ରାତିରେ ଦେଖୁଥିବା ଏହି 5 ସ୍ଵପ୍ନକୁ ସର୍ବଦା ଗୁପ୍ତ ହିଁ ରଖନ୍ତୁ, ଭଗବାନ ଭୋଳାନାଥଙ୍କ କୃପାରୁ ଅଚାନକ ବଦଳିବ ଆପଣଙ୍କ ଭାଗ୍ୟ ! !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ରାତିରେ ଶୋଇଥିବା ସମୟରେ ଭିନ୍ନ ଭିନ୍ନ ସ୍ଵପ୍ନ ଦେଖିଥାଉ । ଅନେକ କିଛି ସ୍ଵପ୍ନ ମଧ୍ୟରୁ କିଛି ସ୍ଵପ୍ନ ଆମକୁ ଭଲ ଲାଗୁଥିବା ସମୟରେ ଅନେକ କିଛି ସ୍ଵପ୍ନ ଆମକୁ ଅଧିକ ଭୟଭୀତ କରାଇଦେଇଥାଏ । ତେବେ ଆଜି ଆପଣ ମାନଙ୍କୁ ଏପରି କିଛି ସ୍ଵପ୍ନ ବିଷୟରେ କହିପା ପାଇଁ ଯାଉଛୁ । ଯେଉଁ ସ୍ଵପ୍ନ ଦେଖିଲା ପରେ ଆପଣଙ୍କୁ ଏହି ସ୍ଵପ୍ନକୁ ଗୁପ୍ତ ରଖିବାକୁ ପଡିବ । ନଚେତ ଏହି ସ୍ଵପ୍ନ ଯୋଗୁ ଆପଣଙ୍କୁ ମିଳିବାକୁ ଯାଉଥିବା ଖୁସି ଅଧାରେ ରହିଯିବ ।

ଯଦି ଆପଣ ନିଜ ସ୍ଵପ୍ନରେ କେବେ ଭଗବାନଙ୍କୁ ଦେଖନ୍ତି । ତେବେ ଏହା ଆପଣଙ୍କ ବହୁତ ଭଲ ହିଁ ଶୁଭ ସ୍ଵପ୍ନ ଅଟେ । ତେବେ ଏହି ସ୍ଵପ୍ନକୁ ଆପଣ ଅନ୍ୟ କାହା ସହିତ ଶେୟାର କରନ୍ତୁ ନାହିଁ । ନଚେତ ଏଥିରୁ ମିଳିବାକୁ ଯାଉଥିବା କିଛି ଖୁସି ଖବର ହୁଏତ ଆପଣଙ୍କୁ ଆଉ ଆଗକୁ ନମିଳିପାରେ । କାରଣ ପ୍ରଭୁ ଆପଣଙ୍କ ଠାରେ ପ୍ରସନ୍ନ ଅଛନ୍ତି ବୋଲି ହିଁ ସ୍ଵପ୍ନରେ ଆପଣଙ୍କୁ ଦେଖା ଦେଇଛନ୍ତି ।

ସ୍ଵପ୍ନରେ ଯଦି ଆପଣ କୌଣସି ତୀର୍ଥସ୍ତଳ ଦେଖିବାକୁ ପାଇଥାନ୍ତି । ତେବେ ଏହା ମଧ୍ୟ ବହୁତ ମହତ୍ଵପୂର୍ଣ୍ଣ ସ୍ଵପ୍ନ ଅଟେ । ଏହି ସ୍ଵପ୍ନକୁ ଆପଣ ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କ ନିକଟରେ ପ୍ରକାଶ କରିବା ଉଚିତ ନୁହେଁ । ସ୍ଵପ୍ନରେ ତୀର୍ଥସ୍ତଳ ଦେଖିବା ଅର୍ଥାତ ଆପଣଙ୍କ କୌଣସି ଏକ ଇଛାକୁ ଭଗବାନ ବହୁତ ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି ବୋଲି ସ୍ଵପ୍ନ ମାଧ୍ୟମରେ ପ୍ରଭୁ ଆପଣଙ୍କୁ ଜଣାଇଥାନ୍ତି । ସ୍ଵପ୍ନରେ ସବୁଜ ରଙ୍ଗର କ୍ଷେତ ତଥା ଘାସ ଆଦି ଗଛପତ୍ର ଦେଖିବା ମଧ୍ୟ ଏକ ଭଲ ସ୍ଵପ୍ନ ଅଟେ ।

ଏହି ସ୍ଵପ୍ନର ମହତ୍ଵ ହେଉଛି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଏକ ପ୍ରକାର କିଛି ଉନ୍ନତି ହେବାର ଶୁଭ ସଂକେତ ଅଟେ । ତେଣୁ ଏହି ସ୍ଵପ୍ନକୁ ମଧ୍ୟ ଆପଣ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତୁ । ସ୍ଵପ୍ନରେ ଯଦି ଜଳ ବା ଗଙ୍ଗା ନଦୀରେ ପ୍ରବାହିତ ଜଳକୁ ଦେଖିବାକୁ ପାଇଥାନ୍ତି । ତେବେ ଭଲ ସ୍ଵପ୍ନ ମଧ୍ୟରେ ଏହି ସ୍ଵପ୍ନ ମଧ୍ୟ ଆସିଥାଏ । ଏହି ସ୍ଵପ୍ନ ଦେଖିବା ମାନେ ଆପଣଙ୍କ ଘରକୁ କିଛି ଖୁସି ଖବର ଆସିବା ପାଇଁ ଯାଉଛି । ତେଣୁ ଯଥାସମ୍ଭବ ଏପରି ସ୍ଵପ୍ନ ଅନ୍ୟ ମାନଙ୍କୁ ଜଣାନ୍ତୁ ନାହିଁ ।

ସ୍ଵପ୍ନରେ ଯଦି ଆପଣଙ୍କ ବାପା କିମ୍ବା ମାଆ ଆପଣଙ୍କୁ ପାଣି ପିଇବାର ଦେଖିବାକୁ ପାଇଥାନ୍ତି । ତେବେ ଏଠାରେ ଆପଣଙ୍କୁ ବୁଝିବାକୁ ପଡିବ । ଯେ ଆପଣଙ୍କୁ ଆପଣଙ୍କ କ୍ଯାରିଅର କ୍ଷେତ୍ରରେ ଅନେକ ସଫଳତା ମିଳିବା ପାଇଁ ଯାଉଛି । ସ୍ଵପ୍ନରେ ଯଦି ମା’ ଲକ୍ଷ୍ମୀଙ୍କୁ ଦେଖିବାକୁ ପାଇଥାନ୍ତି ।

ତେବେ ଏଠାରେ ଆପଣଙ୍କ ଭାଗ୍ୟ ଚମକିବାର ସଂକେତ ମିଳିଯାଇଥାଏ । ତେବେ ଏହି ଉପରୋକ୍ତ ସ୍ଵପ୍ନ ଗୁଡିକ ଆପଣ ଅନ୍ୟ କାହାକୁ ନଜଣାଇବା ହିଁ ଉଚିତ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ