ମଝି ସମୁଦ୍ରରେ ଯାଉଥିବା ବେଳେ ବଡ ଅଘଟଣ ଘଟିଗଲା । ଫେରୀରେ ଯାଉଥିବା ବେଳେ ସେଥିରେ ନିଆଁ ଲାଗିଗଲା । ଫଳରେ 250 ଜଣ ଲୋକ ଜୀବନ୍ତ ଜଳିଗଲେ । ସମୁଦ୍ର ମଝିରେ ଏଭଳି ଏକ ଭୟଙ୍କର ଅଘଟଣ ଘଟିଛି ଯାହା ଦେଖିଲେ ଆପଣଙ୍କ ଛାତି ଥରିଉଠିବ । ହଁ ଆଜ୍ଞା, ସମୁଦ୍ର ମଝିରେ ଏଭଳି ଏକ ହୃଦୟ ବିଦାରକ ଅଘଟଣ ଦେଖିବାକୁ ମିଳିଛି । ଫିଲିପାଲ୍ସରେ 250 ଲୋକଙ୍କୁ ନେଇ ଯାଉଥିବା ଏକ ଫେରୀ ତଥା ପାଣିରେ ଚାଲୁଥିବା ଡଙ୍ଗାରେ ମଝି ସମୁଦ୍ରରେ ନିଆଁ ଲାଗି ଯାଇଥିଲା ।
ଏହି ଅଗ୍ନିକାଣ୍ଡ ଯୋଗୁଁ ସମୁଦ୍ର ଭିତରେ 250 ଜଣ ଲୋକ ଜଳି ଯାଇଛନ୍ତି । ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳିଛି ଏଭଳି ଭୟାନକ ଅଘଟଣ । ମିଳିଥିବା ସୂଚନା ଅନୁଯାୟୀ, ଫିଲିପାଲ୍ସରେ ଏକ ଫେରୀ 250 ଜଣ ଲୋକଙ୍କୁ ନେଇ ସମୁଦ୍ରରେ ଯାତ୍ରା କରୁଥିବା ବେଳେ କୌଣସି କାରଣବଶତଃ ସେଥିରେ ନିଆଁ ଲାଗି ଯାଇଥିଲା । ଫଳରେ ଦେଖୁ ଦେଖୁ ସେଥିରେ ଥିବା ଲୋକେ ଜଳି ଯାଇଥିଲେ । ତେବେ ଏହି ଦୁର୍ଘଟଣା ପରେ 7 ଜଣ ଯାତ୍ରୀ ନିଖୋଜ ଥିବା ମଧ୍ୟ ସୂଚନା ରହିଛି ।
ଏଭଳି ଭୟଙ୍କର ଦୁର୍ଘଟଣା ଖବର ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଯାଇ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ତେବେ ବର୍ତ୍ତମାନ ମଧ୍ୟ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଏବେ ବି ଏହି ଘଟଣାକୁ ନେଇ ସଦମାରେ ଅଛନ୍ତି ଲୋକେ । ଏହି ଘଟଣାରେ ଆଗକୁ ମୃ-ତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।
ହେଲେ ଫେରୀରେ ନିଆଁ କେମିତି ଲାଗିଲା ଏହାକୁ ନେଇ ଲୋକମାନେ ବିଭିନ୍ନ ପ୍ରକାରର କଥା କହୁଥିବା ବେଳେ ତା’ର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିବା ସହ ଅପରେସନ ଏବେ ବି ଜାରି ରଖିଛନ୍ତି । ପ୍ରଶାନ୍ତ ମହାସାଗରରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସାରା ବିଶ୍ଵରେ ଆଲୋଡନ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାର ଖବର ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।
ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।