣା ଘଟି ଯାଇଥିଲା ଯାହା ପରେ ଯୁବତୀଙ୍କ ମୃତ ଦେହ ସକାଳୁ ମିଳିଥିଲା । ହଁ ଦର୍ଶକ ବନ୍ଧୁ ଜଣେ ଯୁବତୀଙ୍କର ମୃତ ଦେହ ହୋଟେଲ ରୁମରୁ ଉଧାର କରା ଯାଇଛି ।

ଶବ କୁ ଉଧାର କରି ପୋଲିସ ଶବ ବ୍ୟବଛେଦ ପାଇ ପଠାଇଛି । ଯୁବତୀ ଜଣକ ହେଉଛନ୍ତି ବ୍ରହ୍ମଗିରି ଅଞ୍ଚଳର ବନିତା ସାହୁ । ସୂଚନା ଅନୁଯାୟୀ ମୃତ ବନିତା ପୁରୀ ରେ ଭିଭୋ କମ୍ପାନୀ ରେ ଚାକିରି କରୁଥିଲେ । ଯେବେ ବି ମିଟିଙ୍ଗ ଥାଏ ସେତେବେଳେ ଭୁବନେଶ୍ଵର ର ଭିବୋ କମ୍ପାନୀ କୁ ଆସନ୍ତି ବନିତା । ଭୁବନେଶ୍ଵର ରୁ ଆସି ହୋଟେଲ ରେ ରୁହନ୍ତି ।

ଗତ କାଲି ମଧ୍ୟ ଆସିଥିଲେ ଭିଭୋ କମ୍ପାନୀ ରେ ଚାକିରି କରୁଥିବା ବନିତା ସାହୁ ଓ ତାଙ୍କର ପୁରୁଷ ସହ କର୍ମୀ । ଭୂବନେଶ୍ବର ଆସି ହୋଟେଲ ବୁକ କରି ହୋଟେଲ ରୁମରେ ରହିଥିଲେ । ସିସିଟିଭି ଫୋଟେଜ ରେ ମଧ୍ୟ ଉଭୟ ଙ୍କୁ ଦେଖିବାକୁ ମିଳିଥିଲା । ହେଲେ ସକାଳୁ ବନିତାଙ୍କର ମୃତ ଦେହ ହୋଟେଲ ରୁମରୁ ମିଳିଛି । ଯାହାକୁ ନେଇ ବନିତାଙ୍କ ଘର ଲୋକ ଅଭିଯୋଗ କରିଛନ୍ତି କି ବନିତା ଙ୍କୁ ହତ୍ୟା କରା ଯାଇଛି ବୋଲି ।

ସେପଟେ ବନିତା ଙ୍କ ସହ ଆସିଥିବା ପୁରୁଷ ବନ୍ଧୁଙ୍କର କୌଣସି ପତା ମିଳୁ ନାହିଁ । ଫେରାର ହୋଇ ଯାଇଛନ୍ତି ପୁରୁଷ ବନ୍ଧୁ ଜଣକ । ତେବେ ପୋଲିସ ବନିତା ଙ୍କ ଶବ କୁ ଉଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ଥିବା ବେଳେ ତଦନ୍ତ ଆରମ୍ଭ କରିଛି । ତେବେ ବନିତା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କ ମଧ୍ୟରେ ରାତିରେ କଣ ଘଟିଥିଲା । ବନିତା ଙ୍କ ମୃତ୍ୟୁ ର କାରଣ କଣ ହୋଇପାରେ ବୋଲି ତାହା ପୋଲିସ ର ତଦନ୍ତ ରୁ ଜଣା ପଡିବ ।

 

ତେବେ ବନିତାଙ୍କର ମୃତ୍ୟୁ କୁ ନେଇ ତାଙ୍କ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।