ନମସ୍କାର ବନ୍ଧୁଗଣ । ବିଶ୍ଵ ର ସବୁ ଠାରୁ ଚର୍ଚ୍ଚିତ ବୁଡାଜାହାଜ ଟାଇଟନିକ କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆନ୍ତଲାଟିକ ମହାସାଗର ରେ ବୁଡି ଯାଇଥିବା ଟାଇଟନିକ ଜାହାଜ ର ଭଗ୍ନା ବଶେଷ ଦେଖିବାକୁ ରବିବାର ଦିନ ଏକ ଯାତ୍ରୀ ବାହୀ ଏକ ଟାଇଟନିକ ଉଡାଜାହାଜ ରେ 5 ଜଣ ଯାତ୍ରୀ ଯାଇଥିଲେ । ହେଲେ ଏବେ ସେ ଉଡାଜାହାଜ ଟି ନିଖୋଜ ହୋଇ ଯାଇଥିବା ଜଣା ପଡିଛି । ଏବେ ଏହି ନିଖୋଜ ଉଡାଜାହାଜ କୁ ଖୋଜିବାକୁ ପ୍ରୟାସ ଆରମ୍ଭ ରହିଛି ।
ନିଖୋଜ ହୋଇଥିବା ଉଡାଜାହଜର ନାମ ହେଉଛି ସିଫର୍ଟ ଟାଇଟନ । ଏହି ସମୁଦ୍ର ରେ ଯାତ୍ରା ଆରମ୍ଭ କରିବାର ଅଢେଇ ଘଣ୍ଟା ପରେ ରାଡର ସହ ସବୁ ସମ୍ପର୍କ ଛିନ୍ନ ହୋଇଥିଲା । ଏକ ରିପୋର୍ଟ ମୁତାବକ ଏହି ଉଡାଜାହାଜର ରେସ 96 ଘଣ୍ଟା । ଓ ଏଥିରେ 70 ଘଣ୍ଟା ପାଇଁ ଅମ୍ଳଜାନ ରହିଥାଏ । ତେବେ ଅନେକ ସରକାରି ଏଜେନ୍ସି ଯେମିତି ଆମେରିକା ଓ କାନାଡା ର ନେଭ୍ୟୁ ବୋଟ ସହ ବେସରକାରି ଏଜେନ୍ସି ମଧ୍ୟ ଏହି ଉଡାଜାହାଜ କୁ ଖୋଜିବା କାମରେ ଲାଗି ପଡିଛନ୍ତି ।
ତୀର୍ଥ କରାଉଥିବା କମ୍ପାନୀ ଓସେଲ ଗେଟର ଏହି ଛୋଟ ଉଡାଜାହାଜ ରେ ପାଇଲଟ ସହ ସମୁଦାୟ 5 ଜଣ ଥିଲେ । ଏଥିରେ ପାକିସ୍ତାନ ଆରବ ପୋଥି ଶାହଜାହାନ ଦାଉଦ ଓ ତାଙ୍କ ପୁଅ ସୁଲେମାନ ଙ୍କ ସହ ଅମିଶା ପାଣି ଓ ଅନ୍ୟ ଜଣେ ଯାତ୍ରୀ ସାମିଲ ଥିଲେ । ହାର୍ଡିଙ୍ଗ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ।
ଯେଉଁଠି ରେ ସେ ଲେଖିଥିଲେ କି ଟାଇଟନିକ ର ଭଗ୍ନ ବଶେଷ ପାଖରେ ପହଞ୍ଚିବା ନେଇ ଯାତ୍ରା ଆରମ୍ଭ ହୋଇଛି । ଯୁର୍କ ଟାଇମସ ରିପୋଟ ମୁତାବକ ଏହି ବୁଡାଜାହାଜ ପ୍ରତି ପର୍ଯ୍ୟଟକ ଙ୍କ ନିକଟକୁ 2.28 କୋଟି ଟଙ୍କା ଭଡା ନେଇଛି । ଏହି ଯାତ୍ରା ନିୟୁ ଫାଉଣ୍ଡ ଲ୍ୟାଣ୍ଡର ସେଲ୍ଟ ଜନସ ରୁ ଆରମ୍ଭ ହୋଇଥିଲା ।
ଟାଇଟନିକ ର ଭଗ୍ନା ବଶେଷ ପାଖରେ ପହଞ୍ଚି ଫେରିବାକୁ ଏହି ଉଡାଜାହାଜ କୁ ପାଖା ପାଖି 8 ଘଣ୍ଟା ସମୟ ଲାଗିଥାଏ । ତେବେ ଏହି ଟାଇଟନିକ ବୁଡାଜାହାଜ କୁ ଖୋଜିବାରେ ପ୍ରୟାସ ଜାରି ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।