ନମସ୍କାର ବନ୍ଧୁଗଣ, ନିଜକୁ ସୁନ୍ଦର ଦେଖାଇବା ସବୁଠାରୁ ବଡ କାମ ପାଲଟି ସାରିଛି ଆଜିର ଏହି ଆଧୁନିକ ଯୁଗରେ । କିଭଳି ନିଜ ତ୍ଵଚାକୁ ଗୋରା,ସଫା ଏବଂ ଉଜ୍ଵଳ କରାଇବେ ଏହାର ପ୍ରୟାସ ସମସ୍ତେ କାହିଁ କେତେ ଉପାୟରେ କରୁଛନ୍ତି । କିଏ ପାର୍ଲର ଯାଇ ନିଜକୁ ସଯାଉଛି ତ କିଏ ଘରୋଇ ଉପଚାର କରି ନିଜ ତ୍ଵଚାକୁ ଉଜ୍ଵଳ କରିବା ପାଇଁ ଚାହୁଁଛନ୍ତି । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏଭଳି ଏକ ପାଣି ସମ୍ପର୍କରେ ଯାହାକୁ ପିଇବା ଫଳରେ ଆପଣଙ୍କ ତ୍ଵଚା ପୁରା ଗୋରା ଏବଂ ଉଜ୍ଵଳ ହେବାକୁ ଲାଗିବ ।
ପ୍ରାୟତଃ ସମୟରେ ଆପଣଙ୍କ ଚେହେରା ଖାଇବା,ପିଇବା କିମ୍ବା ଖରା ପାଇଁ ଚେହେରାର ଚମକ ଚାଲିଯାଇଥାଏ । ଆପଣଙ୍କୁ ଏହି ଉପାୟଟିକୁ ବନାଇବା ପାଇଁ ଏକ ଗ୍ଳାସ ଗରମ ପାଣି, ମହୁ ଏବଂ ଲେମ୍ବୁ । ମହୁରେ ଭିଟାମିନ A,B,C ଏବଂ ଆଇରନର ମାତ୍ରା ରହିଛି । ମହୁ ଶରୀରକୁ ସ୍ୱାସ୍ଥ୍ୟ ଏବଂ ଊର୍ଜାବାନ ରଖିବା ପାଇଁ ସାହାର୍ଯ୍ୟ କରିଥାଏ ।
ସେହିପରି ଲେମ୍ବୁରେ ପ୍ରୋଟିନ, କାର୍ବୋହାଇଡ୍ରେଟ ଏବଂ ଭିଟାମିନ ଭରପୁର ରହିଛି । ଆପଣ ଲେମ୍ବୁ ଏବଂ ମହୁକୁ ଗରମ ପାଣିରେ ମିଶାଇ ପିଇବା ଦ୍ଵାରା ଆପଣଙ୍କୁ ବହୁତ ଫାଇଦା ମିଳିଥାଏ । ଆପଣ ଏକ ଗ୍ଳାସ ଗରମ ପାଣିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏକ ଚାମଚ ମିଶାଇବା ପରେ ଆପଣ ଏହାକୁ ଅଳ୍ପ ମିଠା କରିବା ପାଇଁ ଏକ ଚାମଚ ମହୁ ମିଶାନ୍ତୁ । ଏବେ ଆପଣ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କ ଉପାୟଟି ସମ୍ପୂର୍ଣ ପ୍ରସ୍ତୁତ ।
ଆପଣ ଏହି ପାଣିକୁ ପ୍ରତିଦିନ ଦୁଇଥର ପିଇବା ଆବଶ୍ୟକ । ଆପଣ ଏହି ପାଣିକୁଆ ସବୁଦିନ ଦୁଇଥର ପିଇବା ଫଳରେ ଆପଣଙ୍କ ଚେହେରା ସଫା ଏବଂ ଗୋରା ହୋଇଯିବ । ଆପଣ ଏହିଭଳି ଭାବରେ ସବୁଦିନ ଦୁଇଥର ଲେଖାଏ ଏହି ପାଣିକୁଆ ତିରିଶି ଦିନ ପିଅନ୍ତୁ । ଦେଖିବେ ଆପଣଙ୍କ ଚେହେରାରେ ଏକ ଅଲଗା ପ୍ରକାର ଚମକ ଆପଣ ଦେଖିବାକୁ ପାଇବେ ।
ଖାଲି ଆପଣ ଦେଖିବେନି ଆପଣଙ୍କୁ ଦେଖୁଥିବା ସମସ୍ତ ଲୋକ ମଧ୍ୟ ଆପଣଙ୍କ ଚେହେରାର ଉଜ୍ଵଳତା ଦେଖି ଆପଣଙ୍କ ତାରିଫ କରିବାକୁ ଲାଗିବେ । ତେବେ ଆପଣ ଅଯଥା ବହୁତ ପଇସା ଖର୍ଚ ନକରି ନିଜ ଘରେ ଅତି ସହଜରେ ଏହି ଉପାୟଟିକୁ ବନାଇ ସେବନ କରିପାରିବେ ।
ଏହାର ଚମତ୍କାରୀ ଫାଇବାକୁ ମଧ୍ୟ ଆପଣ ଖୁବ କମ ଦାମରେ ହାସଲ କରିପାରିବେ । ଆପଣଙ୍କ ପାଇଁ ଏହି ଉପାୟଟି ଲାଭକାରୀ ରହିବ । ନିଜ ତ୍ଵଚାକୁ ଚମକାଇବା ପାଇଁ ଏହି ପାଣିକୁ ନିହାତି ସେବନ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।