ନମସ୍କାର ବନ୍ଧୁଗଣ । ଆପଣ ମାନେ ଅଭିନେତ୍ରୀ ରାଜେଶ୍ଵରୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଗତ ବର୍ଷ ତାଙ୍କର ଦେହାନ୍ତ ଘଟିଥିଲା । ଆଉ ଆଜି ହେଉଛି ରାଜେଶ୍ଵରୀଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ । ଆଉ ଆଜି ତାଙ୍କ ଶ୍ଵଶୁର ଗଣମାଧ୍ୟମରେ ରାଜେଶ୍ଵରୀ ଙ୍କୁ ନେଇ କିଛି ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ରାଜେଶ୍ଵରୀ ଙ୍କ ଶ୍ଵଶୁର କହିଛନ୍ତି ଯେ “ରାଜେଶ୍ଵରୀ ର ମୃତ୍ୟୁ ପରେ ସେ ମୋ ପାଖକୁ 3 ଥର ଆସିଛି । ଥରେ କାନ୍ଦି କି ଆସିଛି ଆଉ ଦୁଇ ଦୁଇ ଥର ହସି ହସି କି ମୋତେ ଦେଖା ଦେଇଛି । ସେ ମୋର ବହୁତ ମନେ ପଡେ । ତିଥି ହିସାବ ରେ ଆଜି ହେଉଛି ରାଜେଶ୍ଵରୀ ର ଶ୍ରାଦ୍ଧ ବାର୍ଷିକ କିନ୍ତୁ ତାରିଖ ହିସାବ ରେ ଆଉ 10 ଦିନ ବାକି ଅଛି । ଆମ ଘରୁ ବିଦାୟ ନେଇଥିଲା ଆଜି ସିଏ ।
ମୁଁ ତାକୁ ଝିଅ ଭଳିଆ ଦେଖୁଥିଲି । ସେ ଏତେ ଖୁସି ଦେଇ ଆମ ପାଖକୁ ଏତେ ଜଲ୍ଦି ଦୂରେଇ ଯିବ ବୋଲି କେବେ ଆମେ ଭାବି ନ ଥିଲୁ । ମୋ ପରିବାର ଭୁବନେଶ୍ଵର ରେ ରୁହନ୍ତି ମୁଁ ମୋ ବାସ ଭବନରେ ଚନ୍ଦ୍ରିକା ରେ ଏକା ରୁହେ । ଠିକ 10 ଦିନ ହେବ ଜୁନ ମାସ ଶେଷ ଆଡକୁ ମୁଁ ଶୋଇଛି ତାର ବିଦାୟୀ ସମୟର ଜିନିଷ ଟା ମୁଁ ଦେଖିଲି । କାହାକୁ ଘରେ ମୁଁ କହି ନ ଥିଲି ।

ସେ ଯେଉଁଠି ରହୁ ଭଲରେ ରହୁ । ଆମକୁ ଭଗବାନ ତ ତା ପାଖକୁ ନେଇ ପାରିବେ ନାହିଁ । ମୁଁ ସ୍ଵପ୍ନରେ ଦେଖିଲି ରାଜେଶ୍ଵରୀ କୁ ନେଇ ଯାଉଛନ୍ତି ଆଉ ମୁଁ କହୁଛି ଟିକେ ରୁହ ମୋତେ ଟିକେ ଦେଖିବା ପାଇଁ ସୁଯୋଗ ଦିଅ । ବାସ ଏତିକି କଥା ହୋଇଛି । ତା ପୂର୍ବରୁ 4 ମାସ ତଳେ ମୋର ରାଜେଶ୍ଵରୀ ସହ ସାକ୍ଷାତ ହୋଇଥିଲା । ମୋ ବୋହୂ ମୋତେ ପଚାରିଥିଲା ଦେହ ଭଲ ଅଛି କି ନାହିଁ ଖାଇଲ କି ନାହିଁ ।
ସ୍ଵପ୍ନ ତ ସବୁ ମନେ ପଡୁ ନାହିଁ । ଗଲା ବର୍ଷ ସେ ଯିବା ପରେ ମୋ ପାଖକୁ ମଧ୍ୟ ଆସିଥିଲା । ସେ ଆମ ସମସ୍ତଙ୍କୁ ବହୁତ ଭଲ ପାଉଥିଲା । ଭଗବାନ ନେଇଗଲେ ନା ସେ ନିଜେ ଚାଲିଗଲା ମୁଁ କିଛି ବୁଝିପାରୁ ନାହିଁ । ମୋର ତ ଦୁଇ ପୁଅ ଝିଅ ନାହାନ୍ତି । କିନ୍ତୁ ରାଜେଶ୍ଵରୀ ମୋ ଝିଅ ହୋଇ ମୋ ଘରକୁ ଆସିଥିଲା । କିନ୍ତୁ ଏତେ ଜଲ୍ଦି ଚାଲିଯିବ କେହି ବି ଜାଣି ନ ଥିଲେ । ତା ହାତ ତିଆରି ଖାଇବା ଆମେ ବହୁତ ମନେ ପକାଉଛୁ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।