ଦର୍ଶକ ବନ୍ଧୁ ବାହାଘରେ କେତେ ଯେ ଥଟ୍ଟା ମଜା ହୁଏ ତାହା ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ତେବେ ବାଘରକୁ ନେଇ କିଛି ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ । ତେବେ ଆସନ୍ତୁ ନଜର ପକାଇବା । ବାହାଘରରେ ବହୁତ ସାରା ମଜା ମସ୍ତି ହୋଇଥାଏ ।

ତେବେ ଏହି ଭାଇରାଲ ଭିଡିଓ ରେ ଯେବେ ବର କନ୍ୟା କୁ ମିଠା ଖାଇବାକୁ ଦେଲା ଠିକ ସେହି ସମୟରେ କନ୍ୟା ମୁହଁରୁ ମିଠା ଟି ଖସି ତଳେ ପଡିଗଲା । ଆଉ ତାପରେ ଯାହା ହେଲା ଆପଣ ବିଶ୍ଵାସ କରି ପାରିବେ ନାହି । ମିଠା ଖସି ପଡିବାର ଦେଖି ବର ଏତ ରାଗିଗଲା କି କନ୍ୟା ମୁହଁ କୁ ଜାବୁଡି ଧରିଲା ।
ତାପରେ କନ୍ୟା ଟି ସେଠାରୁ ବାହାଘର ଭାଙ୍ଗି ସ୍ଟେଜ ଉପରୁ ଚାଲିଗଲା । ନ ହେଲେ ଦୁହିଙ୍କର ବାହାଘର ହୋଇଥିଲେ କଣ ଯେ ହୋଇଥାନ୍ତା ତାହା କିଏ ବା କହିବ ? ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବାହାଘର ସମୟରେ ନାଚ ଗୀତ ନିଶ୍ଚୟ ହୋଇଥାଏ । ବର ଓ କନ୍ୟା ଉଭୟ ପକ୍ଷରୁ ନାଚ ଗୀତ ର ଆସର ଜମି ଥାଏ ।

ତେବେ ଅନ୍ୟ ଏକ ଭାଇରାଲ ଭିଡିଓ ରେ କିଛି ଭିନ୍ନ ଧରଣର ଡ୍ୟାନ୍ସ ଦେଖିବାକୁ ମିଳିଛି । ଝିଅ ର ସାଙ୍ଗ ଏମାନେ ନାଗିନ ଗୀତ ରେ ଡ୍ୟାନ୍ସ ଏତେ ସୁନ୍ଦର ଭାବେ ଷ୍ଟେଜରେ କରୁଛନ୍ତି କି ତାହା ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ କରୁଛି । କିନ୍ତୁ ବର ର ସାଙ୍ଗ ଜଣକ କୁକୁର ଆଗରେ ନାଗିନ ଡ୍ୟାନ୍ସ ଏମିତି କରୁଛନ୍ତି କି ବିଚାରା କୁକୁର ବି ଏମିତି ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ପଡୁଛି । ବର ର ସାଙ୍ଗ ଜଣକ କୁକୁର ଆଗରେ ସୋଇପଡି ନାଗିନ ଡ୍ୟାନ୍ସ କରୁଛନ୍ତି ଆଉ ବିଚାରା କୁକୁର ଟି କିଛି ପ୍ରତିକ୍ରିୟା ଦେଉ ନାହି । ସତରେ ଏହି ଭିଡିଓ ଟି ବେଶ ମଜାଦାର ଲାଗୁଛି ।
ଆଜିର ସମୟରେ ଯେଉଁ ମାନେ ପ୍ରେମ କରୁଛନ୍ତି ଜାତି, ଧର୍ମ, ବୟସ କିଛି ବି ଦେଖୁ ନାହାନ୍ତି । ବାସ ଯିଏ ପସନ୍ଦ ଆସିଗଲା ତାକୁ ହିଁ ବାହା ହେବାକୁ ଜିଦି କରୁଛନ୍ତି । ସେ ପୁଅ ହେଉ କି ଝିଅ ସମସ୍ତେ କ୍ଷେତ୍ରରେ ଏମିତି ଦେଖା ଯାଉଛି । ତେବେ ଏହି ଭାଇରାଲ ଭିଡିଓ ରେ 60 ବର୍ଷର ବୃଦ୍ଧ ଙ୍କୁ 18 ବର୍ଷର ଝିଅ ବିବାହ କରିଛନ୍ତି । ଆଉ ଦୁଇ ଜଣଙ୍କର ଲଭ ମ୍ୟାରେଜ ବୋଲି ଦୁହେଁ ମାନୁଛନ୍ତି ମଧ୍ୟ ।
ଦର୍ଶକ ବନ୍ଧୁ ବାହାଘରରେ ଅନେକ ରସମ ହୋଇଥାଏ । ତେବେ ସାଙ୍ଗ ମାନଙ୍କ କଥାରେ ପଡି ଯେବେ ବର କନ୍ୟା କୁ ଉଠାଇ ସ୍ଟେଜ ତଳକୁ ଆସୁଥିଲେ ତା ପରେ ଯାହା ଘଟିଲା ଆପଣ ଦେଖିଲେ ହସି ହସି ଗଡିଯିବେ । ଆଜ୍ଞା ହଁ ବର କନ୍ୟା କୁ ଉଠାଇ ତଳକୁ ଆଣିବା ସମୟରେ କନ୍ୟା ଜଣକ ତଳେ ଖସିଗଲେ । ଆଉ ତା ପରେ ଲୋକେ କହିଲେ କନ୍ୟା କୁ ଉଠାଇ ପାରୁନି ସେ ଦାୟିତ୍ଵ କେମିତି ନିଭାଇବ । ବନ୍ଧୁଗଣ ଆପଣଙ୍କୁ ଏହି ଭାଇରାଲ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।