Amlan ଙ୍କ ପାଇଁ ତାଙ୍କ ଝିଅ Ikki ହେଉଛି ବହୁତ ଲକି ! ଏପରି ବଡ ଖୁଲାସା କରି କହିଲେ Odia Actor Amlan Das

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅମ୍ଳାନଙ୍କ କ୍ଯାରିଅର ପାଇଁ ବହୁତ ଲକି ତାଙ୍କ ଝିଅ ଇକ୍କି । ତେବେ ଓଡିଶାର ଆଙ୍ଗ୍ରି ୟଙ୍ଗ ମ୍ୟାନ କହିଲେ କିଛି ଅତ୍ଯୁକ୍ତି ହେବ ନାହିଁ । ତଥା ଅଭିନେତା ଅମ୍ଳାନ ଦାସଙ୍କର ନିକଟରେ ଏକ ଫିଲ୍ମ ରିଲିଜ ଯାହାର ନାମ ହେଉଛି ପ୍ରିୟେ ତୁ ମୋ ସିଏ । ତେବେ ଯେଉଁ ଫିଲ୍ମକୁ ଦେଖିବା ପାଇଁ ଅମ୍ଳାନ ତାଙ୍କର ଧର୍ମପତ୍ନୀ ଓ ତାଙ୍କ କୁନି ଝିଅ ଇକ୍କିକୁ ନେଇ ହଲ୍ ରେ ପହଞ୍ଚି ଥିଲେ । ଫିଲ୍ମ ଦେଖିବା ପରେ କ୍ୟାମେରା ସାମ୍ନାରେ ଅମ୍ଳାନଙ୍କର ସ୍ତ୍ରୀ ଓ ତାଙ୍କ କୁନି ବେବି ଇକ୍କି ନଜର ଆସିଥିଲେ ।

ଏହା ସହିତ ଅଭିନେତା ଅମ୍ଳାନ ମଜାରେ ମଜାରେ ଗଣ ମାଧ୍ୟମ ସମ୍ମୁଖରେ ଏପରି କିଛି କହି ଦେଇଥିଲେ । ଯେ ମୋ ଝିଅର ଫୋଟ ଉଠାଅନି । ନହେଲେ ପଇସା ପଡିବ । କାରଣ ଅଭିନେତା ଅମ୍ଳାନଙ୍କ ଝିଅ ଅମ୍ଳାନଙ୍କ ପାଇଁ ବହୁତ ଲକି ବୋଲି ଅମ୍ଳାନ ଜାଣନ୍ତି । ଏହା ସହ ଅମ୍ଳାନ ତାଙ୍କ ଝିଅକୁ ମଧ୍ୟ ବହୁତ ଭଲ ପାଆନ୍ତି । ହଲକୁ ଆସି ଫିଲ୍ମ ଦେଖିବା ପରେ ଅମ୍ଳାନଙ୍କ ସ୍ତ୍ରୀ ମଧ୍ୟ ଗଣ ମାଧ୍ୟମ ସାମ୍ନାରେ ଏପରି କିଛି ପ୍ରତିକ୍ରିୟା ରଖିଥିଲେ ।

ଯେ ଫିଲ୍ମ ପ୍ରିୟେ ତୁ ମୋ ସିଏ ବହୁତ ହିଁ ଭଲ ହେଇଛି । ହେଲେ ଫିଲ୍ମ ଚାଲୁଥିବା ସମୟରେ ସ୍ପିକରର ଆବାଜ ଶୁଣିକି ମୋ ଝିଅ ଟିକେ ଡରିଯାଇଥିଲା । ତେଣୁ ସେ ସେଠାରେ କାନ୍ଦିବାକୁ ଆରମ୍ଭ କରିଥିଲା । ଟ୍ରେଲର ଦେଖିକି ହିଁ ଏହି ଫିଲ୍ମକୁ ଦେଖିବା ପାଇଁ ବହୁତ ଏକ୍ସସାଇଟେଡ ଥିଲି । ଫିଲ୍ମ ତ ବହୁତ ଭଲ ହେଇଛି । ତେଣୁ ଆମେ ଆମ କୁନି ଝିଅ ଇକ୍କିକୁ ନେଇ ପୁଣି ଥରେ ହଲକୁ ଆସି ସିନେମା ଦେଖିକି ଯିବୁ । ଆମ ଇକ୍କି ମଧ୍ୟ ତା’ ବାପାର ଗୋଲାପୀ ଗୋଲାପୀ ଫିଲ୍ମକୁ ଦେଖିବାକୁ ପ୍ରଥମ ଥର ପାଇଁ ଯାଇଥିଲା ।

ପ୍ରିୟେ ତୁ ମୋ ସିଏ ଫିଲ୍ମକୁ ହଲ୍ ରେ ଦେଖିବାର ହେଉଛି ମୋ ଝିଅ ଇକ୍କିର ଦିତୀୟ ନମ୍ବର ଫିଲ୍ମ । ତେବେ ଏହିଭଳି ଲାଟେଷ୍ଟ ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ଓଡିଆ ଅଭିନେତା ଅମ୍ଳାନଙ୍କର କୁନି ଝିଅ ଇକ୍କି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏହା ସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।