ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ତଥା କମେଡିଆନ ହିରୋଇନ ନଳିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ଖୁବ ପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବେଶ ଭଲ ପାଇବା ଦେଇଛନ୍ତି ।

ସେ ଏକ ସାକ୍ଷାତକାରରେ ନିଜର ଅଭିନୟୀ ଜୀବନକୁ ନେଇ କିଛି ବଡ ଖୁଲାସା କରିଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରିବା ଜାଣିବା ପୁରା ଖବର ବିଷୟରେ । ଅଭିନେତ୍ରୀ ନଳିନୀ କହିଛନ୍ତି ଯେ “ଏବେ ଯାହା କରିବ ଚ୍ଯାନେଲ କରିବ । କିନ୍ତୁ ସେତେବେଳେ ଗୋଟେ କଷ୍ଟୟୁମ ମ୍ୟାନ ଯଦି ସଜେଷ୍ଟ କରିବ ତେବେ ଆର୍ଟିଷ୍ଟ ହୋଇପାରିବ ।
ସେତେବେଳେ ଯଦି ପ୍ରଡକସନ ମ୍ୟାନ ସଜେଷ୍ଟ କରିଦେଲା ତେବେ ସେ ଆର୍ଟିଷ୍ଟ ହୋଇଗଲା । ସେତେବେଳେ ସମସ୍ତଙ୍କର ବହୁତ ପାୱାର ଥିଲା । ପ୍ରଡକସନ ମ୍ୟାନେଜରର ସବୁ ଆବଶ୍ୟକ ଜିନିଷ ପୂରଣ କରିବାକୁ ପଡିଥିଲା । ମୋ ସହ ବହୁତ ଭଲ ଭାବେ ହୋଇଛି ଆଜ୍ଞା । ମିଶ୍ର ବାବୁ ଯିଏକି ସେତେବେଳେ ପ୍ରଡକସନ ମ୍ୟାନେଜର ଥିଲେ ତାଙ୍କ ନାଁ ମୁଁ କହିପାରୁ ନାହିଁ । ତାପରେ ମ୍ୟାନେଜ ସହ ଦେଖା କରିବାକୁ ମୁଁ ଯାଇଥିଲି ।

ସେ ମୋତେ ଏକା କଥା ହେବାକୁ ଘରକୁ ଆସିବାକୁ କହିଲେ । ତା ପରେ ମୋ ରାଗ ତ ଚିଡିଲା ମୁଁ କହିଲି ତୁମେ ଲୁନା ଗାଡି ହୋଇ ହାଇୱା ଜାହାଜ ଉପରେ କାହିଁକି ଆଖି ପକାଉଚ ? ତମେ ଯେତିକି ଲୋକ ସେତିକିରେ ରହୁନ । ତମ ଉପରେ ମାଡି ବସିବେ ସ୍କାନ ହୋଇ ବାହାରିବ ଚିହ୍ନିଚ କିଏ ? ମୁଁ ତାଙ୍କୁ ଏହି କଥା କହିଥିଲି ।
ଏମିତି ଆଉ ଥରେ ଏମିତି ମୋ ହାବୁଡରେ ପଡିଥିଲା ଆଉ ଜଣେ । ତାକୁ ବି ଏମିତି ଶୁଣେଇ ଥିଲି । ଏବେ ଏବେ ତାଙ୍କର ମୃତ୍ୟୁ ହୋଇଛି ତାଙ୍କ ନା ଧରିବା ଉଚିତ ନୁହେଁ । ସେ ବହୁତ ନାରିଙ୍କ ସହ ସମ୍ପର୍କ ରଖିଥିଲେ । ବହୁତ ଉଦାହରଣ ନିକଟରେ ଜଣେ ଦେଉଥିଲେ ।
ସେ ଅଭିନେତା ଜଣକ ମୋ ସହ ଭେଟ ହୋଇଥିଲେ ପ୍ରେମ ପାଇଁ ମହାଭାରତ ରେ । ତା ପର ଠାରୁ ଯେଉଁ ଘଟଣା ଘଟିଲା ମୁଁ କହିଲି ଯାହା କହିବ ସିଧା ସିଧା କହିବ । ତା ପର ଠାରୁ ମୋତେ କେହି ଫରମାଇଶ କରନ୍ତି ନାହିଁ । ମୁଁ ଖ-ରା-ପ ଭା-ଷା-ରେ ଅନେକ ଲୋକଙ୍କୁ ଗାଳି କରିଛି ।
ଏତେ ନୁଙ୍ଗୁଡା ଗୁଡାକ କାମ ଦେବେ ବୋଲି କଣ ଏମିତି କଥା କହିବ । ତା ପରେ ସେବେ ଠାରୁ ମୋତେ କେହି କିଛି କୁହନ୍ତି ନାହିଁ । କିଛି ଲୋକ ରସିକିଆ ଥାନ୍ତି ତାଙ୍କର ଫିଲ୍ମ କରିଥିବେ । ଯେଉଁ ମାନେ ଅନେକ ହିରୋଇନ ସହ ବୁଲିଥିବେ । ଆଉ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଚ୍ଚ କାମ କରିବାକୁ ପସନ୍ଦ କରନ୍ତି । ଆଉ କିଛି ପ୍ରଡ୍ୟୁସର ମାନଙ୍କର ଲକ୍ଷ୍ୟ ଥାଏ ଖାଲି ଏଞ୍ଜୋଏ କରିବା । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।