ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ବ୍ୟକ୍ତି ରାତିରେ ଶୋଇବା ସମୟରେ କିଛି ନା କିଛି ବହୁ ସମୟରେ ଦେଖିଥାଏ । ରାତିରେ ଦେଖିଥିବା କିଛି ସ୍ଵପ୍ନ ଆମର ସକାଳୁ ମନେ ରହିଥାଏ । ବହୁ ଗୁଡିଏ ସ୍ଵପ୍ନକୁ ମଧ୍ୟ ଆମେ ସକାଳୁ ସକାଳୁ ସବୁ କିଛି ଭୁଲିଯାଇଥାଉ । ତେବେ କେଉଁ ସ୍ଵପ୍ନ ଦେଖିବା ଦ୍ଵାରା କେଉଁ ପ୍ରକାର ବ୍ୟକ୍ତିଙ୍କୁ ସଂକେତ ମିଳିଥାଏ, ଚାଲନ୍ତୁ ଆଲୋଚନା କରିନେବ । ଯେଉଁ ବ୍ୟକ୍ତି ନିଜ ସ୍ଵପ୍ନରେ କୌଣସି ସଧବା ମହିଳାର ଷୋଳଶ୍ରୁଙ୍ଗାର ତଥା ସଜବାଜ ହେବାର ଦୃଶ୍ୟ ଦେଖିଥାଏ ।
ତେବେ ସେହି ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀଙ୍କର ଅଶେଷ କୃପା ପଡିବା ପାଇଁ ଯାଉଛି ବୋଲି ବ୍ୟକ୍ତି ଜାଣିନେବା ଉଚିତ । ଯଦି ସ୍ଵପ୍ନରେ ଗେରୁଆ ରଙ୍ଗର ସାପକୁ ଦେଖିଥାନ୍ତି । ତେବେ ଏହା ମଧ୍ୟ ମା’ ଲକ୍ଷ୍ମୀଙ୍କର ଶୁଭ ସ୍ଵପ୍ନ ଆପଣଙ୍କ ପାଇଁ ଅଟେ । ଯଦି ବ୍ୟକ୍ତି ସ୍ଵପ୍ନରେ ସାପ ଚୋଟ ମାରୁଥିବାର ଦୃଶ୍ୟ ଦେଖିଥାନ୍ତି । ତେବେ ସେହି ବ୍ୟକ୍ତି ନିଜ ଜୀବନରେ ବହୁ ପ୍ରକାର କଷ୍ଟ, ଯନ୍ତ୍ରଣାର ସାମ୍ନା କରିବାକୁ ପଡୁଛି । ଯଦି ସ୍ଵପ୍ନରେ ମରିଯାଇଥିବା ସାପକୁ ଦେଖିବାକୁ ପାଇଥାନ୍ତି ।
ତେବେ ଏହା ଆପଣଙ୍କ ଜୀବବାନରୁ ସବୁ ପ୍ରକାର ସମସ୍ଯା ଚାଲିଯିବାର ସଂକେତ ଦେଇଥାଏ । ଯଦି ସାପକୁ ପ୍ରଭୁ ଶିବଙ୍କର ଳିଙ୍ଗରେ ଥିବାର ଦେଖିବାକୁ ସ୍ଵପ୍ନରେ ପାଇଥାନ୍ତି । ତେବେ ଆପଣଙ୍କର କୌଣସି ଏକ ମନସ୍କାମନା ବହୁତ ଶୀଘ୍ର ପୂରଣ ହେବା ପାଇଁ ଯାଉଅଛି । ଯଦି ଆପଣଙ୍କୁ କେହି ନାଲି କିମ୍ବା ହଳଦିଆ ରଙ୍ଗର ଫୁଲ ଦେବାର ଦେଖିବାକୁ ମିଳିଥାଏ ।
ତେବେ ଏହା ଆପଣଙ୍କ ଆର୍ଥିକ ସ୍ଥିତି ଭଲ ଆସିଯିବାର ସୂଚନା ଦେଇଥାଏ । ସ୍ଵପ୍ନରେ ଯଦି କୌଣସି ବ୍ୟକ୍ତି ବହୁତ ବଡ ଗାତରୁ ପଡି ମଧ୍ୟ ବ୍ୟକ୍ତିର ମୃ-ତ୍ୟୁ ହୋଇନଥାଏ । ତେବେ ତାହା ଆପଣଙ୍କ ଜୀବନରେ ଏକ ନୂଆ ତଥା ଭଲ ପାରିବର୍ତ୍ତନ ଆସିବାର ସଂକେତ ଦେଇଥାଏ । ଯଦି ସ୍ଵପ୍ନରେ ବାପା, ମାଆ କିମ୍ବା ଇଶ୍ଵରଙ୍କ ଠାରୁ ଆଶ୍ରୀବାଦ ନେବାର ଦୃଶ୍ୟ ଆପଣଙ୍କୁ ଦେଖିବାକୁ ମିଳିଥାଏ ।
ତେବେ ଏହା ସେହି ବ୍ୟକ୍ତି ଜୀବନରେ ଲାଗି ରହୁଥିବା ସମସ୍ଯାରୁ ଧୀରେ ଧୀରେ ମୁକ୍ତି ମିଳିବାର ସଂକେତ ହୋଇଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ ଇନ୍ଦ୍ରଧନୁ ବା ପାହାଡ ଚଢିବାର ଦେଖିଥାଏ । ସେହି ବ୍ୟକ୍ତି ତା’ ଜୀବନରେ ବହୁତ ଶୀଘ୍ର ସଫଳତାର ପାହଞ୍ଚ ଚଢିଥାଏ । ଯଦି ସ୍ଵପ୍ନରେ ଶଙ୍ଖ ବା ସ୍ଵସ୍ତିକ ଚିହ୍ନ ଦେଖିଥାନ୍ତି ।
ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ବହୁତ ଭଲ ଶୁଭ ସଂକେତ ଅଟେ । ଏହା ବ୍ୟକ୍ତିର ଦାମ୍ପତ୍ୟ ଜୀବନ ସୁଖମୟକୁ ମଧ୍ୟ ଦର୍ଶାଇ ଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ