ମିଳିଲା ନିଖୋଜ ଟାଇଟନ, ସେଥିରେ ଥିବା 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଲୋକେ କହୁଛନ୍ତି ଭୂତ ମାରିଦେଲେ…

ମିଳିଲା ଟାଇଟନ ଜାହାଜ ଆଉ 5 ଯାତ୍ରୀ ମୃତ । ଏ କଥା ସ୍ପଷ୍ଟ କରିଲା ଆମେରିକା କୋଷ୍ଟ ଗାର୍ଡ ଯେ 5 ଜଣ କୋଟିପତି ଙ୍କ ଜୀବନ ଚାଲି ଯାଇଛି । ହଁ ଦର୍ଶକ ବନ୍ଧୁ ଆଉ ଏ ଖବର ଯେବେ ଭାଇରାଲ ହେଉଛି ସେତେବେଳେ ଲୋକେ କହୁଛନ୍ତି ଟାଇଟେନିକ ର ଭୁତ ଟାଇଟନ କୁ ଉଡାଇ ଦେଲା । ଟାଇଟେନିକ ର ଭୁତ ମାନେ କୁଆଡେ ଟାଇଟନ ରେ ଥିବା 5 ଜଣ ଲୋକଙ୍କୁ ମାରି ଦେଲା । ହଁ ଦର୍ଶକ ବନ୍ଧୁ ଟାଇଟେନିକ ର ଭଗ୍ନା ବଶେଷ ଦେଖିବା ପାଇଁ ଯାଇଥିଲା ବୁଡାଜାହାଜ ଟାଇଟନ ।

ଯାହା ଉତ୍ତର ଆଣ୍ଟଲାଟିକ ଏ ବୁଡି ଯାଇଛି । ଯେଉଁଥି ଟାଇଟେନିକ ବୁଡି ଯାଇଥିଲା ସେଠାରେ ଟାଇଟନ ନାମକ ବୁଡାଜାହାଜ ବୁଡି ଯାଇଥିଲା । ଯେଉଁଠି 1500 ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା ସେଠାରେ 5 ଜଣ ଲୋକଙ୍କର ଜୀବନ ଚାଲିଗଲା । ଏଠାରେ କହି ରଖିବାକୁ ଚାହିଁବୁ ଜୁନ 18 ରୁ ବୁଡାଜାହାଜ ଟାଇଟନ ନିଖୋଜ ଥିଲା । ଏହାରି ଭିତରେ ବୁଡାଜାହାଜ କୁ ଖୋଜୁ ଥିବା ଆମେରିକା କୋଷ୍ଟ ଗାର୍ଡ କହିଛି ଉଡାଜାହାଜ ଟାଇଟନ ନିକଟ ରୁ ଭଗ୍ନାଂଶ ଉଧାର ହୋଇଛି ।

ଆଉ 5 ଜଣଙ୍କର ମୃତ୍ୟୁ ହୋଇଛି । ତଟରକ୍ଷୀ ବାହିନୀ ଅନୁଯାୟୀ ନିଖୋଜ ବୁଡାଜାହାଜ କୁ ଖୋଜିବା ସମୟରେ ଟାଇଟେନିକ ନିକଟରେ ଭଗ୍ନାଂଶ ମିଳିଥିଲା । ଯାହାକୁ ବାହାର କରିବା ପାଇଁ ଉଦ୍ୟମ କରା ଯାଉଥିଲା । ଟାଇଟନ ନାମକ ଏହି ବୁଡାଜାହାଜ ରେ 5 ଜଣ ଯାତ୍ରୀ ସମସ୍ତେ ଥିଲେ କୋଟିପତି । ଆପଣ ଏମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ 2 କୋଟି ଟଙ୍କା ଦେଇ ଏମାନେ ଯାଇଥିଲେ ଟାଇଟେନିକ ର ଭଗ୍ନା ବଶେଷ ଦେଖିବା ପାଇଁ ।

ଇତିହାସର ପ୍ରୁଷ୍ଠା ଲେଉଟାଇବା ପାଇଁ । ଇତିହାସ କୁ ଟିକେ ଦେଖିବା ପାଇଁ । ସେଥିପାଇଁ ଜଣକା 2 କୋଟି ଲେଖାଏଁ ଖର୍ଚ୍ଚ କରିଥିଲେ । ଏବେ ବର୍ତ୍ତମାନ ଯାହା ସବୁଠାରୁ ବଡ ଖବର ରହିଛି ଯାହା ଆମେରିକା ସ୍ପଷ୍ଟ କରୁଛି ଆଉ ଯାହା ଆଶଙ୍କା କରା ଯାଉଥିଲା ଶେଷରେ ତାହା ସତ ପ୍ରମାଣିତ ହେଲା । ଶେଷରେ 5 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆମେରିକା ସ୍ପଷ୍ଟ କରିଛି ।

ଆଣ୍ଟଲାଟିକ ମହାସାଗର ରେ 1912 ମସିହା ରେ ବୁଡି ଯାଇଥିବା ଟାଇଟେନିକ ବୁଡାଜାହଜ କୁ ଦେଖିବା ପାଇଁ ଯାଇଥିବା ବୁଡାଜାହାଜ ଟାଇଟନ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି । ତେବେ ଏଠାରେ କହି ରଖୁଚୁ ବୁଡି ଯାଇଥିବା ଟାଇଟନ ରେ 90 ଘଣ୍ଟା ପାଇଁ ଅମ୍ଳଜାନ ଥିଲା ।

କିନ୍ତୁ 96 ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲା ଟାଇଟେନିକ ପାଖକୁ ଯିବାକୁ । ଶେଷରେ ଟାଇଟେନିକ ପାଖରୁ ବୁଡାଜାହାଜ ଟାଇଟନ ର ଭଗ୍ନା ବଶେଷ ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।