ମୁଁ ପୁଣି ଫେରିବି କିନ୍ତୁ ଭୟଙ୍କର ହୋଇ ! ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଚର୍ଚ୍ଚାରେ ଥିବା Untalented Guy

ବନ୍ଧୁଗଣ 5 ବର୍ଷ ତଳର ଗୋଟେ କୁନି ପୁଅ ଉଜାଡି ଦେଇଥିଲା ନିଜ ଜୀବନର ରାସ୍ତା । ପରେ ନିଜ ବାଟକୁ ସଜାଡି Untalented Guy ଦେଖାଇଲେ । ଆଉ ଏବେ ସମାନ ଭୁଲ କରି ଫାଶୀ ଯାଇଛନ୍ତି Untalented Guy । ଇଂଷ୍ଟାଗ୍ରାମ ଠାରୁ ଆରମ୍ଭ କରି ଫେସବୁକ ଓ ୟୁଟ୍ଯୂବରେ ନିଜର ପ୍ରେମକୁ ନେଇ ମନରେ ଥିବା ବିଷ କୁ ପ୍ରତି ଥର ବାହାର କରନ୍ତି ।

ଆଉ ଏବେ କୁହା ଯାଇଛି ସେହି ପ୍ରେମ ପାଇଁ ଏବେ ଜେଲର ଚାରି କାନ୍ଥ ଭିତରେ ଅଛନ୍ତି Untalented Guy । ଆଉ କହିଛନ୍ତି ଯେବେ ମୁକୁଳିବେ ନିଜର ଭୟଙ୍କର ରୂପ ଦେଖାଇବେ । ଊ ଦର୍ଶକ ଙ୍କୁ ନିଜର ଝଲକ ଦେଖାଇବେ ଆଉ ପୁଣି ପାଲଟିବେ Untalented Guy  ର ପାର୍ଟ-2 । ରହିବ ସେ ଅନ୍ଦାଜ ଆଉ ସେହି ଛବି କିନ୍ତୁ ବଦଳି ଯାଇଥିବ ଜୀବନୀ ।

ପୁଣି କିଛି ନୂଆ ରୂପରେ ଆସିବେ ଆଉ ତାଙ୍କର ଫ୍ୟାନ୍ସ ଙ୍କୁ କିଛି ଅଲଗା କରି ଦେଖାଇବେ । ଆଉ ଏବେ ଜେଲରେ ରହି ପ୍ରତିଶୋଧ ନେବାକୁ ଚିନ୍ତା କରୁଛନ୍ତି ଉଦିତ । ଏବେ Untalented Guyକୁ ନେଇ ଚରାଇ ଆଡେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଦିଆ ଯାଇଥିବା ବିଭିନ୍ନ ମନ୍ତବ୍ୟକୁ ନେଇ କିଛି ଜଣ ଉଦିତ ଙ୍କ ବିରୁଦ୍ଧରେ ତାଙ୍କର ମତ ଦେଉଥିବା ବେଳେ ଆଉ କିଛି ତାଙ୍କୁ ସପୋର୍ଟ କରୁଛନ୍ତି ।

ଆଉ ଉଦିତ ନାରାୟଣ ଙ୍କ ଗିରଫ କୁ କିଛି ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାରଣ ସୋସିଆଲ ମିଡିଆରେ ସବୁବେଳେ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଉଦିତ କିନ୍ତୁ ପ୍ରକୃତରେ ସରଳ ସ୍ଵଭାବର ମଣିଷ ଥିଲେ । ଯାହା ସେ ବାରମ୍ବାର ସୋସିଆଲ ମିଡିଆ ଆକାଉଣ୍ଟ ରେ କହିଛନ୍ତି ।

ହେଲେ 5 ବର୍ଷ ତଳେ ତାଙ୍କ ଜୀବନରେ କେହି ଜଣେ ଯୁବତୀଙ୍କ ଆସିବା ପରେ ବଦଳି ଯାଇଥିଲା ତାଙ୍କ ଜୀବନ । ଆଉ ସେ ପାଲଟି ଯାଇଥିଲେ Untalented Guy । ଆଉ ଏବେ କୁହାଯାଇଛି କି ପ୍ରେମ ପାଇଁ ପୁଣି ଫସି ଯାଇଛନ୍ତି । ଦୀର୍ଘ କେତେ ବର୍ଷ ପରେ ଜେଲରୁ ମୁକୁଳିବା ପରେ ନିଜର ଚେହେରା ବନାଇବାକୁ ଅନେକ ଚେଷ୍ଟା କରିଥିଲେ ।

ଅନେକ ଋଲ୍ସ ମଧ୍ୟ କରିଥିଲେ । ଯାହା ପରେ ସେ ପରିଚିତ ହୋଇ ପାରିଥିଲେ । ସେ ଚାହିଁଥିଲେ ଆଗକୁ ନିଜର କ୍ଯାରିୟର ଆରମ୍ଭ କରିପାରି ଥାନ୍ତେ । କିନ୍ତୁ ତାଙ୍କର ଏ ଗ୍ୟାଙ୍ଗଷ୍ଟାର ଲୁକ ଓ ଅନ୍ଦାଜ ପାଇଁ ଫସି ଯାଇଛନ୍ତି । ଯେଉଁ କାରଣରୁ ନିଜ ରାଗକୁ ସମ୍ଭାଳି ନ ପାରି ଏପରି କିଛି ଭୁଲ ପଦକ୍ଷେପ ନେଇଥିଲେ ।

ଯାହା ପାଇଁ ତାଙ୍କୁ ଆଜି ଜେଲ ଯିବାକୁ ପଡିଲା । ଉଦିତ ସବୁବେଳେ କହୁଥିଲେ ବାପା ମା ତାଙ୍କ ପାଇଁ ସବୁ କିଛି । କିନ୍ତୁ ଆଜି ପ୍ରେମ ତାଙ୍କ ପାଇଁ ବଡ ହୋଇଗଲା । ଯାହା କୁହାଯାଇଛି ପ୍ରେମକୁ ନେଇ ସବୁବେଳେ ଉଦାସ ରହୁଥିଲେ ଉଦିତ । ଆଉ ବାରମ୍ବାର ମାନସିକ ଚାପରେ ଅତିଷ୍ଠ ହୋଇ ଏମିତି କିଛି କାଣ୍ଡ ଘଟାଇଲେ ଯାହା ପାଇଁ ଅନ୍ୟ ଜଣଙ୍କର ଜୀବନ ଚାଲିଯାଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।