ଶ୍ରାବଣ ମାସର ସୋମବାର ଦିନ ଏଠାରେ ରଖନ୍ତୁ ଯୋଡାପାନ ପତ୍ର, 24 ଘଣ୍ଟାରେ ମନବାଞ୍ଛା ହେବ ପୂରଣ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ମାସ ମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ । ଏହି ଚଳିତ ବର୍ଷ ଶ୍ରାବଣ ମାସ ଯୋଡା ମାସ ପଡିଅଛି ଏହା ଆପଣ ମାନେ ନିହାତି ଭାବେ ଜାଣିଥିବେ । ଯାହାକି ବହୁ ବର୍ଷର ସଂଯୋଗ ପରେ ଘଟିଅଛି । ତେବେ ଏହି ଯୋଡା ଶ୍ରାବଣ ମାସରେ ଏପରି କିଛି ଉପାୟ ନିଜ ଘରେ କରି ଦିଅନ୍ତୁ । ଯାହା ଆପଣଙ୍କ ଭାଗ୍ୟର ଚାରଚାନ୍ଦ ଲଗାଇଦେବ । ତେବେ ବନ୍ଧୁଗଣ ଭଗବାନ ଶିବଙ୍କୁ କୌଣସି ଜିନିଷ ଯଦି ଅର୍ପଣ କରୁଥାନ୍ତି ।

ତେବେ ତାହା ଗୋଟିକିଆ ନହୋଇ ଯୋଡା ହୋଇବା ଦ୍ଵାରା ଭଲ ହୋଇଥାଏ । ଏହା ପ୍ରଭୁ ଭୋଳାଶଙ୍କର ଅତି ଶୀଘ୍ର ଗ୍ରହଣ କରିଥାନ୍ତି ବୋଲି ମାନ୍ୟତା ରହିଛି । ବିଶେଷ କରି ଆପଣଙ୍କର ଯଦି କିଛି ଗୁରୁତ୍ଵପୂର୍ଣ୍ଣ ମନସ୍କାମନା ରହୁଛି । ତେବେ ଆପଣ ମାନେ ଯୋଡା ରୂପରେ ନିଜର ଜିନିଷକୁ ପ୍ରଭୁଙ୍କ ଠାରେ ଅର୍ପଣ କରନ୍ତୁ । ତେବେ ଚାଲନ୍ତୁ ପାନପତ୍ର ଦ୍ଵାରା ଥିବା ଉପାୟ ବିଷୟରେ ଆଲୋଚନା କରି ଜାଣିନେବା ।

ବନ୍ଧୁଗଣ ଆପଣ କଣ ଜାଣିଛନ୍ତି ଶିବଲିଙ୍ଗରେ ପାନପତ୍ର ଚଢାଇବା ଦ୍ଵାରା ଆପଣଙ୍କର କଣ ଫାଇଦା ମିଳିଥାଏ । ଆମର ହିନ୍ଦୁ ଧର୍ମ ଅନୁସାରେ ପାନପତ୍ରକୁ ତାମ୍ବୂଳ କୁହାଯାଇଥାଏ । ଅନେକ କିଛି ଧାର୍ମିକ ତଥା ଶୁଭ କାର୍ଯ୍ୟରେ ପାନର ବ୍ୟବହାର କରାଯାଇଥାଏ । ପାନ ପତ୍ର ଚଢାଇବା ଦ୍ଵାରା ଦେବାଦେବୀଙ୍କୁ ତୃପ୍ତି ମିଳିଥାଏ । ତେବେ ଯେଉଁ ବ୍ୟକ୍ତି ଦୀର୍ଘାୟୁ ତଥା ସୁସ୍ଥ ଜୀବନର ବର ପ୍ରାପ୍ତ କରିବାକୁ ଚାହୁଁଥାନ୍ତି । ସେମାନେ ପ୍ରଭୁ ଶିବଲିଙ୍ଗ ଉପରେ ପାନପତ୍ର ଅବଶ୍ୟ ଚଢାଇବା ଉଚିତ ।

ପାନପତ୍ରରେ ମହୁ ଲଗାଇ ଚଢାଇବା ଦ୍ଵାରା ମାନସିକ ଶାନ୍ତି ମିଳିବା ସହ ନିଜ କାର୍ଯ୍ୟରେ ମଧ୍ୟ ସଫଳତା ମିଳିଥାଏ । ଆପଣରେ ମହୁ ଲଗାଇ ଚଢାଇବା ଦ୍ଵାରା ଆପଣଙ୍କ ଅଧୁରା କିମ୍ବା ବିଗିଡି ଯାଇଥିବା କାର୍ଯ୍ୟ ମଧ୍ୟ ପୁରା ହୋଇଯାଇଥାଏ । ପାନରେ ଘିଅ ଲଗାଇ ଚଢାଇବା ଦ୍ଵାରା ଭୌତିକ ସୁଖମନ ପ୍ରାପ୍ତ ହୋଇଥାଏ । ଏହା ସହ ମନବାଞ୍ଛିତ ଜୀବନସାଥି ତଥା ଆପଣଙ୍କ ମନ ପସନ୍ଦର ଝିଅ ସହିତ ବିବାହ ହୋଇଥାଏ ।

ଶ୍ରାବଣ ମାସର କୌଣସି ସୋମବାର ଦିନ ଯଦି ଆପଣ ଯୋଡା ପାନପତ୍ର ପ୍ରଭୁ ଭୋଳାନାଥଙ୍କ ଲିଙ୍ଗରେ ଚଢାଇ ଦେଇଥାନ୍ତି । ଆପଣଙ୍କର ମନସ୍କାମନା ବହୁତ ଶୀଘ୍ର ପୂରଣ ହୋଇଯିବ । ତେବେ ଯଦି ଆପଣ ମାନେ ମଧ୍ୟ ପ୍ରଭୁ ଶିବଙ୍କ ନିକଟରେ ପାନପତ୍ର ଚଢାଇବା ପାଇଁ ଚାହୁଁଥାନ୍ତି । ତେବେ ଏହି ଶ୍ରାବଣମାସର କୌଣସି ସୋମବାର ଦିନ ମଧ୍ୟ ଆପଣ ପାନପତ୍ର ଉପରେ କୁହାଯାଇଥିବା ଉପାୟ ମଧ୍ୟରୁ କୌଣସି ଉପାୟ ମଧ୍ୟ କରିପାରିବେ ।

ହେଲେ ଏହି ସବୁ ଉପାୟ କରିବା ସମୟରେ ମନରେ ଭକ୍ତି ଓ ନିଷ୍ଠା ରହିବା ନିହାତି ଦରକାର । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ