ପ୍ରେମିକ ବାହା ହୋଇଯିବାରୁ ତା’ ସହ ସମ୍ପର୍କ ରଖିବାକୁ ମନା କରିଦେଲା ପ୍ରେମିକା । ହେଲେ ପ୍ରେମିକ ଏକା ଜିଦ୍ କି ମୁଁ ବାହା ହେଲେ କଣ ହେଲା ତୁ ଏବେବି ପୂର୍ବ ଭଳି ମୋ ସହ ସମ୍ପର୍କ ରଖିବୁ । କାହିଁକି ନା ମୁଁ ଆଉ ଜଣଙ୍କୁ ବାହା ହେଲି ସିନା ହେଲେ ତୋତେ ଏବେବି ଭଲପାଉଛି । ହେଲେ ପ୍ରେମିକା ରାଜି ନ ହେବାରୁ ଏତିକିରେ ପ୍ର-ତି-ଶୋ-ଧ ପରାୟଣ ହୋଇ ଯାଇଥିଲା ପ୍ରେମିକ । ଘରେ ସ୍ତ୍ରୀ ଥାଇ ପ୍ରେମିକାକୁ ଅପହରଣ କରି ନିଛାଟିଆ ସ୍ଥାନକୁ ଡାକି ନେଇଥିଲା ଓ ସେଠାରେ ତାଙ୍କୁ ପାଞ୍ଚ ଦିନ ରଖି ନିଜ କାମନା ପୂରଣ କଲା

। ଏତିକିରେ ମନ ବୁଝିଲାନି ଯେ ଶେଷରେ ନିଜ ପ୍ରେମିକାର ଜଙ୍ଘକୁ gulee ମା-ରି-ଦେ-ଲା । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ପୁରା ମୟୂରଭଞ୍ଜ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି । ବାହା ହୋଇ ସାରିବା ପରେ ବି ପ୍ରେମିକା ସହ ସମ୍ପର୍କ ରଖିବାକୁ ନେଇ ପ୍ର-ତି-ଶୋ-ଧ ପରାୟଣ ହୋଇ ତାକୁ gulee -ମା-ଡ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ହେଲେ ଏବେ ଶେଷରେ ଆଇନ ହାତରେ ଧରାପଡିଛି ପ୍ରେମିକ । ଏବେ ପ୍ରେମିକ ଅର୍ଜୁନ ଓ ତା’ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗି-ର-ଫ ପ୍ରେମିକ ଜଣକ ହେଉଛନ୍ତି ରାଇରଙ୍ଗପୁର ଥାନା ଅଧିନସ୍ଥ କଳାବୁଦା ଗାଁର ସୂରଜ ପଣ୍ଡାଙ୍କ ପୁଅ ଅର୍ଜୁନ ପଣ୍ଡା । ଅର୍ଜୁନ ତିନି ବର୍ଷ ଧରି ଜଣେ 18 ବର୍ଷୀୟ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ ।

ହେଲେ ବର୍ଷକ ପୂର୍ବେ ଭଲ ପାଉଥିବା ପ୍ରେମିକାର ହାତ ଛାଡି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ନେଇଥିଲେ ଅର୍ଜୁନ । ହେଲେ ବିବାହ କରିବା ସତ୍ତ୍ୱେ ପ୍ରେମିକାଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖିବାକୁ ତାଙ୍କୁ ବାଧ୍ୟ କରି ଆସୁଥିଲେ । ଯୁବତୀ ଜଣକ ଏନେଇ ପ୍ର-ତି-ବା-ଦ କରିବାରୁ ଅର୍ଜୁନ ପ୍ର-ତିଶୋ-ଧ ନେବାକୁ ଯୋଜନା କରିଥିଲା । ଯାହାଫଳରେ ଯୁବତୀଙ୍କୁ gulee -ମା-ଡ କରିବା ଭଳି କା-ଣ୍ଡ ଭିଆଇଦେଲା ।
ଏହି ଘଟଣାରେ ପୋଲିସ ଅର୍ଜୁନ ଓ ତା’ ସହଯୋଗୀକୁ ଗି-ର-ଫ କରି କୋ-ର୍ଟ-ଚା-ଲା-ଣ କରିବା ପରେ ବ୍ୟବହୃତ ବ-ନ୍ଧୁ-କ ମଧ୍ୟ ଜବତ କରିଛି । ତେବେ ଆଗକୁ ଏହି ଦୋ-ଷୀ-ଙ୍କୁ କଣ ଦ-ଣ୍ଡ ଶୁଣାଯାଉଛି ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।