ମୋ ବାପାଙ୍କୁ ବାହା ହୋଇ ମୁଁ ବହୁତ ଖୁସି ଅଛି ! ତାଙ୍କୁ ଛାଡି ମୁଁ ଆଉ କୁଆଡେ ବି ଯିବାକୁ ଚାହୁଁନି

ନିଜ ବାପା ଙ୍କୁ ବାହା ହେଲେ ଝିଅ । ଝିଅକୁ ନିଜ ଚତୁର୍ଥ ସ୍ତ୍ରୀ କରିଲେ ବାପା । ହସି ହସି ବାପାଙ୍କ ହାତ ଧରିଲେ ଝିଅ । ହଁ ଦର୍ଶକ ବନ୍ଧୁ ଜଣେ ଯୁବତୀ ବାପାଙ୍କୁ ବିବାହ କରିବାର ଖବରକୁ ନେଇ ଏବେ ଚାରିଆଡେ ଚହଳ ସୃଷ୍ଟି ହୋଇଛି । ଗତ କିଛି ଦିନ ହେବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏକ ଛୋଟ ଭିଡିଓ ଭାଇରାଲ ହେଉଛି ଯେଉଁଥି ରେ ଯୁବତୀ ତାଙ୍କ ବିବାହ ପଛର କାହାଣୀ ବର୍ଣ୍ଣନା କରୁଛନ୍ତି ।

ଏହି ଭିଡିଓ ରେ ସ୍ପଷ୍ଟ ହେଉଛି ଝିଅ ଟି ନିଜ ବାପାଙ୍କୁ ବାହା ହୋଇଛନ୍ତି ଏବଂ ଖାଲି ବାହା ହୋଇ ନାହାନ୍ତି ବରଂ ନିଜ ବାପାଙ୍କର ଚତୁର୍ଥ ସ୍ତ୍ରୀ ହୋଇଛନ୍ତି ଯୁବତୀ ଜଣକ । ଏହି ଖବରକୁ କେହି ସହଜରେ ବିଶ୍ଵାସ କରିପାରୁ ନ ଥିବା ବେଳେ ଏହି ଭାଇରାଲ ଭିଡିଓ ର ସତ ସାମନାକୁ ଆସିଛି । ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ସାମ୍ବାଦିକା ଯୁବତୀ ଙ୍କୁ ପ୍ରଶ୍ନ କରୁଛନ୍ତି କି ଯେ ଆରବୀ ଭାଷାରେ ରାବିୟା ର ଅର୍ଥ ହେଉଛି 4 ସେଥିପାଇଁ ଆପଣ ଚତୁର୍ଥ ସ୍ତ୍ରୀ ହୋଇଛନ୍ତି କି ?

ଏହାର ଉତ୍ତର ରେ ରାବିୟା କହୁଛନ୍ତି ରାବିୟା ନାମକ ଝିଅ ମାନେ ନିଜ ବାପା ମା ଙ୍କ ଚତୁର୍ଥ ସନ୍ତାନ ହୋଇଥାନ୍ତି । ହେଲେ ମୁଁ ମୋ ପିତା ମାତାଙ୍କର ଦ୍ଵିତୀୟ ସନ୍ତାନ । ଚତୁର୍ଥ ସନ୍ତାନ ଯେହେତୁ ନ ହୋଇ ପାରିଲି ସେଥିପାଇଁ ବାହା ହୋଇ ଚଟୁଇର୍ଥ ସ୍ତ୍ରୀ ହୋଇଗଳି । ଏହି ଘଟଣା ଟି ଦେଖିବାକୁ ମିଳିଛି ପାକିସ୍ତାନ ରେ । ତେବେ ବାପା ନିଜ ଝିଅକୁ ବାହା ହେବା ଓ ଚତୁର୍ଥ ସ୍ତ୍ରୀ କରିବା ଏହି ଘଟଣାକୁ ନେଇ ଲୋକେ ନାପସନ୍ଦ କରୁଛନ୍ତି ।

କିନ୍ତୁ ଏଥିରେ ଝିଅ ଟି ବାପାଙ୍କର ଚତୁର୍ଥ ସ୍ତ୍ରୀ ହୋଇ ବେଶ ଖୁସି ଥିବାର ନଜର ଆସୁଛନ୍ତି । ତେବେ କିଛି ଲୋକ କହୁଛନ୍ତି ଝିଅ ଟି ଯେଉଁ ଭଳି ଭାବେ ଭିଡିଓ ରେ ଉତ୍ତର ଦେଇଛନ୍ତି ତାହାର ଜବାବ କିଛି ଲୋକ ଭୁଲ ବୁଝୁଛନ୍ତି । ସେ ନିଜ ମାତା ପିତା ଙ୍କ ଦ୍ଵିତୀୟ ସନ୍ତାନ ଓ ସ୍ବାମୀଙ୍କ ଚତୁର୍ଥ ସ୍ତ୍ରୀ ବୋଲି ଭିଡିଓ ରେ କୁହା ଯିବାର କିଛି ଲୋକ କହୁଛନ୍ତି ।

ଯୁବତୀ ଙ୍କ ଉତ୍ତର କୁ ଠିକ ଭାବେ ନ ବୁଝିପାରି ସେ ନିଜ ବାପାଙ୍କର ଚତୁର୍ଥ ସ୍ତ୍ରୀ ବୋଲି ଅନ୍ୟ ମାନେ ଭାବୁ ଛନ୍ତି । ତେବେ ଭିଡିଓ ରେ ନଜର ଆସୁଥିବା ବ୍ୟକ୍ତି ଜଣକ ଯୁବତୀ ଙ୍କର କଣ ଏବେ ତାହା ସ୍ପଷ୍ଟ ହୋଇ ନାହିଁ । ତଥାପି ସେହି ଦେଶରେ ଏଭଳି ଘଟିବା କିଛି ନୂଆ ନୁହେଁ ବୋଲି ଲୋକେ କହୁକନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।